ଆଦୃତା ଶିଶୁ ସଦନରେ ବହୁମୁଖୀ ହଲ୍ ଉଦଘାଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ପାଞ୍ଚମାହାଳାଠାରେ ଥିବା ଆଦୃତା ଶିଶୁ ସଦନର ପିଲାମାନଙ୍କ ପାଇଁ ଏକ ବହୁମୁଖୀ ହଲ୍ର ଉଦ୍ଘାଟନ ହୋଇଛି। ବୁଧବାର ଜେଏସପିଏଲ୍ ଫାଉଣ୍ଡେସନର ଚେୟାରମ୍ୟାନ ଶାଲ୍ଲୁ ଜିନ୍ଦଲ ଏହି ହଲ୍ର ଉଦ୍ଘାଟନ କରିଛନ୍ତି।...
ପ୍ରକୃତି କୋଳରେ ସମୟ ବିତେଇବାକୁ ଚାହୁଁଛନ୍ତି କି? ଯାଆନ୍ତୁ ସାତକୋଶିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତଋତୁ ଆସିଲେ ବେଶ୍ ଚଳଚଞ୍ଚଳ ହୋଇଉଠେ ଅନୁଗୁଳ ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ସାତକୋଶିଆ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ...
ଦୁଇ ଆଇଏଏସଙ୍କୁ ‘ଜିଲ୍ଲାପାଳ’ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପରିଚାଳନାରେ ଦକ୍ଷତା ପ୍ରଦର୍ଶନ କରିଥିବା ହେତୁ ଦୁଇ ଜଣ ଆଇଏଏସ ଅଫିସରଙ୍କୁ ଜିଲ୍ଲାପାଳ ପୁରସ୍କାର ମିଳିଛି। ଏହି ଦୁଇ ଯୁବ ଆଇଏଏସ ହେଉଛନ୍ତି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଚକ୍ରବର୍ତ୍ତୀ...
ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ତାଲିମପ୍ରାପ୍ତ ଏମପିଏଚଡବ୍ଲୁ (ମହିଳା) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଅଗଷ୍ଟ ୫ରେ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।
ସମୁଦାୟ ପଦବୀ...
ଗଞ୍ଜାମ ଓ ଯାଜପୁରବାସୀଙ୍କୁ ଅନୁଗୁଳ ମନା, ଜରୁରୀ କାମରେ ଆସିଲେ କ୍ୱାରେଣ୍ଟାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଏହାକୁ ଧ୍ୟାନରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି। ଶନିବାର ଏହି କ୍ରମରେ ଅନୁଗୁଳ...
କରୋନାରେ ପୁଣି ୨ ଆକ୍ରାନ୍ତ ମୃତ, ସମୁଦାୟ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାରେ ପ୍ରାଣ ହରାଇଲେ ଆଉ ୨ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...
NALCO: ମେଡିକାଲ ଅଫିସର ଏବଂ ସ୍ପେଶିଆଲିଷ୍ଟ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (NALCO) ଅଧୀନରେ ମେଡିକାଲ ଅଫିସର ଏବଂ ବିଭିନ୍ନ ବିଭାଗର ସ୍ପେଶିଆଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ବ୍ୟକ୍ତି ଆସନ୍ତା ଜୁଲାଇ...
ଅନୁଗୁଳ ଜିଲ୍ଲାରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ଜିଲ୍ଲାରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ କରୋନା ଆକ୍ରାନ୍ତ ହେଉଛନ୍ତି ପୁରୁଷ।
ଏହି...
ଅନୁଗୁଳରେ ପ୍ରବାସୀ ଓଡ଼ିଆଙ୍କ ଭ୍ୟାନ ଦୁର୍ଘଟଣା – ୧୫ ଶ୍ରମିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଦୁର୍ଘଟଣା ହେଲା ପ୍ରବାସୀଙ୍କ ଭ୍ୟାନ। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଠାକୁରଗଡ଼ ପାଖରେ। ପ୍ରବାସୀ ଶ୍ରମିକମାନେ ଏକ ଭ୍ୟାନରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ...
ଅନୁଗୁଳରେ ରେଡ୍ ଜୋନ୍ କଟକଣା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଅନୁଗୁଳ ଜିଲ୍ଲାରେ ପ୍ରଥମ କରି ୧୩ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ବଡ଼ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ସାରା ଜିଲ୍ଲାରେ ଏଣିକି ରେଡ୍ ଜୋନ୍ ଭଳି...





















