କଟକରେ ପଲିଥିନ୍ ଧରପଗଡ଼, ଜବତ ହେଲା ଏକ ଟ୍ରକ ପଲିଥିନ

ଓଡ଼ିଶାଲାଇଭ ବ୍ୟୁରୋ କଟକରେ ଆରମ୍ଭ ହୋଇଛି ପଲିଥିନ୍‌ ଧରପଗଡ଼। କଟକ ନୂଆବଜାର ଅଞ୍ଚଳରେ ସିଏମସି ଚଢ଼ାଉ କରିଛି। ଚଢ଼ାଉ ବେଳେ ବଜାରରୁ ଏକ ଟ୍ରକ ପଲିଥିନ ଜବତ କରାଯାଇଛି। ଏହାସହ ପଲିଥିନ ଚଢ଼ାଉ ବେଳେ...

ଚୌଦ୍ଵାର: ଲୁଟ୍‌ ମାଷ୍ଟରମାଇଣ୍ଡ ଜିତୁର ଗାର୍ଲଫ୍ରେଣ୍ଡ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ କାଲି ବୟଫ୍ରେଣ୍ଡକୁ ଏନକାଉଣ୍ଟର ଆଜି ଗାର୍ଲଫ୍ରେଣ୍ଡକୁ ଗିରଫ କଲା କମିସନରେଟ ପୋଲିସ। ରବିବାର କଟକ ଚୌଦ୍ଵାରରେ ପୋଲିସ ଏନକାଉଣ୍ଟର ଶିକାର ହୋଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ। ତେବେ ଜିତୁକୁ ଲୁଟ୍‌ରେ ସହଯୋଗ...

ଚୌଦ୍ଵାରରେ ଏନକାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧି ଜିତୁ ଆହତ଼

ଓଡ଼ିଶାଲାଇଭ ବ୍ୟୁରୋ ପୁଣି ଆକ୍ସନ ମୋଡ଼ରେ କଟକ ପୋଲିସ। ଚୌଦ୍ଵାର ପୋଲିସ ଓ ସ୍ପେସାଲ ସ୍କାଡ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଅଜୟ ଦାସ୍‌ ଓରଫ ଜିତୁ ଆହତ ହୋଇଛି। ଜିତୁର ଡାହଣା ଗୋଡ଼ରେ ଗୁଳି...

ଏସ୍‌ସିବି ମେଡିକାଲରେ ଅଭାବନୀୟ ଘଟଣା – ଚତୁର୍ଥ ମହଲାରୁ ପଡ଼ି ବୃଦ୍ଧଙ୍କ ଜୀବନ ଗଲା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଏସ୍‌ସିବି ମେଡିକାଲ ମେଡିସିନ୍ ବିଭାଗ ତଥା ନ୍ୟୁ ମେଡିସିନ୍ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଅସହାୟ ବୃଦ୍ଧ ରୋଗୀ ୪ ମହଲାରୁ ଖସି ପ୍ରାଣ ହରାଇଛନ୍ତି। ଏହି...

ଚୌଦ୍ଵାର: ବିରୂପା ନଦୀରେ ଭାସି ଗଲେ ଦୁଇ ଯୁବକ

ଓଡ଼ିଶାଲାଇଭ ବ୍ୟୁରୋ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଯୁବକ। ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ରହିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କଟକ...

ମାଣିଆବନ୍ଧ ହେବ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ରାଜ୍ୟ ସରକାରଙ୍କ 5-T କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’ ମାନ୍ୟତା ପ୍ରଦାନ କରାଯିବ। ଏନେଇ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟରୁ କଟକ ଜିଲ୍ଲାପାଳଙ୍କୁ...

ଦଶହରା ଭସାଣି ଶେଷ – କଟକ ଦେବୀଗଡ଼ାରେ ଗଡ଼ିଲେ ୧୨୮ ମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହର ବୁଲିଲା ଗଙ୍ଗାମନ୍ଦିର ଚାନ୍ଦିମେଢ଼। କଟକ: ଦଶହରା ଭସାଣି ଗୁରୁବାର ରାତିରେ ଶେଷ ହୋଇଛି। ମୋଟ୍ ୧୨୮ଟି ପ୍ରତିମା ଦେବୀଗଡ଼ାରେ ବିସର୍ଜିତ ହୋଇଛନ୍ତି। ଆଜି ଶେଷ ତଥା ତୃତୀୟ ଦିନରେ ୯ଟି...

ବାରବାଟୀ ଷ୍ଟାଡିୟମରୁ ଫେରିଯିବ ମ୍ୟାଚ୍! ଅନିଶ୍ଚିତତାରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଫନି କ୍ଷୟକ୍ଷତିରୁ ମୁକୁଳିପାରୁନି ଷ୍ଟାଡିୟମ୍ କେବଳ ଫ୍ଲଡଲାଇଟ୍ ସଜାଡିବାକୁ ଲାଗିବ ମାସେ କଟକ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଡିସେମ୍ବର ୨୨ରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ କ୍ରିକେଟ...

କାଠଯୋଡ଼ିରେ ନିଖୋଜ ଯୁବକଙ୍କ ଏଯାଏଁ ମିଳୁନି ପତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଇକ୍‌ରେ ସ୍ତ୍ରୀ ସହ ଆସୁଥିବା ବେଳେ ବ୍ରିଜ୍‌ ଉପରୁ ନଇଁକୁ ଡେଇଁ ପଡ଼ିଥିବା ଯୁବକଙ୍କ ଏଯାଏଁ ପତ୍ତା ମିଳି ପାରି ନାହିଁ। ବୁଧବାର ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ୍‌ ପରେ...

ଫଟୋରେ ଫଟୋରେ ମା’ଙ୍କୁ ବିଦାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଏଥିପାଇଁ କଟକ ଏବଂ ଭୁବନେଶ୍ୱର ଉତ୍ସବମୁଖର ହୋଇ...