୧୯ ଘଣ୍ଟାର ପରିଶ୍ରମ ପରେ ରେଳ ଚଳାଚଳ ସ୍ଵାଭାବିକ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯ ଘଣ୍ଟାର ପରିଶ୍ରମ ପରେ ଶେଷରେ ନିର୍ଗୁଣ୍ଡି ଷ୍ଟେସନ ରେଳ ଲାଇନ ମରାମତି କାର୍ଯ୍ୟ ସରିଛି। ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା ପରେ ପୂର୍ବତଟ ରେଳବାଇର ୨୫୦ରୁ ଅଧିକ କର୍ମଚାରୀଙ୍କୁ ମରାମତି...
ପୁଣି ଜାମିନ୍ ପାଇଁ ହାଇକୋର୍ଟରେ ପୁଞ୍ଜିଲାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ୍ ଆବେଦନ କରି ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ଶୁକ୍ରବାର ପୁଞ୍ଜିଲାଲ ମା’ଙ୍କର...
ନିର୍ଗୁଣ୍ଡି ଟ୍ରେନ ଟ୍ରାଜେଡ଼ି – ବଡ଼ ବିପତ୍ତି ଅଳ୍ପକେ ଗଲା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=632195GwdLM
ମାଲବାହୀ ଟ୍ରେନକୁ ପଛକୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ
ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଦେଲା ଧକ୍କା
ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ କଲେ ଉଦ୍ଧାର
ଏସ୍ସିବି ମେଡିକାଲରେ ୨୬...
ଟ୍ରେନ୍ ଦୁର୍ଘଟଣା – ନିର୍ଗୁଣ୍ଡି ଷ୍ଟେସନ୍ ମାଷ୍ଟର ସହ ୪ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=632195GwdLM
କଟକ: ନିର୍ଗୁଣ୍ଡି ରେଳ ଷ୍ଟେସନରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ପ୍ରାଥମିକ ଭାବେ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି। ନିର୍ଗୁଣ୍ଡି ଷ୍ଟେସନ୍ ମାଷ୍ଟର, ମାଲବାହୀ ଗାଡ଼ିର ଗାର୍ଡ,...
କାହା ଅବହେଳାରୁ ନିର୍ଗୁଣ୍ଡିରେ ମାଲ୍ ବାହୀ ଟ୍ରେନକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=632195GwdLM&t=12s
ନିର୍ଗୁଣ୍ଡି ଟ୍ରେନ୍ ଦୁର୍ଘଟଣା ପାଇଁ ଦାୟୀ କିଏ? କୁହୁଡ଼ି, ସିଗ୍ନାଲ ସମସ୍ୟା ନା ମନୁଷ୍ୟକୃତ?
ରେଲୱେ ଟ୍ରାକ୍ରେ ଛିଡ଼ା ହୋଇଥିଲା ମାଲବାହୀ ଟ୍ରେନ୍। ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ଏକ୍ସପ୍ରେସ୍ ପଛରୁ ଆସି ମାଲବାହୀ...
ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା – ହେବ ଉଚ୍ଚସ୍ତରୀୟ ତଦନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=632195GwdLM]
କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିବା ସୂଚନା ଦେଇଛନ୍ତି ଇଷ୍ଟକୋଷ୍ଟ...
ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ – ଇଷ୍ଟକୋଷ୍ଟ ରେଲଓ୍ୱେ ଜାରି କଲା ହେଲ୍ପଲାଇନ୍ ନମ୍ବର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=632195GwdLM]
ଘନ କୁହୁଡ଼ି ଯୋଗୁଁ ମାଲବାହୀ ଟ୍ରେନକୁ ଧକ୍କା ଦେଇ ମୁମ୍ବାଇ- ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଫଳରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୫...
ଯାଆରେ ଉଡ଼ି, ଏ ମୋର ଗୁଡ଼ି…
ଓଡ଼ିଶାଲାଇଭ୍ ବ୍ୟୁରୋ
(ରିପୋର୍ଟ - ଜୟ ମହାନ୍ତି, ଫଟୋ - ରଶ୍ମୀରଞ୍ଜନ ମହାପାତ୍ର)
କଟକ ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ଗୁଡ଼ି।
‘‘ଉଡ଼ି ଉଡ଼ି ଉଡ଼ି... ଯାଆରେ ଉଡ଼ି… ଏ ମୋର ଗୁଡ଼ି... ଖାଆନା ଖାଆନା ତୁ...
ନାବାଳକ ସ୍କୁଟି ଚାଳକକୁ ୨୬ ହଜାର ଟଙ୍କା ଫାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ୍। କଟକ ବାରଙ୍ଗ ଥାନା ଛକରେ ଧରା ପଡ଼ିବା ପରେ ଜରିମାନା କଲା ପରିବହନ ବିଭାଗ। ନାବାଳକ ହୋଇ ଗାଡ଼ି ଚଲାଉଥିବାରୁ ୨୫...
ଫ୍ଲାଟ୍ ଦେବା ନାଁରେ ୨୫ ଲକ୍ଷ ଠକେଇ, ଇଷ୍ଟେଟ୍ ମାଲିକ ପ୍ରଭାତ ନନ୍ଦ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଫ୍ଲାଟ୍ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିନେବା ଘଟଣାରେ କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲୁ (ଇକୋନୋମିକ୍ ଅଫେନ୍ସ୍ ୱିଙ୍ଗ୍) କଟକର ପ୍ରତିଷ୍ଠିତ ବିଲ୍ଡର୍ ପ୍ରଭାତ କୁମାର ନନ୍ଦଙ୍କୁ ଗିରଫ କରିଛି। ପ୍ରଭାତ ଏବେ...





















