ବାଲିଯାତ୍ରାରେ ଖଚାଖଚ୍ ଭିଡ଼ – ଦିଲେର୍ ମେହେନ୍ଦିଙ୍କ ଗୀତରେ କମ୍ପିଲା ମେଳା ପଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଖଚାଖଚ୍‌ ଭିଡ଼ ସାଙ୍ଗକୁ ଦିଲେର ମେହେନ୍ଦିଙ୍କ ଗୀତରେ କମ୍ପିଥିଲା ବାଲିଯାତ୍ରା ପଡ଼ିଆ। କଟକ : ଚଳିତବର୍ଷ ବାଲିଯାତ୍ରାର ସବୁଠାରୁ ବଡ ଭିଡ଼। ଉପର ପଡିଆଠାରୁ ତଳ ପଡିଆ ଥିଲା ଅଧିକ ଜାମ୍। ଯେତିକି...

ବାଲିଯାତ୍ରାରେ ‘ବିଟେକ୍ ବିରିୟାନି’ ଷ୍ଟଲ୍‌ରେ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା ପ୍ରୟାସ - ‘ବିଟେକ୍‌ ବିରିୟାନି’ ଷ୍ଟଲ। ଖାଇବାକୁ ଯେତିକି ଭିଡ଼, ଦେଖିବାକୁ ସେତିକି ଭିଡ଼। କଟକ ବାଲିଯାତ୍ରାରେ ‘ବିଟେକ୍‌ ବିରିୟାନି’ ଲୋକଙ୍କ ପସନ୍ଦ ପାଲଟିଛି। ଏ ସମ୍ପର୍କରେ ପ୍ରୋପାଇଟରଙ୍କୁ...

ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଲା ଜାମିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଲା ଜାମିନ। ବହୁଚର୍ଚ୍ଚିତ ମହେନ୍ଦ୍ର ସ୍ଵାଇଁ ହତ୍ୟା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ହତ୍ୟା ମାମଲାରେ ପୂର୍ବରୁ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ...

ରାଜ୍ୟରେ ଖୋଲିବ ୬ଟି ନୂଆ ଜିଲ୍ଲା ଜଜ୍ କୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଖୋଲିବ ୬ଟି ନୂଆ ଜିଲ୍ଲା ଜଜ୍‌ କୋର୍ଟ। ୬ଟି ନୂଆ କୋର୍ଟ ଖୋଲିବାକୁ ହାଇକୋର୍ଟ ସୁପାରିଶ କରିଥିଲେ। ଏନେଇ ହାଇକୋର୍ଟକୁ ଅନୁମତି ମିଳିଛି। କଟକ, ଭଦ୍ରକ, ନୀଳଗିରି, ପଟ୍ଟାମୁଣ୍ଡାଇ, ଉଦଳା...

କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା। କଟକ ମହାନଦୀ ପଠାରେ ଆରମ୍ଭ ହୋଇଥିବା ବାଲିଯାତ୍ରାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ...

ଆଜି ଧବଳେଶ୍ଵରରେ ବଡ଼ଓଷା, ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟବ୍ୟାପି ପାଳନ ହେଉଛି ପବିତ୍ର ‘ବଡ଼ଓଷା’। ଏଥିପାଇଁ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି କଟକ ଆଠଗଡ଼ର ଧବଳେଶ୍ୱର ପୀଠ। ଓଡ଼ିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ। ଆଜି...

ଏଥର ବାଲିଯାତ୍ରାରେ ବିକ୍ରି ହେବ ପନିପରିବା

ଓଡ଼ିଶାଲାଇଭ୍ ବ୍ୟୁରୋ ବଡମ୍ବାରୁ ଆସିବେ ଚାଷୀ,  ଷ୍ଟଲ୍‌ରେ ବିକିବେ ପରିବା ଯୋଜନା ସଫଳ ହେଲେ ‘ରିଲାଏନ୍ସ ଫ୍ରେସ୍’ ସହ ହେବ ଡିଲ୍ କଟକ: ଐତିହାସିକ କଟକ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ବିକ୍ରି ହେବ...

ଏଥର ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଆରାମରେ ବୁଲିପାରିବେ କଟକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ ୧୦୦ ଗାଇଡ୍ ନିଯୁକ୍ତ କଲା ପ୍ରଶାସନ ୩୦ ହୁଇଲ୍ ଚେୟାରର ବ୍ୟବସ୍ଥା କଟକ: ବାଲିଯାତ୍ରା ବୁଲିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଶାରିରୀକ ଅକ୍ଷମତା ଯୋଗୁଁ...

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ   ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ। ଶୁକ୍ରବାର ହାଇକୋର୍ଟର ମୁଖ୍ୟ ବିଚାରପତି କେଏସ୍ ଜାଭେରୀ ତାଙ୍କୁ ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ...

କଟକ-ଭୁବନେଶ୍ୱରରେ ଛଟ୍ ପୂଜା : ନଦୀରେ ବୁଡ଼ ପକାଇ ସୂର୍ଯ୍ୟ ପୂଜା କଲେ ବ୍ରତଧାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ହିନ୍ଦୀ ଭାଷାଭାଷୀ ଲୋକମାନେ ଉତ୍ସାହ ଉଦ୍ଦୀପନାର ସହ ଛଟ୍‌ ପର୍ବ ପାଳନ କରିଛନ୍ତି। କଟକର ମହାନଦୀ ଓ କାଠଯୋଡ଼ି ଏବଂ ଭୁବନେଶ୍ୱରର କୁଆଖାଇ ନଦୀ...