ଆଜି ଓଡ଼ିଶା ଆସୁଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଡ଼ିଶା ଆସୁଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ବଲାଙ୍ଗିରରେ ନିର୍ମିତ ହୋଇଥିବା ବିପିସିଏଲ୍ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ୍ କରିବା ପାଇଁ ଉପ-ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଜି...

ଡିସେମ୍ବର ୨୭ରେ ଓଡ଼ିଶା ଆସୁଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଡିସେମ୍ବର ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ଉପ-ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ। ବଲାଙ୍ଗିରରେ ନିର୍ମିତ ହୋଇଥିବା ବିପିସିଏଲ୍ ଏଲିପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବା ପାଇଁ ସେ...

ନବବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ଵାମୀ ଅଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ ମାସ ତଳେ କରିଥିଲେ ପ୍ରେମ ବିବାହ ହେଲେ ଶନିବାର ଶାଶୂ ଘର ଅଞ୍ଚଳରୁ ଉଦ୍ଧାର ହେଲା ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୁହାରିଆପଦ ଗ୍ରାମରେ।...

ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଦୁଇଥର ଲାଗିଲା ନିଆଁ

ଓଡ଼ିଶାଲାଇଭ ବ୍ୟୁରୋ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଦୁଇ ଦୁଇ ଥର ଅଗ୍ନିକାଣ୍ଡ ଘଟିଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ବିଶାଖାପାଟଣାରୁ ରାୟୁପର ଯାଉଥିବା କୋଇଲା ବୋଝେଇ ଟ୍ରେନର ଦୁଇଟି ବଗିରେ...

୨ ଦିନିଆ ବଲାଙ୍ଗିର ବନ୍ଦ –  ସରକାରୀ ଅଫିସ୍‌ରେ ତାଲା, ବ୍ୟାଙ୍କ ସେବା ପ୍ରଭାବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦାବି ନେଇ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୪୮ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଗୁରୁବାର ଯାଏଁ ଚାଲିବ। ବନ୍ଦ ପ୍ରଭାବରେ ସରକାରୀ...

ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା ଠୁଙ୍କିଦେଲେ ମୁରସୁଣ୍ଡ ଗାଁର ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଇନ୍ଦିରା ଆବାସ ଗୃହ ବଣ୍ଟନରେ ଅନିୟମିତତା। ଉପଜିଲ୍ଲାପାଳଙ୍କୁ ତାଲା ପକାଇଦେଲେ ମହିଳା। ବଲାଙ୍ଗିର ଜିଲ୍ଲା ମୁରସୁଣ୍ଡ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଇନ୍ଦିରା ଆବାସ ଗୃହ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି...

ବଲାଙ୍ଗୀର: ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲିରେ ଯୋଗଦେବେ ଭେଙ୍କିୟା ନାଇଡୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲିରେ ଯୋଗଦେବେ ଭାରତ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଗୁରୁବାର ଏନେଇ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ସୂଚନା ଦେଇଛନ୍ତି। ଆସନ୍ତା ଡିସେମ୍ବର ମାସରେ...

ଚିତ୍ର ଆସିଲାନି ବୋଲି ସ୍କୁଲରେ ଛାତ୍ରଙ୍କୁ ପିଟିଲେ ଶିକ୍ଷୟିତ୍ରୀଙ୍କ ସ୍ଵାମୀ

ଓଡ଼ିଶାଲାଇଭ ବ୍ୟୁରୋ ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳ କରିଛନ୍ତି ରାଜ୍ୟ ସରକାର। ହେଲେ ଏହା ପରେ ସ୍କୁଲରେ ପିଲାଙ୍କୁ ମାଡ଼ ହୋଇଛି। ସେ ପୁଣି ଶିକ୍ଷକ କି ଶିକ୍ଷୟତ୍ରୀ ମାରି ନାହାନ୍ତି, ମାରିଛନ୍ତି ଶିକ୍ଷୟିତ୍ରୀଙ୍କ...

ଲାଞ୍ଚ ମାଗି ଫସିଲେ ଶ୍ରମ ବିଭାଗ କିରାଣୀ, ହେଲେ ନିଲମ୍ଵିତ

ଓଡ଼ିଶାଲାଇଭ ବ୍ୟୁରୋ ଲାଞ୍ଚ ମାଗି ଫସିଲେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗର ଜଣେ କିରାଣୀ। ତାଙ୍କ ନାଁ ବଲ୍ଲଭ ନାଗ୍‌। ଜଣେ ଲୋକଠାରୁ ଶ୍ରମିକ ଚାଲାଣ ଲାଇସେନ୍ସ କରାଇଦେବା ପାଇଁ ଏକ ହଜାର ଟଙ୍କା...

ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ୨ଦିନ ବଲାଙ୍ଗିର ବନ୍ଦ

ଓଡ଼ିଶାଲାଇଭ ବ୍ୟୁରୋ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ଓକିଲ ସଂଘ। ବୁଧବାର ଓ ଗୁରୁବାର ଦୁଇ ଦିନ ବଲାଙ୍ଗିର ବନ୍ଦ ରହିବ। ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଏହି...