କ୍ୟାପିଟାଲ ହସ୍ପିଟାଲ ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରୁ ହଟିବ ପାର୍କିଂ

ଓଡ଼ିଶାଲାଇଭ ବ୍ୟୁରୋ କ୍ୟାପିଟାଲ ହସ୍ପିଟାଲ ଆଶୁଚିକିତ୍ସା କେନ୍ଦ୍ରରୁ ହଟିବ ପାର୍କିଂ। ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରେ ରହୁଥିବା ଆମ୍ଵୁଲାନ୍ସ, ଅଟୋ ଓ ବାଇକକୁ ହଟାଯିବ। କେନ୍ଦ୍ର ସାମ୍ନାରେ ହେଉଥିବା ଭିଡ଼କୁ କମାଇବା ପାଇଁ ଏଭଳି ନିଷ୍ପତ୍ତି...

ଏଥର ଦଶହରାରେ ରାତି ୧୨ଟା ଯାଏଁ ହେବ ମେଲୋଡି

ଓଡ଼ିଶାଲାଇଭ ବ୍ୟୁରୋ ଦଶହରା ଦର୍ଶକଙ୍କ ପାଇଁ ଖୁସି ଖବର। ଏଥର ରାତି ୧୨ଟା ଯାଏଁ ମେଲୋଡିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଇ ପାରିବେ ଦର୍ଶକ। ରାତି ୧୨ଟା ଯାଏଁ ଟ୍ଵିନସିଟିରେ ମେଲୋଡି ଓ ଲାଉଡ...

ଫଟୋରେ ଫଟୋରେ ଭୁବନେଶ୍ୱର ବିଭିନ୍ନ ପୂଜା ମଣ୍ଡପର ଆକର୍ଷଣୀୟ ତୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରିଆଡ଼େ ଦୁର୍ଗାପୂଜାର ମାହୋଲ। ଆଜିଠୁ ପୂଜା ମଣ୍ଡପରେ ମା’ ଦଶଭୂଜାଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆକର୍ଷଣୀୟ ତୋରଣ ଏବଂ ଲାଇଟ୍‌...

ଭୁବନେଶ୍ଵର: ବଦଳିଲା ଏୟାର ଏସିଆ ବିମାନର ସମୟ

ଓଡ଼ିଶାଲାଇଭ ବ୍ୟୁରୋ ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି। ଏଣିକି ବିମାନ ରାତି ୯ଟାରେ କୁଆଲା ଲମ୍‌ପୁରରୁ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବ। ପୁଣି ୯ଟା ୩୦ ମିନିଟରେ ବିମାନ ଭୁବନେଶ୍ଵରରୁ...

ଭିଜିଲାନ୍ସ ଜାଲରେ କୋଟିପତି ଦିଦି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହେଲେ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ଗିରଫ ହେଲେ କୋଟିପତି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶିକ୍ଷୟିତ୍ରୀ ଜଣକ ହେଲେ ଭୁବନେଶ୍ଵର ୟୁନିଟ୍‌ ୬ସ୍ଥିତ ସିଟି ସ୍କୁଲର ତିଳୋତ୍ତମା ମହାନ୍ତି। ଭିଜିଲାନ୍ସ...

ଅଧିକ ଚିକିତ୍ସା ପାଇଁ ଏମ୍ସ ଗଲେ ୩ ଗୋଡ଼ ଥିବା ବାଳକ ସୁଦାମ

ଓଡ଼ିଶାଲାଇଭ ବ୍ୟୁରୋ ଭୁବନେଶ୍ଵର ଏମ୍ସ ସ୍ଥାନାନ୍ତର ହେଲେ ବାଲେଶ୍ଵର ଔପଦା ବଡ଼ ପୋଖରୀ ଗାଁର ୩ଟି ଗୋଡ଼ ଥିବା ବାଳକ। ବାଳକଟିର ନାଁ ସୁଦାମ ବେହେରା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ତାଙ୍କୁ...

ନିହାରିକା ହତ୍ୟା ମାମଲା – ହତ୍ୟାକାଣ୍ଡରେ ଏକାଧିକ ଲୋକଥିବା ଅଭିଯୋଗ କଲେ ବାପା, ମା

ଓଡ଼ିଶାଲାଇଭ ବ୍ୟୁରୋ ନୂଆ ମୋଡ଼ ନେଇଛି ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲା। ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଥିବା ଓ ତଦନ୍ତ କ୍ରାଇବ୍ରାଞ୍ଚକୁ ଦେବାକୁ ନିହାରିକାଙ୍କ ବାପା, ମା ଦାବି କରିଛନ୍ତି।...

”ଆତଙ୍କବାଦୀଙ୍କୁ ମିଳୁଥିବା ଫଣ୍ଡିଂ କମିଲେ ଆତଙ୍କବାଦ କମିବ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ''ଆତଙ୍କବାଦୀଙ୍କୁ ମିଳୁଥିବା ଫଣ୍ଡିଂ କମିଲେ ଆତଙ୍କବାଦ କମିବ। ସେହିପରି ନକ୍ସଲଙ୍କୁ ମିଳୁଥିବା ଆର୍ଥିକ ସହାୟତା ମଧ୍ୟ ବନ୍ଦ କରାଯିବା ଆବଶ୍ୟକ। ଏଥିସହିତ ଆତଙ୍କବାଦ ନିରୋଧ କ୍ଷେତ୍ରରେ ନୂଆ ଟେକନୋଲୋଜୀର ବ୍ୟବହାର ହେଉ'',...

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ୨୦୧୯ ପାଳିତ ହୋଇଯାଇଛି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ...

ୟୁଟ୍ୟୁବ୍‌ରେ ଓଡ଼ିଶାର ‘ଡିଜିଟାଲ୍‌ ଓନ୍‌ଲି’ ନ୍ୟୁଜ୍‌ ଚ୍ୟାନେଲ୍‌ ମଧ୍ୟରେ ‘ଓଡ଼ିଶାଲାଇଭ୍‌’ ଆଗରେ

ଓଡ଼ିଶାଲାଇଭ୍‌ ପ୍ରମୁଖ ପ୍ରତିନିଧି ଡିଜିଟାଲ୍‌ ମିଡିଆର ବଡ଼ ଆକର୍ଷଣ ହେଉଛି ଭିଡିଓ, ଆଉ ଭିଡିଓ କଥା ଉଠିଲେ ପ୍ରଥମେ ଆସୁଛି ୟୁଟ୍ୟୁବ୍‌ର ନାଁ। କେବଳ ମନୋରଞ୍ଜନ ନୁହେଁ ଭିଡିଓ ଜରିଆରେ ଖବର ଦେଖିବାକୁ ୟୁଟ୍ୟୁବ୍‌ରେ...