ବାଇଗଣ ଭଜା, ଟମାଟୋ ଚଟଣୀରେ ରାଜନୀତି ଚର୍ଚ୍ଚା!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଅମିତ ଶାହ, ନବୀନ ପଟ୍ଟନାୟକ, ମମତା ବାନାର୍ଜୀ ଏବଂ ନୀତିଶ କୁମାରଙ୍କୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍। ନବୀନ ନିବାସରେ ଗୋଟିଏ ଟେବୁଲରେ ଶାହଙ୍କ ସାଙ୍ଗରେ ଏହି ତିନି...
ଓଡ଼ିଶାରେ ଫୁଟିବ ପଦ୍ମ! ୨୦୨୪ ଉପରେ ଅମିତ ଶାହଙ୍କ ନଜର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=nJjRGzU8OcY
ଭୁବନେଶ୍ୱର ମହାଜନସମାବେଶରେ ବିଜେପି କର୍ମୀଙ୍କୁ ଅମିତ ଶାହଙ୍କ ବାର୍ତ୍ତା। ୨୦୨୪ ପାଇଁ ପ୍ରସ୍ତୁତ ରୁହ।
‘‘ଗତ ନିର୍ବାଚନରେ ବିଜେପି ଓଡ଼ିଶାରେ ମୋଟ ୯୧ ଲକ୍ଷ ଭୋଟ ପାଇଥିବା ବେଳେ ବିଜେଡି ୧.୧...
କଂଗ୍ରେସକୁ ତଡ଼ି ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ହୋଇଛି ବିଜେପି – ଅମିତ ଶାହ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘କଂଗ୍ରେସକୁ ଗତ ବିଧାନସଭା ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିଛନ୍ତି ଓଡ଼ିଶାବାସୀ। କଂଗ୍ରେସକୁ ପଛକୁ ଠେଲି ବିଜେପି ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି। ଓଡ଼ିଶାବାସୀଙ୍କ ସ୍ୱର ପାଲଟିଛି ବିଜେପି। ନିର୍ବାଚନରେ...
ଗୋଟିଏ ଟେବୁଲରେ ମଧ୍ୟାହ୍ନ ଭୋଜନ କଲେ ନବୀନ-ଶାହ-ଦିଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହାସହ ଓଡ଼ିଆ ଖାଦ୍ୟର ସ୍ଵାଦ ଚାଖିଲେ ଅମିତ ଶାହ। ଗୃହମନ୍ତ୍ରୀଙ୍କ ସହ ଗୋଟିଏ ଟେବୁଲରେ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ...
କଳିଙ୍ଗନଗର ହେବ ବିଶ୍ୱ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦୋୟ ମିସନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବ। ଏହାସହ ଏହି ମିସନରେ ଓଡ଼ିଶାର କଳିଙ୍ଗନଗରର ବିକାଶ ହୋଇପାରିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ...
ଶୁକ୍ରବାର ଭୁବନେଶ୍ୱର ଆସିବେ ଅମିତ ଶାହ – ଜନତା ମଇଦାନରେ ଭୂମି ପୂଜା କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ସିଏଏ ସମର୍ଥନରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ଏଥିପାଇଁ ବିଜେପି ପକ୍ଷରୁ ଜନତା ମଇଦାନରେ ଭୂମି...
କାହିଁକି ନିଜ ସ୍ତ୍ରୀକୁ ୩ଶହ ଖଣ୍ଡ କରି ହତ୍ୟା କରିଥିଲେ କର୍ଣ୍ଣେଲ?
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ସ୍ତ୍ରୀକୁ ୩ଶହ ଖଣ୍ଡ କରି ହତ୍ୟା କରିବା ଘଟଣାରେ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଆସନ୍ତୁ ଜାଣିବା କହିଁକି ନିଜ ସ୍ତ୍ରୀକୁ ଏଭଳି ବିଭତ୍ସ ହତ୍ୟା କରିଥିଲେ...
ରସୁଲଗଡ଼ ଓଭର ବ୍ରିଜରେ ଫାଟ, ଲୋକେ ଭୟଭୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରସୁଲଗଡ଼ ଓଭର ବ୍ରିଜରେ ସୃଷ୍ଟି ହୋଇଛି ଫାଟ। ବ୍ରିଜ ତଳକୁ ଝୁଲି ରହିଛି ଏକ ବିରାଟ ସ୍ଲାବ। ଫଳରେ ଲୋକେ ଭୟଭୀତ ହୋଇ ରହିଛନ୍ତି। ସେହି ରାସ୍ତା ଦେଇ ଦେଇ ଯିବା...
ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା – ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ସିଏଚ୍ଏସ୍ଇ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ନେଇଛନ୍ତି। ସବୁ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିବ...
ଲୋକସେବା ଭବନରେ ଲୋକାର୍ପଣ ହେଲା ‘ଡିଭାଇନ ଫେବ୍ରିକ’ ପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସେବା ଭବନରେ ଲୋକାର୍ପିତ ହୋଇଯାଇଛି ପୁସ୍ତକ ଡିଭାଇନ ଫେବ୍ରିକ। ଏହାକୁ ଲୋକାର୍ପଣ କରିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନା। ଏହି ପୁସ୍ତକର ଲେଖକ ହେଉଛନ୍ତି ପୂର୍ବତନ ହସ୍ତତନ୍ତ,...





















