ଫେବ୍ରୁଆରି ୧ରୁ ଖଣ୍ଡଗିରି କୁମ୍ଭମେଳା – ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୧ରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା। ଏହାକୁ ସୁରୁଖୁରୁରେ ଶେଷ କରିବାକୁ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏହି ମେଳା ଫେବ୍ରୁଆରି ୧ରୁ ଆରମ୍ଭ ହୋଇ ୧୬...

ଭାଙ୍ଗିଲା ଡିଗ୍ରୀ କଲେଜ ପରିଚାଳନା କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିଗ୍ରୀ କଲେଜ ପରିଚାଳନା କମିଟି (ଗଭର୍ଣ୍ଣିଂ ବଡି) ଭାଙ୍ଗିଲେ ରାଜ୍ୟ ସରକାର। ଗଭର୍ଣ୍ଣିଂ ବଡି ଭାଙ୍ଗିବା ନେଇ ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ। ଗଭର୍ଣ୍ଣିଂ ବଡିରେ ଆଉ ସ୍ଥାନୀୟ ବିଧାୟକ...

ଏପ୍ରିଲ ୧ରୁ ଘଣ୍ଟାକରେ ମିଳିବ ଜମିବାଡ଼ି କାଗଜପତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମିବାଡ଼ି କାଗଜ ପତ୍ର ପାଇଁ ଆଉ ଲୋକମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବନାହିଁ। ଏପ୍ରିଲ ପହିଲାରୁ ମାତ୍ର ୧ ଘଣ୍ଟାରେ ମିଳିବ ଜମିବାଡ଼ି କାଗଜପତ୍ର। ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ପଞ୍ଜିକରଣ...

ଭୁବନେଶ୍ୱର: କଳ୍ପନା ଛକ ଫଳ ମାର୍କେଟରେ ନିଆଁ, ୨୫ ଦୋକାନ ଜଳିପୋଡ଼ି ପାଉଁଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରର କଳ୍ପନା ଛକ ନିକଟ ଫଳ ମାର୍କେଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଫଳରେ ୨୫ଟି ଫଳ ଦୋକାନ ଜଳି ପୋଡ଼ି ପାଉଁଶ ହେବା ସହ ଦୋକାନରେ ଥିବା ଫଳ ମଧ୍ୟ ନଷ୍ଟ...

‘କୃଷି ଓଡ଼ିଶା’ରେ ପାଠଶାଳା – ‘‘ରୋଜଗାର ଆଣିବ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=Hq1NCd-aEqY] ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ଗୋଷ୍ଠୀଗତ ଚାଷକୁ ନେଇ ଚତୁର୍ଥ ଦିନରେ ଜମିଲା ‘କୃଷି ଓଡ଼ିଶା’ ପାଠଶାଳା। ‘‘ଆମ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯେତେ ଅଧିକ କାର୍ଯ୍ୟକ୍ଷମ ହେବେ ସେତେ...

ଆମ ଲୋକକଳା ଆମ ସଂସ୍କୃତି – ମନମୋହିଲା ଛାୟା କଣ୍ଢେଇ ନୃତ୍ୟ ଓ ପ୍ରହଲ୍ଲାଦ ନାଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମରେ ଛାୟା କଣ୍ଢେଇ ନୃତ୍ୟ ଓ ପ୍ରହହ୍ଲାଦ ନାଟକରେ ମଜିଲେ ଦର୍ଶକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’...

‘କୃଷି ଓଡ଼ିଶା’ରେ ‘ମହିଳା ଦିବସ’: “ଚାଷରେ ଦକ୍ଷତା ଦେଖାଉଛନ୍ତି ମହିଳା”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=BcNKE5UAHm4] ‘କୃଷି ଓଡ଼ିଶା’ର ଚତୁର୍ଥ ଦିନ ମହିଳା ଦିବସକୁ ନେଇ ସ୍ୱତନ୍ତ୍ର ଆଲୋଚନା ଚାଷ କାମରେ ମହିଳା ଦେଖାଉଛନ୍ତି ଦକ୍ଷତା: ମନ୍ତ୍ରୀ ଟୁକୁନି ସାହୁ ଚାଷୀଙ୍କୁ ନୂଆ ରାସ୍ତା ଦେଖାଇବ...

‘କୃଷି ଓଡ଼ିଶା’ରେ ପାଠଶାଳା – ‘‘ଫସଲ ଅମଳ ପୂର୍ବରୁ ବଜାର ଉପରେ ନଜର ରଖିବା ଦରକାର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା ୨୦୨୦’ର ତୃତୀୟ ଦିନରେ ମାରାଥନ ଆଲୋଚନା। ବଜାରର ଚାହିଦା ଉପରେ ଜ୍ଞାନ ଆହରଣ କଲେ ଚାଷୀ। ‘‘ଚାଷୀମାନେ ଫସଲ ଅମଳ କରିବା ପୂର୍ବରୁ ବଜାର ଉପରେ ନଜର ରଖିବା...

ରାଜ୍ୟର ୧୪ ପୋଲିସ କର୍ମଚାରୀ ପାଇବେ ରାଜ୍ୟପାଳ ମେଡାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟପାଳ ମେଡାଲ ପାଇଁ ମନୋନୀତ ହେଲେ ୧୪ ପୋଲିସ କର୍ମଚାରୀ। ପୋଲିସ ଓ ଭିଜିଲାନ୍ସ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହେବେ। ଆସନ୍ତା ଜାନୁଆରି ୨୬ ତାରିଖ ସାଧାରଣତନ୍ତ୍ର ଦିବସ...

‘କୃଷି ଓଡ଼ିଶା’ରେ ‘ବ୍ୟାଙ୍କର୍ସ’ ମିଟ୍‌ – ‘‘ବ୍ୟାଙ୍କମାନଙ୍କର ସହଯୋଗ ବିନା କୃଷିର ବିକାଶ ଅସମ୍ଭବ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା ୨୦୨୦’ର ତୃତୀୟ ଦିନରେ ‘ବ୍ୟାଙ୍କର୍ସ’ ମିଟ୍‌ ଯୋଗଦେଲେ ରାଜ୍ୟର ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଚାଷୀଙ୍କୁ ସହଜରେ କୃଷି ଋଣ ଦେବା ଉପରେ ସରକାର...