କଟକଣାରେ ମହାଶିବରାତ୍ରୀ : ଏଥରବି ନିରାଶ ଶ୍ରଦ୍ଧାଳୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ମନ୍ଦିର ପୂଜକଙ୍କଠାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଜାଗର ପାଇଁ ମନ୍ଦିରଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ଥର କୋଭିଡ କଟକଣା ମଧ୍ୟରେ ମହାଦେବଙ୍କ...

କଳିଙ୍ଗ ଷ୍ଟାଡିଅମରେ ୩୦୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୫-ଟି କାର୍ଯ୍ୟକ୍ରମ ଅଧୀନରେ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ଓଡ଼ିଶାରେ ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକଳ୍ପ...

ବଡ଼ ଠାକୁରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ଣ ୨ଟା ୩୦ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାୟୁସେନାର ସ୍ଵତନ୍ତ୍ର...

ଭୁବନେଶ୍ଵର ଉପକଣ୍ଠସ୍ଥିତ ଭଗବାନପୁରକୁ ସ୍ଥାନାନ୍ତର ହେବ ୧ ନମ୍ବର ପରିବା ହାଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷ ବର୍ଷ ଧରି ଭୁବନେଶ୍ଵର ୟୁନିଟ ୧ରେ ଚାଲିଆସୁଥିବା ହୋଲସେଲ ପରିବା ହାଟର ଠିକଣା ବଦଳିବାକୁ ଯାଉଛି। ୟୁନିଟ ୧ରୁ ଏହି ପରିବା ହାଟକୁ ଭୁବନେଶ୍ଵର ଉପକଣ୍ଠସ୍ଥିତ ଭଗବାନପୁରକୁ ସ୍ଥାନାନ୍ତର କରାଯିବ।...

ଭକ୍ତଙ୍କ ଦର୍ଶନ ପାଇଁ ୧୨ରୁ ଖୋଲିବ ଭୁବନେଶ୍ଵରର ସବୁ ଧର୍ମାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭକ୍ତଙ୍କ ଦର୍ଶନ ପାଇଁ ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ସମ୍ପୂର୍ଣ୍ଣ ଟିକା ନେଇଥିବା ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ। ମନ୍ଦିର ପ୍ରବେଶ...

କଟକରୁ ଭୁବନେଶ୍ଵର ରାସ୍ତା ହେଲା ଗ୍ରୀନ କରିଡର – ଅଧିକ ଚିକିତ୍ସା ପାଇଁ ଏସସିବିରୁ ସୁରତ ଗଲେ ଗୁରୁତର...

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ସକାଳେ କଟକଠାରୁ ଭୁବନେଶ୍ଵର ରାସ୍ତାକୁ ଗ୍ରୀନ କରିଡର କରାଯାଇଥିଲା। ଏଥିପାଇଁ ଆଜି ସକାଳ ୯ଟାରୁ ପ୍ରାୟ ୩୫ ମିନିଟ ପର୍ଯ୍ୟନ୍ତ କଟକରୁ ଭୁବନେଶ୍ଵରର ଜନଗହଳିପୂର୍ଣ୍ଣ ରାସ୍ତା ଶୂନଶାନ ହୋଇଯାଇଥିଲା। ଜଣେ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପକ୍କାଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା...

ଓଡ଼ିଶାଲାଇଭ୍ ବ୍ୟୁରୋ ଉପକୃତ ହେବେ ୩୦ ଲକ୍ଷ ପରିବାର ଖର୍ଚ୍ଚ ହେବ ୧୪ ଶହ ୪୪ କୋଟି ଘର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ...

ଡିଆରଡିଓ ତଥ୍ୟ ଚୋରି ମାମଲା – ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାନ୍ଦିପୁର ଡିଆରଡିଓ ତଥ୍ୟ ଚୋରି ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଆଉ ଏକ ତଥ୍ୟ। ଏହାକୁ ଆଧାର କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଅଧିକ ତଦନ୍ତ ପାଇଁ ଆଗକୁ ଇଣ୍ଟରପୋଲର ସହାୟତା ନିଆଯିବ...

ମୁକୁଳା ଡ୍ରେନ ପାଇଁ ୩୦୦ କୋଟି – ରାଜଧାନୀରେ ନାବାଳକ ମୃତ୍ୟୁ ପରେ ଚେତିଲେ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରର ମୁକୁଳା ଡ୍ରେନରେ ଭାସିଯାଇ ନାବାଳକ ଜ୍ୟୋତି ପ୍ରକାଶ ବେହେରା ଆଖି ବୁଜିବା ପରେ ରାଜ୍ୟର ବିଭିନ୍ନ ସହରରେ ଥିବା ମୁକୁଳା ଡ୍ରେନକୁ ନେଇ ପ୍ରତିବାଦ ଆରମ୍ଭ ହୋଇଯାଇଛି। କିଏ...

ରାଜଧାନୀରେ ଜଣେ ନାବାଳକର ଅପମୃତ୍ୟୁ! ପ୍ରଶ୍ନ କରିବା କାହାକୁ?

କପିଳାସ ଭୂୟାଁ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ। ତେଣୁ ରାଜ୍ୟରେ କୋଭିଡ ସଂକ୍ରମଣରେ ଗୋଟିଏ ବି ମୃତ୍ୟୁ ଗ୍ରହଣୀୟ ନୁହେଁ। ତେବେ ରାଜ୍ୟ ରାଜଧାନୀ ତଥା ସ୍ମାର୍ଟ...