National

ଚାନ୍ଦିପୁରରୁ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ବାଲେଶ୍ୱର ଜିଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ କରାଯାଇଛି। ପ୍ରବଳ ଝଡ଼ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ମଧ୍ୟରେ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ...

ଲୋକସଭା ନିର୍ବାଚନ: ଯୋଜନା ମୁତାବକ ମୋଦି ଆରମ୍ଭ କଲେ ‘ରାଜନୀତି’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୪ ଭଳି ୨୦୧୯ ନିର୍ବାଚନ ପୂର୍ବରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଲୋକଙ୍କ ନଜରକୁ ଆସିବେ। ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ମୋଦି ୫୦ଟି...

ରାଷ୍ଟ୍ରପତି ରାଜ୍ୟସଭାକୁ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ, ଜାଣନ୍ତୁ ସେମାନଙ୍କ ବିଷୟରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭାକୁ ଦେଶର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୮୦ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଅନୁମତିକ୍ରମେ ରାଷ୍ଟ୍ରପତି ଦେଶର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏହି...

ବିଶାଖାପାଟଣାରେ ଗଡ଼ିଲା ମହାପ୍ରଭୁଙ୍କ ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶାଖାପାଟଣା, (ଯଶୋବନ୍ତନାରାୟଣ ପାଢ଼ୀ): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ବିଶାଖାପାଟଣା ସହର। ଚଳିତବର୍ଷ ବିଶାଖାପାଟଣା ସହରରେ ୫ଟି ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି ପବିତ୍ର ଘୋଷଯାତ୍ରା। ବିଶାଖାପାଟଣାର ଦଶପଲ୍ଲା ହିଲ୍‌ସଠାରେ...

ବିଜୟ ମାଲ୍ୟାଙ୍କୁ ‘ସ୍ମାର୍ଟ’ କହି ଫସିଲେ ଜୁଏଲ୍‌, କ୍ଷମା ମାଗିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ "କଠିନ ପରିଶ୍ରମ ନକରି ବିଜୟ ମାଲ୍ୟାଙ୍କ ପରି ସ୍ମାର୍ଟ ହୁଅ", ଆଦିବାସୀଙ୍କ ଉଦ୍ଦେଶ୍ୟରେ ଏହି ମନ୍ତବ୍ୟ ଦେଇଥିଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ଏହି ମନ୍ତବ୍ୟକୁ ନେଇ ବିବାଦ...

ରାଜ୍ୟସଭାକୁ ଯିବେ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭାକୁ ଯିବେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଓ ଲୋକପ୍ରିୟ ନୃତ୍ୟାଙ୍ଗନା ସୋନାଲ ମାନସିଂହ। ଶନିବାରଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତ ଲାଭ କରିଥିବା ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭା...

ବଙ୍ଗପ୍ରାଣ ବଳୀୟାରଭୁଜ

ଫକୀର ମୋହନ ନାହାକ [youtube https://www.youtube.com/watch?v=UzlhjuBP3cM] ଭଗବାନ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ତଥା ଭକ୍ତିମାର୍ଗର ପ୍ରବର୍ତ୍ତକ ଶ୍ରୀଚୈତନ୍ୟଙ୍କ ଜନ୍ମସ୍ଥାନ ନଦିଆ ନବଦ୍ୱୀପର ମାୟାପୁର। ଗଙ୍ଗା ଓ ଜଳାଙ୍ଗି ନଦୀର ସଂଗମ ସ୍ଥଳରେ ରହିଛି ଏହି ଆଧ୍ୟାତ୍ମିକ କେନ୍ଦ୍ର।...

ଗୁଜୁରାଟର ଅହମ୍ମଦାବାଦରେ ଧୂମଧାମରେ ଚାଲିଛି ରଥଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୈବେଦ୍ୟ ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଛେରାପହଁରା କରିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତିନିଠାକୁରଙ୍କୁ ନଗର ପରିକ୍ରମାରେ ନିଆଯିବ ଓଡ଼ିଶା ଭଳି...

ଲାହୋର ଏୟାରପୋର୍ଟରୁ ନୱାଜ ସରିଫ୍ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଏବଂ ତାଙ୍କ ଝିଅ ମରିୟମଙ୍କୁ ପାକିସ୍ତାନ ପୋଲିସ ଗିରଫ କରିଛି। ଲାହୋର ଏୟାରପୋର୍ଟରେ ପହଞ୍ଚୁ ପହଞ୍ଚୁ ଉଭୟଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ନୱାଜ ସରିଫ୍...

ଆଗାମୀ ୪୦ ବର୍ଷ ଭିତରେ ଚୀନ ଓ ଭାରତ ବିଶ୍ୱରେ ରାଜ୍ କରିବେ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚମକାଇବା ଭଳି ଖବର। ଆଗାମୀ ୪୦ ବର୍ଷ ମଧ୍ୟରେ ଭାରତ ଓ ଚୀନ ମିଶି ସମଗ୍ର ବିଶ୍ୱରେ ପ୍ରଭାବ ବିସ୍ତାର କରିବେ। ଏହିଭଳି ଏକ ଆକଳନ କରାଯାଇଛି ଓଇସିଡି (ଅର୍ଗାନାଆଇଜେସନ ଫର...