କରୋନା ହଟ୍‌ସ୍ପଟ୍‌ ଜୋନ୍‌ ଭିତରେ ଓଡ଼ିଶାର ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାରଙ୍କ କରୋନା ହଟ୍‌ସ୍ପଟ୍‌ ତାଲିକାରେ ଓଡ଼ିଶାର ଦୁଇଟି ଜିଲ୍ଲା ସ୍ଥାନ ପାଇଛି। ଗୋଟିଏ ଖୋର୍ଦ୍ଧା ହୋଇଥିବା ଅନ୍ୟଟି ଭଦ୍ରକ। ଏହି ଦୁଇ ଜିଲ୍ଲାରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ...

ଗୁରୁତର ଅସୁସ୍ଥଙ୍କୁ ସୁସ୍ଥ କଲା ସମ୍‌ ଅଲ୍ଟିମେଟ ମେଡିକେଆର

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ ଥାଇ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ ୬୬ ବର୍ଷୀୟ ବ୍ୟକ୍ତି ସମ୍‌ ଅଲ୍ଟିମେଟ ମେଡିକେଆରରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି। ନିମୋନିଆ...

ଭୁବନେଶ୍ୱରରେ ଉଡ଼ିଲା ସାନିଟାଇଜ୍ ଡ୍ରୋନ୍, ରାଜମହଲ ଛକରୁ ଶିଶୁଭବନ ଛକ ଯାଏଁ ହେଲା ବିଶୋଧନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ବିଏମ୍‌ସିର ନୂଆ ପଦକ୍ଷେପ। ଡ୍ରୋନ୍‌ ସହାଯ୍ୟରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା। ରାଜଧାନୀ ଭୁବନେଶ୍ୱରକୁ ବିଶୋଧନ କରିବା ପାଇଁ ଅଣ୍ଟା ଭିଡିଛି ବିଏମ୍‌ସି। ଏଥିପାଇଁ ଡ୍ରୋନ୍‌ କ୍ୟାମେରାର ସହାୟତା...

ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ୬୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଭୁବନେଶ୍ୱରରେ ୪୬। ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଝାରପଡ଼ା ଅଞ୍ଚଳର ହୋଇଥିବା ବେଳେ ଆଉ ୩ ଜଣ...

ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ ଅଧିକ କରୋନା ପ୍ରବଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କ ସନ୍ଧାନ ମିଳିଲା। ତା’ ପରଠାରୁ କ୍ରମାଗତ ଭାବେ କରୋନା ପଜିଟିଭ କେସ୍‌ ବଢି ଚାଲିଲା। ଯଦିଓ ଗତ ତିନି ଦିନ ମଧ୍ୟରେ...

ଭୁବନେଶ୍ୱରରୁ ଚାଞ୍ଚଲ୍ୟକର ଖବର – କରୋନା କବଳରେ ଦୁଇ ଶିଶୁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭୁବନେଶ୍ୱରରୁ କରୋନା ସମ୍ପର୍କିତ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦୁଇ ଜଣ ଶିଶୁକନ୍ୟା କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ପୂର୍ବରୁ ଯୁବକ...

ପୋଲିସକୁ ହାଇକୋର୍ଟଙ୍କ କରୋନା କୋରଡ଼ା – କହିଲେ, ‘‘ଲକ୍‌ଡାଉନ୍‌ ବେଳେ ମାନବିକତାର ସହ କାମ କର’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ପୋଲିସ ମାନବିକତା ଦେଖାଇବାକୁ ଓଡ଼ିଶା ହାଇକୋର୍ଟ ଦେଲେ ନିର୍ଦ୍ଦେଶ। ପୋଲିସକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଲକ୍‌ଡାଉନ୍‌ ବେଳେ ଜବତ ଗାଡ଼ି ଫେରାଅ ଜରିମାନା ନୁହେଁ, ଅଣ୍ଡରଟେକିଂ ଲେଖି...

ଭୁବନେଶ୍ଵରର ୧୦୦ଟି ବସ୍ ଷ୍ଟପରେ ଖୋଲିବ ଅସ୍ଥାୟୀ ମାର୍କେଟ – ବିଏମ୍‌ସି ଦେଲା ସୂଚନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ୧୦୦ଟି ବସ୍ ଷ୍ଟପରେ ଖୋଲିବ ଅସ୍ଥାୟୀ ମାର୍କେଟ। ଏହି ମାର୍କେଟ ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲା ରହିବ। ମାର୍କେଟରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ...

ସତ୍ୟନଗରକୁ ନେଇ ଏତେ ସସ୍‌ପେନ୍ସ କାହିଁକି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସୂର୍ଯ୍ୟନଗର, ବମିଖାଲ, ସୁନ୍ଦରପଦାରୁ ଯଦୁପୁର ବେଗୁନିଆ ସିଲ୍‌ କରିବା ପରେ ଆଜି ସକାଳେ ବିମଏମ୍‌ସି ଭୁବନେଶ୍ୱରର ଅନ୍ୟତମ ହାଇପ୍ରୋଫାଇଲ ଅଞ୍ଚଳ ସତ୍ୟନଗରକୁ ସିଲ୍‌ କରିଥିଲା। ସତ୍ୟନଗରକୁ ବିଏମ୍‌ସି କର୍ତ୍ତୃପକ୍ଷ ଅଚାନକ...

ଲକ୍‌ଡାଉନ୍‌ରେ ହନ୍ତସନ୍ତ ଖାଉଟି – ବଜାରରେ କଞ୍ଚା ପନିପରିବା ଅଭାବ, ଚଢ଼ା ଦରରେ ମିଳୁଛି ଗ୍ରୋସରୀ ସାମଗ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘରୁ ବାହାରିଲେ ପୋଲିସ ପାହାର ଭୟ ଖୁଚୁରା ବେପାରୀଙ୍କ ଉପରେ ଦାଉ ସାଧୁଛି ପୋଲିସ ବାଇକ ନେଇ ଗଲେ ପିଟୁଛି ପୋଲିସ ଭୟରେ ଭୁବନେଶ୍ୱର ଆସୁ ନାହାନ୍ତି ବେପାରୀ ଉପର...