ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ରିହରସେଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଉଠୁଛି ପଡ଼ୁଛି ବରଗଡ଼ ସହର। ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ ଧନୁଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ରିହରସେଲ୍‌। ଧନୁ ଯାତ୍ରାକୁ ଦୃଷ୍ଟିରେ ରଖି...

ପତ୍ରାଗୁଡାରେ ୨ବର୍ଷରେ ଗଲାଣି ୨୦ ଜୀବନ, ଲୋକେ ଛାଡିବେ ଗାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଝାରବନ୍ଧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପତ୍ରାଗୁଡ଼ା ଗ୍ରାମରୁ ୨ ବର୍ଷରେ ୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏକ ଅଜଣା ରୋଗ ଆକ୍ରାନ୍ତରେ...

ବରଗଡ଼ ଜିଲ୍ଲା କୋର୍ଟରେ ନିଯୁକ୍ତି, ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ଜିଲ୍ଲା କୋର୍ଟରେ ଚାକିରି ସୁଯୋଗ। ବିଭିନ୍ନ ପଦ ପାଇଁ କରିପାରିବେ ଆବେଦନ। ବରଗଡ଼ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜୁନିଅର କ୍ଲର୍କ କପିଷ୍ଟ,...

ବରଗଡ଼ ପୁସ୍ତକ ମେଳା ଉଦଘାଟିତ୍ – ଆକର୍ଷିତ କରୁଛି ସାବରମତୀର ଅବିକଳ ଗାନ୍ଧୀ ସ୍ମୃତି ସ୍ଥଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ କୃତିକା ଶତପଥୀ): ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଗତ ନଭେମ୍ବର ୨୦ ତାରିଖରେ ବରଗଡ଼ ପୁସ୍ତକ ମେଳା ଉଦଘାଟିତ୍ ହୋଇଯାଇଛି। ଜର୍ଜ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ପୁସ୍ତକ ମେଳା...

ଅତାବିରାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀଙ୍କ ପକ୍ଷରୁ ବୁଧବାର ଅତାବିରାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି।  ଧାନକିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ସହ ସରକାରୀ ...

ଅଦରକାରୀ ଜିନିଷରୁ ‘ଇନଭର୍‌ଟର’ ତିଆରି କଲେ ୧୬ ବର୍ଷର ବାଳକ

କୃତିକା ଶତପଥୀ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ଯେ କେହିବି ଜୀବନରେ ସଫଳତା ପାଇପାରିବ ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ୧୬ ବର୍ଷର ବାଳକ ପିଣ୍ଟୁ ନାୟକ। କଲେଜ ମାଟି ମାଡ଼ିନଥିବା ଏପରି...

ଟୋକନ ବ୍ୟବସ୍ଥାକୁ ବିରୋଧ – ବରଗଡ଼ରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଏହି ବ୍ୟବସ୍ଥାକୁ ବିରୋଧ କରି ଆଜି ଅତାବିରାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ...

ପୁଣି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ହେବେ ଭୁବନେଶ୍ୱର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣିଥରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ନଜର ଆସିବେ ଭୁବନେଶ୍ୱର ପ୍ରଧାନ। ଗୁରୁବାର ଏନେଇ ଧନୁଯାତ୍ରା କମିଟିର ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଚଳିତ ବର୍ଷ...

ବରଗଡ଼ର ‘ଗୋ’ବନ୍ଧୁ’ କଶ୍ମୀର ସିଂହ – ବୁଲା ଗାଈଗୋରୁଙ୍କ ଲାଗି ସାଜିଛନ୍ତି ତ୍ରାଣକର୍ତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ (କୃତ୍ତିକା ଶତପଥୀ): ଆମ ଭାରତୀୟ ସଂସ୍କୃତିରେ ଗାଈଙ୍କୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ଭାରତୀୟ ସଭ୍ୟତାରେ ଗୋପାଳନକୁ ବି ଗୁରୁତ୍ୱ ଦିଆଯାଏ। ହେଲେ ବର୍ତ୍ତମାନ ଆଧୁନିକତାର ଏହି ସହରୀ ସଭ୍ୟତାରେ ଆମେ ଗୋରୁଗାଈଙ୍କ...

ଆଜି ବିଜେପୁର ମହାଯୁଦ୍ଧର ଫଳାଫଳ, ୮ଟାରୁ ଭୋଟ୍‌ ଗଣତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବହୁ ଚର୍ଚ୍ଚିତ ବିଜେପୁର ଉପ-ନିର୍ବାଚନର ବାହାରିବ ଫଳାଫଳ। ପଦ୍ମପୁରରେ ଚାଲିବ ଭୋଟ୍‌ ଗଣତି। ୧୦୩ ଜଣ କର୍ମଚାରୀ ସାମିଲ ହୋଇ ଭୋଟ୍‌ ଗଣତି କରିବେ। ଅପରାହ୍‌ଣ ସୁଦ୍ଧା ଜଣାପଡ଼ିବ କାହାମୁଣ୍ଡରେ ବିଜେପୁରବାସୀ...