ବାଲେଶ୍ୱରରେ ଜମୁଛି ପ୍ରଚାର – ଡେରା ପକାଇଛନ୍ତି ବିଜେପି, ବିଜେଡିର ହେଭିୱଟ ନେତା

ସରୋଜ କୁମାର ମହାପାତ୍ର ବାଲେଶ୍ୱର ଏବେ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ଜିତିବା ପାଇଁ ଚାଲିଛି ଅଙ୍କକଷା। ସାଧାରଣ ନିର୍ବାଚନର ୧୮ ମାସ ପରେ ଓଡ଼ିଶା ଆଉ ଦୁଇଟି ଉପ-ନିର୍ବାଚନକୁ ସାମ୍ନା କରିଛି।...

ବାଲେଶ୍ୱର ଉପନିର୍ବାଚନ –  ପ୍ରଚାର ମଇଦାନରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, ରାଜ୍ୟରେ ଚାଲିଛି ସମ୍ବେଦନହୀନ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଉପ ନିର୍ବାଚନ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଲେଶ୍ୱର ଉପ ନିର୍ବାଚନ ପ୍ରଚାରରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାର...

ନବେ ବର୍ଷରେ ଲଢୁଛନ୍ତି ନିର୍ବାଚନ – ଚର୍ଚ୍ଚାରେ ବାଲେଶ୍ୱରର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଉପ ନିର୍ବାଚନ ପାଇଁ ଏବେ ବାଲେଶ୍ୱର ରାଜନୀତି ସରଗରମ। ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରଚାର ମଇଦାନରେ ମଧ୍ୟ ରାଜ୍ୟର ବିଭିନ୍ନ ହେବିୱେଟ୍ ନେତାମାନଙ୍କୁ ଦେଖିବାକୁ ମିଳୁଛି। ବିଜେପି ଏଠାରେ ନିଜର...
manas das patnaik

ବାଲେଶ୍ୱର ଉପନିର୍ବାଚନ: ପୂର୍ବତନ କଂଗ୍ରେସ ପ୍ରାର୍ଥୀ ବିଜେଡିରେ ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଉପ ନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି। ଅନ୍ୟ ଦଳର କର୍ମୀଙ୍କ ସମେତ ନେତାମାନଙ୍କୁ ମଧ୍ୟ ଟାଣିଆଣୁଛି ବିଜେଡି। ଗତକାଲି ପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର କରୁଥିବା...

ବାଲେଶ୍ୱର ଉପନିର୍ବାଚନ – ଗଡ଼ ଜଗିଛନ୍ତି ରାଜ୍ୟସ୍ତରୀୟ ନେତା, ଭୋଟରଙ୍କୁ ମନେଇବାକୁ ପ୍ରୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଉପ ନିର୍ବାଚନ ଜିତିବାକୁ ତିନି ଦଳର ଜୋରଦାର୍ କସରତ। ବାଲେଶ୍ୱର ଉପନିର୍ବାଚନ ପାଇଁ ମତଦାନ ତାରିଖ ଯେତେ ପାଖେଇ ଆସୁଛି, ନିର୍ବାଚନମଣ୍ଡଳୀ ସେତେ ସ୍ଥାନୀୟ ପ୍ରାର୍ଥୀଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ସବୁ...

ବାଲେଶ୍ୱରରେ ବିଜେଡିକୁ ଝଟକା – ବିଜେପିରେ ସାମିଲ ହେଲେ ଦଳର ଦୁଇ ବରିଷ୍ଠ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ଉପନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବିଜେଡିକୁ ମିଳିଛି ଜୋରଦାର ଝଟକା। ଦଳର ଦୁଇ ବରିଷ୍ଠ ନେତା ଧୁକୁଲ ଘଡ଼େଇ ଓ ଆଶିଷ ଘୋଷ ବିଜେଡି ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କୁ...

ବାଲେଶ୍ୱର ଉପନିର୍ବାଚନ – ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ, ହାତରେ ପ୍ରସଙ୍ଗ ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରରେ ଜମିଲାଣି ପ୍ରାର୍ଥୀମାନଙ୍କର ପ୍ରଚାର, ହେଲେ କାହା ହାତରେ ନାହିଁ ଠୋସ୍ ପ୍ରସଙ୍ଗ। ବାଲେଶ୍ୱର ଉପନିର୍ବାଚନ ପାଇଁ ଏବେ ପ୍ରଚାର ମଇଦାନରେ କସରତ ଆରମ୍ଭ କରିଛନ୍ତି ତିନି ଦଳର ପ୍ରାର୍ଥୀ। ହେଲେ କାହା...

ବାଲେଶ୍ୱର ଉପନିର୍ବାଚନ – ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଉପନିର୍ବାଚନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ଓ କଂଗ୍ରେସ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଓ କଂଗ୍ରେସ ପ୍ରାର୍ଥୀ...

ବାଲେଶ୍ୱର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି – ବିଜେଡି, କଂଗ୍ରେସର କେବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ବିଧାନସଭା ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିବା ପରେ ଏବେ ବିଜେଡି ଓ କଂଗ୍ରେସ ଉପରେ ନଜର। ଗୋଟେପଟେ  ପ୍ରଥମରୁ ବିଜେଡିର ଟିକଟ ରେସରେ ଥିବା ଜିଲ୍ଲା ସଭାପତି...

ବାଲେଶ୍ୱର ଉପ-ନିର୍ବାଚନ: କାହାକୁ ପ୍ରାର୍ଥୀ କରିବେ ତିନି ଦଳ? ଚାଲିଛି ଅଙ୍କକଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଛି। କେଉଁଠି କେଉଁଠି ଏକାଧିକ ବୁଥ୍ ହେବ। କେମିତି କରୋନା ସ୍ଥିତିରେ ଭୋଟରଙ୍କ ସୁରକ୍ଷାକୁ ନିଶ୍ଚିତ କରାଯିବ,...