ବାଲେଶ୍ୱରରେ ଆଉ ୩ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱରରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଜିଲ୍ଲାରେ ଆଜି ସନ୍ଧ୍ୟାରେ ପୁଣି ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ବାଲେଶ୍ୱରରେ...

ବାଲେଶ୍ୱରବାସୀଙ୍କୁ କରୋନା ଡର – ଚିନ୍ତା ବଢ଼ାଇଲେ କୋଲକାତା ଫେରନ୍ତା, ୧୦ ଦିନରେ ୧୬ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱରବାସୀଙ୍କ ଚିନ୍ତା ବଢ଼ାଇଲେ ପଶ୍ଚିମବଙ୍ଗ ଫେରନ୍ତା। ବାଲେଶ୍ୱରରେ କରୋନା ସ୍ଥିତି ଅଣାୟତ୍ତ। ଏହି ଜିଲ୍ଲାରେ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ଵର, ଭଦ୍ରକ ଏବଂ ଯାଜପୁର ପରେ ବାଲେଶ୍ୱର ହେଉଛି ଚତୁର୍ଥ ହଟସ୍ପଟ...

ଗୋଟିଏ ଦିନରେ ୮ ପଜିଟିଭ୍ – ବାଲେଶ୍ୱରରୁ ୬, କୋରାପୁଟ ଓ ଯାଜପୁରରୁ ୨ ଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଛାଡୁନି କରୋନା ଡର। ପ୍ରତିଦିନ କିଛି ନା କିଛି ନୂଆ ପଜିଟିଭ୍‌ କେସ୍‌ ବାହାରୁଛି। ଆଜି ଗୋଟିଏ ଦିନରେ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି।...

ଲକଡାଉନ୍‌ ଡାଏରି: ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା ଦେଇ ସମୟ କାଟୁଛନ୍ତି ଚିତ୍ରଶିଳ୍ପୀ କେଶୁ ଦାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମ ଓଡ଼ିଆ ଭାରି ବଢ଼ିଆ। ଏହି ଅକ୍ଷରରେ ହୋଇପାରେ କେତେ ସୁନ୍ଦର ସୁନ୍ଦର କାର୍ଟୁନ। ଏହି ଲକଡାଉନରେ ‘ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା’ ଭଳି ନିଆରା ଅଭିଯାନ ଆରମ୍ଭ କରିଛନ୍ତି ଚିତ୍ରଶିଳ୍ପୀ...

୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ – କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩ ଜିଲ୍ଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୩ ତାରିଖ ରାତି ୧୦ଟାରୁ ୨୬ ତାରିଖ...

ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ୍ – ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ୬୦ ଘଣ୍ଟିଆ ସଟଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର। ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ଏହି ତିନି ଜିଲ୍ଲା ସମ୍ପୂର୍ଣ୍ଣ...

କୋଲକାତାରୁ କରୋନା – ଏବେ ନଜରରେ ଯାଜପୁର, ଭଦ୍ରକ, ବାଲେଶ୍ୱର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଜାମୁଦ୍ଦିନ୍‌ ପରେ ଏବେ କରୋନାର କୋଲକୋତା ଲିଙ୍କ୍‌ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ତିନି ଜିଲ୍ଲାରେ ୩୩ ଆକ୍ରାନ୍ତ ଯାଜପୁରରେ ୧୨ ଭଦ୍ରକରେ ୧୧ ବାଲେଶ୍ୱରରେ ୧୦ ଭୁବନେଶ୍ୱର ବାହାରେ ସର୍ବାଧିକ କରୋନା...

କରୋନା ମୁକାବିଲା – ୩ ସଚିବଙ୍କୁ ତିନି ଜିଲ୍ଲାର ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱର ପରେ ରାଜ୍ୟର ତିନୋଟି ଅଧିକ କରୋନା ପ୍ରଭାବିତ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ...

କରୋନାର କୋଲକାତା ଲିଙ୍କ୍‌ – ଯାଜପୁର ତୃତୀୟ ହଟ୍‌ସ୍ପଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର, ଭଦ୍ରକ ପରେ ଯାଜପୁରରେ ସର୍ବାଧିକ କରୋନା ଆକ୍ରାନ୍ତ। ଓଡ଼ିଶାରେ ବଢ଼ିଲା କରୋନା ଭୟ। ଆଜି ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ଭୟ ବଢ଼ିଛି। ପ୍ରଥମ ଥର ପାଇଁ...

ଓଡ଼ିଶାରେ ଗୋଟିଏ ଦିନରେ ୧୩ ଆକ୍ରାନ୍ତ – ନିଜାମୁଦ୍ଦିନ ପରେ ସରକାରଙ୍କ ଚିନ୍ତା ବଢ଼ାଇଲେ ପଶ୍ଚିମବଙ୍ଗ ଫେରନ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମବଙ୍ଗରୁ ଆସିଥିବା ୧୦ ଜଣ କରୋନା ଆକ୍ରାନ୍ତ। ଓଡ଼ିଶାରେ ପୁଣି ଚିନ୍ତା ବଢ଼ିଲା। ଏହି ଚିନ୍ତା ଆଉ କେଉଁ କାରଣ ପାଇଁ ନୁହେଁ, କରୋନା ଆକ୍ରାନ୍ତଙ୍କୁ ନେଇ। ଗୋଟିଏ ଦିନରେ ୧୩ ଆକ୍ରାନ୍ତ...