ଭୁବନେଶ୍ଵରରେ ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ   ଆଜି ଦେଶ ପାଳୁଛି ୭୩ତମ ସ୍ଵାଧୀନତା ଦିବସ। ଏହି ଅବସରରେ ରାଜଧାନୀ ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ...

ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି କଲେ ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ମଙ୍ଗଳବାର ଓ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ସଜାଗ...

ନନ୍ଦନକାନନରେ ବାଘୁଣୀ ପ୍ରିୟଙ୍କା ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନନ୍ଦନକାନନରେ ସୋମବାର ଏକ ବାଘୁଣୀର ମୃତ୍ୟୁ ଘଟିଛି। ମୃତ ବାଘୁଣୀର ନାଁ ପ୍ରିୟଙ୍କା ଓ ତା’ର ବୟସ ୧୯ ବର୍ଷ ୫ ମାସ ବୋଲି ଜଣାପଡ଼ିଛି। ବୟସ ଅଧିକ ହୋଇଥିବାରୁ ବାଘୁଣୀ...

ଫୋକସ୍‌ରେ ପୌର ନିର୍ବାଚନ, ବିଜେପି ଓଡ଼ିଶାରେ ଖୋଜୁଛି ୫୦ ଲକ୍ଷ ସଭ୍ୟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଖୋର୍ଦ୍ଧାରୁ ଆରମ୍ଭ ହେଲା ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ। ଶିବରାଜ ସିଂହ ଚୌହାନ ଓଡ଼ିଶାରୁ ହେଲେ ସଭ୍ୟ। ବିଧାନସଭା ନିର୍ବାଚନରେ ଓଡ଼ିଶାରେ ବିଜେପିର ମିଶନ ୧୨୦ ଫେଲ୍ ମାରିବା ପରେ ଦଳ...

ସ୍ଵାଧୀନତା ଦିବସ ପାଇଁ ଭୁବନେଶ୍ଵରରେ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ ବ୍ୟୁରୋ ରାଜ୍ୟସ୍ତରୀୟ ସ୍ଵାଧିନତା ଦିବସ ପ୍ୟାରେଡ ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ ଭୁବନେଶ୍ଵର। ଏଥିପାଇଁ ପ୍ରସ୍ତୁତ ଜୋର ଧରିଛି। ଏନେଇ କମିସନରେଟ ପୋଲିସ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। କୌଣସି ଭାରି ଯାନକୁ ଆଚାର୍ଯ୍ୟ...

ଭୁବନେଶ୍ଵର ରାସ୍ତାରେ ଗଡ଼ିବ ୫୦ ଇ-ବସ୍

ଓଡ଼ିଶାଲାଇଭ ବ୍ୟୁରୋ  ଏଣିକି ଭୁବନେଶ୍ଵରରେ ଇ-ବସ୍‌ର ସୁବିଧା ପାଇ ପରିବେ ଯାତ୍ରୀ। କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରାଳୟ ତରଫରୁ ଦେଶର ୬୪ଟି ସହରକୁ ଇ-ବସ୍‌ ଯୋଗାଇ ଦିଆଯାଇଛି। ସର୍ବୋମୋଟ ୫ହଜାର ୫୫୯ଟି ବସ୍ ଯୋଗାଇ ଦେବାକୁ...

ସୋଆରେ ଆୟକର ବିଭାଗ ପକ୍ଷରୁ ଇ-ରିଟର୍ଣ୍ଣ ସମ୍ପର୍କିତ କର୍ମଶାଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆୟକର ବିଭାଗ ଓଡ଼ିଶା ଶାଖା ପକ୍ଷରୁ ଇ-ଟ୍ୟାକ୍ସ ରିଟର୍ଣ୍ଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି । ଇ-ଟ୍ୟାକ୍ସ ରିଟର୍ଣ୍ଣର ସରଳୀକରଣ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା। ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ...

ବଦଳିଲା ରାଜ୍ୟସ୍ତରୀୟ ପରେଡ ସ୍ଥାନ, ଏଥର ପଦର୍ଶନୀ ପଡ଼ିଆରେ ହେବ ସ୍ୱାଧୀନତା ଦିବସ ଉତ୍ସବ

 ଓଡ଼ିଶାଲାଇଭ୍‌ ବ୍ୟୁରୋ ବଦଳିଲା ରାଜ୍ୟସ୍ତରୀୟ ପରେଡ୍‌ ସ୍ଥାନ। ଆସନ୍ତା ସ୍ୱାଧୀନତା ଦିବସରୁ ପ୍ରତିବର୍ଷ ଗାନ୍ଧିମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ। ଏନେଇ ଟ୍ୱିନ ସିଟି ପୋଲିସ କମିଶନର ସତ୍ୟଜିତ...

ସରିଲା ମେଟଲ୍‌ ମିଟ୍‌-୨୦୧୯: ଆଇଜିଆଇଟି ସରାଙ୍ଗ ସିନିଅର, ମଦର୍ସ ପବ୍ଲିକ ସ୍କୁଲ ଜୁନିଅର ବର୍ଗରେ ପ୍ରଥମ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଟଲ ମିଟ୍‌ର ଗ୍ରାଣ୍ଡଫିନାଲେ ସିନିଅର ବର୍ଗରେ ଏନ୍‌ଆଇଟି-ରାଉରକେଲା ଦ୍ୱିତୀୟ, ଏମ୍‌ସ ଭୁବନେଶ୍ୱର ତୃତୀୟ ଜୁନିଅର ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲ ୟୁନିଟ୍‌ ୮ ଦ୍ୱିତୀୟ ତୃତୀୟ ସ୍ଥାନ ହାସଲ କଲା...

ମେଟଲ୍‌ ମିଟ୍ ଗ୍ରାଣ୍ଡଫିନାଲେ ସିନିଅର : ବାଜି ମାରିଲା ଆଇଜିଆଇଟି ସରାଙ୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ୱିତୀୟ ସ୍ଥାନରେ ଏନ୍‌ଆଇଟି-ରାଉରକେଲା ତୃତୀୟ ସ୍ଥାନ ହାସଲ କଲା ଏମ୍‌ସ-ଭୁବନେଶ୍ୱର ଚଳିତ ବର୍ଷ ସିନିଅର ବର୍ଗରେ ଥିଲେ ୪୬ ଟିମ୍‌ ଶେଷ ହୋଇଛି ଓଡ଼ିଶାପୋଷ୍ଟ ମେଟଲ୍‌ ମିଟ୍ ଚତୁର୍ଥ ସଂସ୍କରଣ ସିନିଅର...