ସାମ୍ବାଦିକଙ୍କ ସହଯୋଗ ବିନା ବିକାଶ ସମ୍ଭବ ନୁହେଁ – ଦାଶ ବେନହୁର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମ୍‍ସିରେ ଛାତ୍ରୀ ଆରତୀ ବେହେରା ଓ ପ୍ରିୟଙ୍ଗା ଯାଦବଙ୍କୁ ମିଳିଲା ଛାତ୍ରବୃତ୍ତି। “ବିକାଶ ହେଉଛି ଏକ ବ୍ୟାପକ ଶବ୍ଦ। ଏହା କେବଳ ଆର୍ଥିକ ଅଭିବୃଦ୍ଧି କିମ୍ବା ରାଜନୈତିକ କ୍ଷେତ୍ର ମଧ୍ୟରେ ସୀମିତ ନୁହେଁ।...

ଗଛରେ ପିଟିହେଲା ବାଇକ, ଚାଲିଗଲା ୩ ଜଣ ସାଙ୍ଗଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଛରେ ପିଟି ହୋଇ ଚାଲିଗଲା ୩ ଜଣ ସାଙ୍ଗଙ୍କ ଜୀବନ। ଏଭଳି ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କାନାଳ-କପିଳାସ ରାସ୍ତାର ଛଣାବୋଲୁଅ ନିକଟରେ। ମୃତକଙ୍କ ମଧ୍ୟରୁ ୨ ଜଣ କାଇମାଟିଆ ଓ...

ନିଆଁ ଜାଳିଦେଲା ଝିଅ ବାହାଘର ଜିନିଷ – ମୁଣ୍ଡରେ ହାତ ଦେଲେ ବାପା, ମା’

 ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଆଁରେ ଜଳିଗଲା ଝିଅ ବାହାଘର ପାଇଁ ରଖଯାଇଥିବା ଜିନିଷପତ୍ର, ୧୩ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଶୁକ୍ରବାର ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ...

କପି ରୋକିବା ପାଇଁ କଟକଣା: ୧୧ଟି ପରୀକ୍ଷା କେନ୍ଦ୍ରରେ ଲାଗୁ ହେଲା ୧୪୪ ଧାରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ ଜିଲ୍ଲା ୪ଟି ବ୍ଲକ୍‌ର ୧୧ଟି ପରୀକ୍ଷା କେନ୍ଦ୍ରରେ ଜାରି ହେଲା ୧୪୪ ଧାରା। କପି ରୋକିବାକୁ ଏଭଳି ଉଦ୍ୟମ ଆପଣେଇଛି ପ୍ରଶାସନ। ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ କପି ଦିଆଯାଉଥିବା ଜଣାପଡ଼ିବା ପରେ...

ସିଟି ହସ୍ପିଟାଲ ଦାବିରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିଟି ହସ୍ପିଟାଲ ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ଦେଇଛି ବିଭିନ୍ନ ସଙ୍ଗଠନ। ଢେଙ୍କାନାଳରେ ଥିବା ବାଜି ଚୌକସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ...

ଜଣେ ଭଲ ସାମ୍ବାଦିକ ଜଣେ ଭଲ ଶିକ୍ଷକ – ପ୍ରଫେସର ନୀଳକଣ୍ଠ ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଆଇଏମ୍‍ସି ଢେଙ୍କାନାଳରେ ଭାରତୀୟ ଅର୍ଥନୀତି ଉପରେ ସ୍ୱତନ୍ତ୍ର ଆଲୋଚନା। ଏଥିରେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଯୋଗ ଦେଇ ଭାରତୀୟ ଅର୍ଥନୀତି ଉପରେ ନିଜ ମତବ୍ୟକ୍ତ କରିଛନ୍ତି।  ଢେଙ୍କାନାଳ: ଜଣେ ସାମ୍ବାଦିକଙ୍କର...

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଆରମ୍ଭ ୧୪୭ତମ ଯୋରନ୍ଦା ମେଳା ବା ମହିମା ମାଘ ମେଳା। ଯୋରନ୍ଦା ମହିମା ଗାଦିରେ ସାତ ଦିନ ଧରି ଏହି ମେଳା ଅନୁଷ୍ଠିତ ହେବ। ଚଳିତବର୍ଷ ମହିମା ମେଳାକୁ ଶାନ୍ତିଶୃଙ୍ଖଳାର ସହ...

ଢେଙ୍କାନାଳରେ ପାଣି ପାଇଁ ଆନ୍ଦୋଳନ – ଗରା, ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାଦିନ ନହେଉଣୁ ପାଣି ପାଇଁ ଆନ୍ଦୋଳନ କଲେଣି ଲୋକେ। ଏମିତି ଘଟଣା ଢେଙ୍କାନାଳ ଭାପୁରରେ ଦେଖିବାକୁ ମିଳିଛି। ମହିଳାମାନେ ଗରା ବାଲ୍‌ଟି ଧରି ପାନୀୟ ଜଳ ଦାବିରେ ରାସ୍ତା ଅବରୋଧ କରିଛନ୍ତି।...

ଆଇଆଇଏମ୍‌ସିରେ ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ମନୋଗ୍ରାଫ୍‍ ଉନ୍ମୋଚିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ: ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି) ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ଉନ୍ମୋଚିତ ହୋଇଛି। ସଂସ୍ଥାନର ସହକାରୀ ପ୍ରଫେସର ଡକ୍ଟର...

ଆଇଆଇଏମ୍‍ସିରେ ଲୋକସମ୍ପର୍କ ରାଉଣ୍ଡ ଟେବୁଲ – “ସୃଜନଶୀଳତାର ବିକଳ୍ପ ଟେକ୍ନଲୋଜି ହୋଇପାରିବନି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଆଇଏମ୍‌ସି ଢେଙ୍କାନାଳରେ ‘ପ୍ରଯୁକ୍ତି ବିଦ୍ୟା ଯୁଗରେ ଲୋକସମ୍ପର୍କ’ ଉପରେ ରାଉଣ୍ଡ ଟେବୁଲ ବୈଠକ।   ଢେଙ୍କାନାଳ: “ପ୍ରଯୁକ୍ତି ବିଦ୍ୟା ବା ଟେକ୍ନଲୋଜି କେବେ ବି ସୃଜନଶୀଳତାର ସ୍ଥାନ ନେଇପାରିବନି। ମଣିଷର ଆଭ୍ୟନ୍ତରୀଣ ସୃଜନାତ୍ମକ...