ଆଜମେର-ପୁରୀ ଏକ୍ସପ୍ରେସ ଇଞ୍ଜିନରେ ଲାଗିଲା ନିଆଁ
ଓଡ଼ିଶାଲାଇଭ ବ୍ୟୁରୋ
ଆଜମେର-ପୁରୀ ଏକ୍ସପ୍ରେସ୍ ଇଞ୍ଜିନ୍ରେ ଲାଗିଲା ନିଆଁ। ଏପରି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ହଣ୍ଡପା ଷ୍ଟେସନ ନିକଟରେ। ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ...
ବଡ଼ଭାଇର ମୃତଦେହ ଦେଖି ହୃଦଘାତରେ ସାନଭାଇର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇ ଭାଇଙ୍କ ଭିତରେ ଥିବା ସ୍ନେହ, ପ୍ରେମ, ଭଲ ପାଇବା ଆଜିବି ବଞ୍ଚିଛି। ଦୁଇ ଭାଇଙ୍କ ମଧ୍ୟରେ ରକ୍ତ ସଂପର୍କର ନିବିଡ଼ତା ଏତେ ଥିଲା ଯେ ବଡ଼ଭାଇର ମତ୍ୟୁ ଦେଖି ସାନ...
ତଦନ୍ତରେ ଅବହେଳା କରି ନିଲମ୍ଵିତ ହେଲେ ମହିଳା ଏସ୍ଆଇ
ଓଡ଼ିଶାଲାଇଭ ବ୍ୟୁରୋ
ତଦନ୍ତରେ ଅବହେଳା କରିବା ଭାରି ପଡ଼ିଲା ଜଣେ ମହିଳା ଏସ୍ଆଇଙ୍କ ଉପରେ। ଏନେଇ ତାଙ୍କୁ ଚାକିରିରୁ ନିଲମ୍ଵନ କରାଯାଇଛି। ନିଲମ୍ଵିତ ଏସଆଇ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା କୋଲିଆରି ଥାନାର ସୁମିତ୍ରା...
ଅନୁଗୁଳ: ନାଲକୋ କ୍ୟାପିଟିଭ୍ ପାଓ୍ୱାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ନାଲକୋ କ୍ୟାପିଟିଭ୍ ପାଓ୍ୱାର ପ୍ଲାଣ୍ଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି।...
ଓଡ଼ିଶାରେ ବିଦ୍ୟୁତ ସଙ୍କଟ ଦେଖାଦେବ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଦିନରେ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେବ। ଏବେଠାରୁ ଏହି ଆଶଙ୍କା ପ୍ରକାଶ ପାଇଲାଣି। ଏନଟିପିସିର କଣିହାଁ ପ୍ଲାଣ୍ଟରେ ତିନୋଟି ୟୁନିଟ ବନ୍ଦ ହେବା ଫଳରେ ଏହି ଅବସ୍ଥା ଦେଖାଦେଇଛି। ଓଡ଼ିଶା...
ଅନୁଗୁଳରେ ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ, ୩ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ସମଲ ଥାନା ନାଇକାନାଳି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ଏକ ଅଟୋ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଛି।ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା...
ଶାଶୂ ହେବ ତ ଏମିତି – ବିଧବା ବୋହୂକୁ ବାହା ଦେଲେ ପ୍ରତିମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ମାସ ତଳେ ବିଧବା ହୋଇଯାଇଥିବା ବୋହୂକୁ ନିଜ ଭାଇର ପୁଅ ସହ ବାହା ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରତିମା।
ଗତ ଦୁଇ ମାସ ତଳେ ତାଳଚେର ଗୋବରା ଗ୍ରାମର ଲିଲି...
ପରିଶ୍ରମର ମିଳୁନି ମୂଲ୍ୟ, ସପ ବୁଣାକାରଙ୍କ ବୁଡ଼ିବାକୁ ବସିଛି ବୃତ୍ତି
ଓଡ଼ିଶାଲାଇଭ ବ୍ୟୁରୋ
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଆଜି ବି ନିଜ ପ୍ରୟାସ ବଞ୍ଚାଇ ରଖିଛନ୍ତି ସପ ଓ ଝାଡୁ ବୁଣାକାର। ପରିଶ୍ରମ ଢ଼େର ହେଲେ ପାଉନାହାନ୍ତି ମନମୁତାବକ ପାରିଶ୍ରମିକ। ସରକାରଙ୍କ ତରଫରୁ ମଧ୍ୟ...
ଜଳସମ୍ପଦ ବିଭାଗର ବନ୍ୟା ଆଲର୍ଟ – ହେଡ୍କ୍ୱାର୍ଟର ନଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲା
ବନ୍ୟା ମୁକାବିଲା ପାଇଁ ଚାଲିଛି ଆଲୋଚନା
ଦୁର୍ବଳ ନଦୀ ବନ୍ଧକୁ ନେଇ ଚାଲିଛି ସମୀକ୍ଷା
ବାଲି ବସ୍ତା ମହଜୁଦ ରଖିବାକୁ ନିର୍ଦ୍ଦେଶ
ମହାନଦୀରେ...
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ୨ମାସର ଶିଶୁ ମୃତ
ଓଡ଼ିଶାଲାଇଭ ବ୍ୟୁରୋ
ଅନୁଗୁଳ ଜିଲ୍ଲାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଏକ ୨ମାସ ଶିଶୁର ମୃତ୍ୟୁ ଘଟିଥିବା ବେଳେ ନିକଟରେ ଶୋଇଥିବା ତା’ର ମା’ ଓ ୩ବର୍ଷର...





















