ଉଦ୍ଯାପିତ ହେଲା ଶିଶିର ସରସ ମେଳା-୨୦୨୦, ଏଥର ୧୬ କୋଟି ଟପିଲା ବ୍ୟବସାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରେଷ୍ଠ ପ୍ରଦର୍ଶନ ତେଲେଙ୍ଗାନାର ଭବାନୀ ମହିଳା ସଂଘକୁ ସମ୍ମାନିତ
ଓଡ଼ିଶାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଏସ୍ଏଚଜି ଭାବେ ମା ସିଂଘ ବାହିନୀ ଟସର ହାଣ୍ଡଲୁମକୁ ସମ୍ମାନିତ
ଭାଗ ନେଇଥିବା ଶ୍ରେଷ୍ଠ...
ଭୁବନେଶ୍ୱରରେ ସାଇବର ଠକଙ୍କ ମାୟାଜାଲ! ଆକାଉଣ୍ଟରୁ ୨ ମିନିଟ୍ରେ ଗାଏବ ହୋଇଗଲା ୩୫ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ସାଇବର ଠକ। ସାବଧାନ! ଆପଣ ବି ଫାସରେ ପଡ଼ି ପାରନ୍ତି।
ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଯେତେ ପଦକ୍ଷେପ ନେଲେ ବି ତାହା ସମ୍ଭବ ହେଉନି।...
ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ନକଲେ ଦ୍ଵିତୀୟ ବର୍ଷ ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁକ୍ତ ଦୁଇ ପିଲାଙ୍କ ପାଇଁ କଡ଼ାକଡ଼ି ହେଲା ପରୀକ୍ଷା ନିୟମ। ଏଣିକି ପ୍ରଥମବର୍ଷ ପରୀକ୍ଷାରେ ପାସ୍ ନକଲେ ଯାଇପାରିବେନି ଦ୍ଵିତୀୟ ବର୍ଷ। ଦ୍ଵିତୀୟ ବର୍ଷକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ୩୩ ପ୍ରତିଶତ...
ଶିଶିର ସରସ ମେଳା – ରୋଜଗାରର ବାଟ ଦେଖାଇଛି ଲେମନ ଘାସ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ନାରାୟଣପାଟଣା ଓ ଏହାର ଆଖପାଖ ଅଞ୍ଚଳର ଜମିରେ ଏବେ ମୁଖ୍ୟ ଅର୍ଥକାରୀ ଫସଲ ପାଲଟିଛି ଲେମନ ଘାସ।
ଯେଉଁ ମାଟିରେ ଦିନେ କେବଳ କପା, ମାଣ୍ଡିଆ, ଧୂଆଁପତ୍ର...
ସୋଆରେ ‘କୃଷି ଗବେଷଣା ଓ ପରାମର୍ଶ ସେବା’ ଶୀର୍ଷକ ଆଲେଚନାଚକ୍ର ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ(ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚରାଲ୍ ସାଇନସେସ୍ ପକ୍ଷରୁ “କୃଷି ଗବେଷଣା ଏବଂ ପରାମର୍ଶ ସେବା” ଶୀର୍ଷକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି ଆଲୋଚନାଚକ୍ରରେ...
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ପିଏଚଡି ପାଇଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ଵର ପକ୍ଷରୁ ପିଏଚଡି କାର୍ଯ୍ୟକ୍ରମ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ...
ବନ୍ଧା ହେଲେ ବ୍ୟାଙ୍କ ଅଧିକାରୀ, ଯୁବତୀଙ୍କୁ ନୋଟିସ୍ କରି ଛାଡ଼ିଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଲଟିଲା ମାମଲା। ବନ୍ଧା ହେଲେ ଅଭିଯୋଗକାରୀ। ଟିଣ୍ଡର୍ ଆପ୍ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ଼। ଅଭିଯୋଗକାରୀ ବ୍ୟାଙ୍କ ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ କରିଛି ପୋଲିସ। ଏହାସହ...
ଆରପାରିରେ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ପରଲୋକରେ ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ର। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ...
ଆଇଇଏସ୍ ଟପ୍ପର ହେଲେ ଓଡ଼ିଆ ପୁଅ ଅଂଶୁମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପାଇଁ ଗର୍ବ ଆଣିଲେ ଅଂଶୁମାନ କମିଳା। ଅଂଶୁମାନ ଆଇଇଏସ୍ ପରୀକ୍ଷାରେ ଦେଶରେ ଟପ୍ପର ହୋଇଛନ୍ତି।
ଓଡ଼ିଆ ପୁଅ ଅଂଶୁମାନ କମିଳା ହେଲେ ଭାରତୀୟ ଆର୍ଥିକ ସେବା(ଆଇଇଏସ୍) ଟପ୍ପର। ୨୦୧୯ ଆଇଇଏସ୍ ପରୀକ୍ଷାରେ...
ପକ୍ଷୀଙ୍କ ଭୂସ୍ୱର୍ଗ ମଙ୍ଗଳାଯୋଡ଼ି – ଯେଉଁଠି ବିଦେଶୀ ପକ୍ଷୀଙ୍କ ସମ୍ଭାର ସାଙ୍ଗକୁ ମିଳେ ଦେଶୀ ଡଙ୍ଗାରେ ବୁଲିବାର ମଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ପକ୍ଷୀ ଦେଖିବାକୁ ଚିଲିକା ଯାଉଛନ୍ତି କି? ଯଦି ହଁ ତାହାଲେ ମଙ୍ଗଳାଯୋଡ଼ି ଯିବାକୁ ଆଦୌ ଭୁଲନ୍ତୁ ନାହିଁ। ଭୁବନେଶ୍ୱରରୁ ଚିଲିକା ଯିବା ରାସ୍ତାରେ ହିଁ ମଙ୍ଗଳାଯୋଡ଼ି ପଡ଼ିବ। ଏଠାରେ ଆପଣମାନେ ଭଳିକି...





















