ଆଇଆଇଏମସିରେ ‘କରୋନା ସମୟରେ ଜୀବନ’ ଶୀର୍ଷକ ଫଟୋବୁକ୍ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ ପକ୍ଷରୁ 'କରୋନା ସମୟରେ ଜୀବନ' ଶୀର୍ଷକ ଆଧାରିତ ଏକ ଫଟୋବୁକ୍ ଉନ୍ମୋଚିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟ୍ଟାର୍ଜୀ...

୬ ବର୍ଷରେ ଓଡ଼ିଶା ଚାଷୀଙ୍କ ପାଇଁ ମୋଦୀ ଦେଇଛନ୍ତି ୬୦ ହଜାର କୋଟି: ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳରେ ବିଜେପିର କୃଷକ ସମ୍ମିଳନୀ ନୂଆ କୃଷି ଆଇନ ଯୋଗୁଁ ଚାଷୀଙ୍କର ଲାଭ ବଢ଼ିବ: ଧର୍ମେନ୍ଦ୍ର କଂଗ୍ରେସ, ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ...

ଢେଙ୍କାନାଳ ଆୟୁଷ ମୃତ୍ୟୁ ଘଟଣା – ତଣ୍ଟି ଚିପି ଶିଶୁକୁ ହତ୍ୟା କରିଥିଲେ ପଡ଼ୋଶୀ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ, ନିହାଲପ୍ରସାଦ ଝଙ୍କିରା ଗାଁର ୩ ବର୍ଷର ଶିଶୁ ଆୟୁଷ ମୃତ୍ୟୁ ମାମଲାରେ ତାଙ୍କ ଘର ପାଖର ଜଣେ ମହିଳା ଭାରତୀ ସାହୁଙ୍କୁ ଗିରଫ କରିଛି ପୋଲିସ। ପାରିବାରିକ ଶତ୍ରୁତା ଯୋଗୁଁ...

ଗଜପତିରେ ୭ ବର୍ଷର ଜାମି ନିଖୋଜ, ଢେଙ୍କାନାଳରେ ଶିଶୁପୁତ୍ର ଆୟୁଷର ମିଳିଲା ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାରେ ଆସିବା ପରଠୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ଘଟଣା ସାମ୍ନାକୁ ଆସୁଛି। ନୟାଗଡ଼ର ପରୀ ପରେ ସ୍ୱାତୀ, ବାଲେଶ୍ୱର ବିଷ୍ଣୁପ୍ରିୟା,...

“ଓଡ଼ିଶାର ବିକାଶରେ ‘ସମାଜ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ”

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମସି ପକ୍ଷରୁ ଆଧୁନିକ ଓଡ଼ିଶା ଗଠନରେ 'ସମାଜ'ର ଭୂମିକା ବିଷୟରେ ଇ-ଆଲୋଚନା ଚକ୍ର। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଉ କି ଭାରତର ସ୍ୱାଧୀନତା ସଂଗ୍ରାମ, ସବୁକ୍ଷେତ୍ରରେ ଦୈନିକ ‘ସମାଜ’...

“ଜ୍ଞାନର ଶକ୍ତିରେ ମୁକ୍ତିର ବାଟ ଦେଖେଇଥିଲେ ବିଦ୍ୟାସାଗର”

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମ୍‍ସି ପକ୍ଷରୁ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ୨୦୦ତମ ଜୟନ୍ତୀ ପାଳିତ। ଭାରତରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସଂସ୍କାର ଆଣିବାରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଭୂମିକା ଥିଲା ଅତୁଳନୀୟ। ବିଦ୍ୟାସାଗର ଜ୍ଞାନ ଶକ୍ତିରେ ମୁକ୍ତିର...

ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ବୃଦ୍ଧି ହେବ – ପ୍ରଫେସର ଶ୍ରୀକାନ୍ତ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମସି ପକ୍ଷରୁ ପ୍ରଫେସର କେ ଏମ୍‍ ଶ୍ରୀବାସ୍ତବ ସ୍ମାରକୀ ଇ-ବକ୍ତୃତା ପାଳିତ। "ଶିକ୍ଷା କ୍ଷେତ୍ରରେ ବୈଷୟିକ ବିଦ୍ୟା ବା ଟେକ୍ନୋଲୋଜି ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ତେବେ ଜଣେ ଭଲ ଶିକ୍ଷକର...

ଢେଙ୍କାନାଳ ସହର ଆଜିଠୁ ୪ ଦିନ ସଟଡାଉନ୍

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ରୋକିବାକୁ ଢେଙ୍କାନାଳ ସହରକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜିଠୁ ଦୁଇଦିନ ସହରର ୨୩ଟି ୱାର୍ଡ ସମେତ ଢେଙ୍କାନାଳ ମ୍ୟୁନିସିପାଲଟି ସଟଡାଉନ୍ ରହିବ। ଅନ୍ୟପଟେ ଏହାପରେ ସପ୍ତାହନ୍ତ ସଟଡାଉନ୍...

ଢେଙ୍କାନାଳ ସହର ୪ ଦିନ ସଟଡାଉନ୍ – ଗୁରୁବାରଠାରୁ ରବିବାର ଦୋକାନ ବଜାର ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ରୋକିବାକୁ ଢେଙ୍କାନାଳ ସହରକୁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଆସନ୍ତାକାଲିଠୁ ଦୁଇଦିନ ସହରର ୨୩ଟି ୱାର୍ଡ ସମେତ ଢେଙ୍କାନାଳ ମ୍ୟୁନିସିପାଲଟି ସଟଡାଉନ୍ ରହିବ। Collector, Dhenkanal ordered shutdown in...

ଆଇଆଇଏମ୍‍ସିର ପ୍ରତିଷ୍ଠା ଦିବସ – “ଲୋକଙ୍କ ବିଶ୍ୱାସ ନ ଭାଙ୍ଗୁ ଗଣମାଧ୍ୟମ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ୫୬ତମ ପ୍ରତିଷ୍ଠା ଦିବସ ତଥା ଆଇଆଇଏମ୍‍ସି ଢେଙ୍କାନାଳର ୨୮ତମ ପ୍ରତିଷ୍ଠା ଦିବସ ସୋମବାର ଦିନ ପାଳିତ ହୋଇଛି। ଏହି ଅବସରରେ ଏକ ୱେବିନାର ଆୟୋଜନ...