ବଜ୍ରକାପ୍ତା ଚୋରା ଚାଲାଣର ସୂଚନା ଦେଲେ ମିଲିବ ୧୦ ହଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଜ୍ରକାପ୍ତା ଚୋରା ଚାଲାଣ ରୋକିବାକୁ ବନ ବିଭାଗର ନୂଆ ଯୋଜନା। ବଜ୍ରକାପ୍ତା ଚାଲାଣ ପାଇଁ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କା। ରାଜ୍ୟରେ ଅନେକ ସ୍ଥାନରୁ ବଜ୍ରକାପ୍ତା ଚୋରା ଚାଲାଣ...

କଟକ ବୃଦ୍ଧ ଦମ୍ପତ୍ତି ହତ୍ୟା ଘଟଣା – ହତ୍ୟାକାଣ୍ଡର କାରଣ ସୁଧ କାରବାର!

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଡବଲ ମର୍ଡରର ଚେର ଖୋଜୁଛି କମିସନରେଟ ପୋଲିସ। ବେଲେଶ୍ଵର ବୃଦ୍ଧ ଦମ୍ପତ୍ତି ହତ୍ୟାକାଣ୍ଡକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ଖିଅ ପାଉନି ପୋଲିସ। ହେଲେ ଏଭଳି...

ଅସୁରେଶ୍ୱର ଗୋରକ୍ଷଣୀ – ଯେଉଁଠି ମୁଠି ଚାଉଳ ଓ ଦାନରେ ଚାଲେ ଗୋସେବା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=2R-RPkGVvlI ୭୫ ବର୍ଷ ହେଲା ଦୁସ୍ଥ, ରୋଗୀଣା ଏବଂ ଦିବ୍ୟାଙ୍ଗ ଗାଈଗୋରୁଙ୍କୁ ଆଶ୍ରୟ ଦେଇ ଆସୁଛି ଅସୁରେଶ୍ୱର ଗୋରକ୍ଷଣୀ। ଗୋରୁଗାଈଙ୍କ ବୟସ ଅଧିକ ହୋଇଗଲେ କିମ୍ବା ରୋଗୀଣା ହୋଇଗଲେ ସେମାନଙ୍କୁ ଲୋକେ ଅଦରକାରୀ କରି...

ବାରବାଟୀ ଦିନିକିଆ ଆଉ ୭ଦିନ – ୨ଟାରେ ମ୍ୟାଚ, ୧୦ଟାରେ ଖୋଲିବ ଗେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ ଅପରାହ୍‌ଣ ୨ଟରେ ଆରମ୍ଭ ହେବ। ବାରବାଟୀ ଷ୍ଟାଡିୟମ୍‌ରେ ସିଟ୍ ନମ୍ବରିଂ ବ୍ୟବସ୍ଥା କରାଯାଇଥିବାରୁ...

କଟକ ହାଡ଼ିଆ ପଠାରେ ହେବ ସିଡିଏ -୨, ସ୍ଥିତି ଯାଞ୍ଚ କଲେ ନଗର ଉନ୍ନୟନ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ପଠାର ୪୦୦ ଏକର ଜମିର ଉନ୍ନତି କରଣ ୪ ଲେନ୍ ରାସ୍ତା, ପାର୍କ, ୱାଟର ସ୍ପୋର୍ଟସ୍ କମ୍ପେ୍ଲକ୍ସ ୫ ତାରକା ହୋଟେଲ୍, ଏସ୍‌ସିବି କ୍ୟାମ୍ପସ-୨ ନିର୍ମାଣ ଅନ୍ତର୍ଜାତୀୟ ସ୍ତରର...

କଟକରେ ଡବଲ ମର୍ଡର – ବୃଦ୍ଧ ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ଡବଲ ମର୍ଡର। ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ଵର ଅଞ୍ଚଳରେ ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏକ ଘରୁ ବୃଦ୍ଧ ଦମ୍ପତ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର...

କଟକ ମହାନଦୀ ପଠାରେ ହେବ ନୂଆ ସିଡିଏ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକର ଉନ୍ନତି ପାଇଁ ସରକାରଙ୍କ ନୂଆ ପଦକ୍ଷେପ। କଟକରେ ନିର୍ମାଣ ହେବ ଆଉ ଏକ ସିଡିଏ। ବାଲିଯତ୍ରାରୁ ଯୋବ୍ରା ମହାନଦୀ ପଠାରେ ଏନେଇ ଜାଗା ଚିହ୍ନଟ କରାଯାଇଛି। ପ୍ରାୟ ୪୦୦ ଏକର...

ମ୍ୟାଚ ପୂର୍ବରୁ ବଦଳିବ ବାରବାଟୀ କ୍ଲକ୍ ଟାୱାରର ରୂପରେଖ – ଏଥର ରୋମାନ୍ ଷ୍ଟାଇଲ୍‌ରେ ଚମକିବ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ବଦଳିବ ବାରବାଟୀ ଷ୍ଟାଡିୟମ୍ କ୍ଲକ୍ ଟାୱାରର ରୂପରେଖ। ଫନି ବାତ୍ୟାରେ ପ୍ରଭାବିତ ହୋଇଥିବା ଏହି ଟାୱାରର ନବକଳେବର କରାଯାଉଛି। ରୋମାନ୍ ଷ୍ଟାଇଲରେ ଏହାର ପୁନଃପ୍ରତିଷ୍ଠା କରାଯିବ। ଏନେଇ ଜୋର୍ଦାର କାମ...

ଜେକେବିକେ କଲେଜରେ ଡାଟା ଏଣ୍ଟ୍ରି ଅପରେଟର ପାଇଁ ନିଯୁକ୍ତି, ଡିସେମ୍ଵର ୧୭ରେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକସ୍ଥିତ ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କଲେଜର ସାମ୍ସ ଲାବ୍ରୋଟେରୀରେ ଖାଲି ପଡ଼ିଥିବା ଡାଟା ଏଣ୍ଟ୍ରି ଅପରେଟର ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ।...

ବାରବାଟୀ ଦିନିକିଆ – ୧୯ ଓ ୨୦ରେ କାଉଣ୍ଟରରେ ମିଳିବ ଟିକେଟ, ପରିଚୟପତ୍ର ଜରୁରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ଵର ୨୨ ତାରିଖ ବାରବାଟୀ ଦିନିକିଆ ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ଏନେଇ ସୋମବାର ଓସିଏ ପକ୍ଷରୁ ଏକ ସାମ୍ଵାଦିକ ସମ୍ମିଳନୀ କରାଯାଇଛି। ଆସନ୍ତା ୧୯ ଓ ୨୦ ତାରିଖରେ ଷ୍ଟାଡିୟମ...