National

କଂଗ୍ରେସକୁ ଶବ୍ଦବାଣ ମାରିଲେ ମୋଦୀ – କହିଲେ, ବିହାରରେ ବିକାଶର ସରକାର ବାଛିବେ ଭୋଟର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରରେ ନିର୍ବାଚନୀ ପ୍ରଚାର ଜାରି ରଖିଛନ୍ତି ମୋଦୀ। ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ନିର୍ବାଚନ ପ୍ରଚାର...

ଭିଏନାରେ ଆତଙ୍କବାଦୀ ଆକ୍ରମଣ – ରାଜରାସ୍ତାରେ ଫୁଟିଲା ଗୁଳି, ୭ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁରୋପୀୟ ଦେଶ ଅଷ୍ଟ୍ରିୟାର ରାଜଧାନୀ ଭିଏନାରେ ସୋମବାର ଆତଙ୍କବାଦୀମାନେ ରାଜରାସ୍ତାରେ ଗୁଳିଚାଳନା କରିଛନ୍ତି। ଯେଉଁଥିରେ ୭ ଜଣ ସାଧାରଣ ନାଗରିକ ପ୍ରାଣ ହରାଇବା ସହିତ ଜଣେ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି।...

ହ୍ୱାଇଟ୍ ହାଉସ ରେସ୍ – ଟ୍ରମ୍ପ ଯିବେ ନା ବିଡେନ ଆସିବେ!

ଓଡ଼ିଶାଲାଇଭ ବ୍ୟୁରୋ ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଆମେରିକା ରାଷ୍ଟ୍ରପତି ପଦ ପାଇଁ ଭୋଟିଂ। ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ଅପରାହ୍‌ଣ ୩.୩୦ରୁ ମତସାବ୍ୟସ୍ତ କରିବେ ଆମେରିକୀୟ ଭୋଟର। ସେଠାକାର ସମୟ...

ବିହାର ନିର୍ବାଚନ – ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ, ଆଜି ତେଜସ୍ଵୀ ଯାଦବଙ୍କ ଭାଗ୍ୟ ନିର୍ଦ୍ଧାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ କରୋନା କଟକଣା ମଧ୍ୟରେ ଭୋଟରମାନେ ନିଜର ମତଦାନର ଅଧିକାର ସାବ୍ୟସ୍ତ କରୁଛନ୍ତି। ୧୭ଟି ଜିଲ୍ଲାରୁ ମୋଟ ୯୪ଟି ବିଧାନସଭା ଆସନ ପାଇଁ...

ଆଜି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ – ୧୪୬୩ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭା ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍। ରାଜ୍ୟର ୯୪ଟି ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ହେବ। ଯେଉଁଥିରେ ପ୍ରାୟ ୧୫୦୦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ନିର୍ବାଚନ ଜିତିବାକୁ...

ବାପା, ମା’ ବଲିଉଡର ବଡ଼ ଷ୍ଟାର – ପୁଅ ଝିଅ ପରଦାରେ ଫେଲ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଅନେକ ସଫଳ ଅଭିନେତା ଓ ଅଭିନେତ୍ରୀଙ୍କ ପୁଅ ଝିଅମାନେ ବିଫଳ ହୋଇଛନ୍ତି। ସେମାନଙ୍କ ବାପାମାଆ ଦିନେ ବଲିଉଡର ଆକର୍ଷଣର କେନ୍ଦ୍ର ଥିଲେ, ହେଲେ ସେମାନଙ୍କ ପିଲାମାନେ ସେମିତି ଦର୍ଶକୀୟ...

ବଦଳିଲା ରାଜ୍ୟସଭା ଗଣିତ – ଉଚ୍ଚ ସଦନରେ ବି ଏନଡିଏକୁ ବହୁମତ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପରେ ବଦଳିଛି ରାଜ୍ୟସଭା ସିଟ୍ ଗଣିତ। ଲୋକସଭାରେ ପରେ ଏବେ ରାଜ୍ୟସଭାରେ ମଧ୍ୟ ବହୁମତ ସାବ୍ୟସ୍ତ କରିଛି ଏନଡିଏ। ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା...

ମଥୁରାର ମନ୍ଦିରରେ ନମାଜ ପଢ଼ିଲେ ମୁସଲିମ୍ ଯୁବକ, ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ମଥୁରାରେ ଏକ ମନ୍ଦିର ଭିତରେ ନମାଜ ପାଠ କରିଥିବା ଫୈଜଲ ଖାନକୁ ଗିରଫ କରିଛି ପୋଲିସ। ଏହି ମାମଲାରେ ବର୍ତ୍ତମାନ ୪ ଜଣଙ୍କ ବିରୋଧରେ ଏତଲା ଦାୟର ହୋଇଥିବାବେଳେ, ପୋଲିସ...

‘ନୀତିଶ ସରକାର ମହିଷାସୁର’ – ବିହାର ରାଜନୀତିରେ ଏଭଳି ଚାଲିଛି ବାକ୍‌ଯୁଦ୍ଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିହାର ନିର୍ବାଚନୀ ରାଜନୀତିରେ ନେତାମାନେ ଏବେ ପରସ୍ପରକୁ ଶବ୍ଦ ତୀରରେ ବିନ୍ଧୁଛନ୍ତି। ବିହାର ବିଧାନସଭା ନିର୍ବାଚନକୁ ନେଇ ସେଠାକାର ରାଜ୍ୟ ରାଜନୀତି ଗତ ଦୁଇ ମାସ ଧରି ସରଗରମ ରହିଛି। ବିରୋଧୀ ଦଳ...

ପିଓକେ ଅଞ୍ଚଳ ଗିଲଗିଟ୍-ବଲ୍ଟିସ୍ଥାନକୁ ପ୍ରାଦେଶିକ ମାନ୍ୟତା ଦେଲା ପାକିସ୍ଥାନ, ଭାରତର ତୀବ୍ର ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନେକ ବାଦ ବିବାଦ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପିଓକେ ଅଞ୍ଚଳର ଗିଲଗିଟ୍-ବଲ୍ଟିସ୍ଥାନକୁ ପ୍ରାଦେଶିକ ମାନ୍ୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇମ୍ରାନ ଖାନ ନିଜେ ଏହି ଅଞ୍ଚଳକୁ ଗସ୍ତ...