ଗଞ୍ଜାମରେ ଲକ୍ଡାଉନ୍ ବେଳେ ଦଣ୍ଡନାଚ ପ୍ରସ୍ତୁତି, ୯ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପାଇଁ ଏବେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି ବୋଲି ସରକାର କଟକଣା ଜାରି କରିଛନ୍ତି। ହେଲେ ଏହି ନିୟମକୁ ଭାଙ୍ଗି ଗଞ୍ଜାମ ଜିଲ୍ଲାରେ ବୁଧବାର ରାତିରେ ଦଣ୍ଡନାଚ ପାଇଁ ପ୍ରସ୍ତୁତି...
ଲକ୍ଡାଉନ୍ ସତ୍ତ୍ୱେ ବୁଲୁଛନ୍ତି ଲୋକେ ଓ ଖେଳୁଛନ୍ତି କ୍ରିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସ ଯେଭଳି ନ ବ୍ୟାପିବ ସେଥିପାଇଁ ସମସ୍ତେ ଚିନ୍ତିତ ଥିବା ବେଳେ ଏମକେସିଜି ମେଡିକାଲ କଲେଜ ପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରାୟ ୫୦ରୁ ଅଧିକ...
ଲକଡାଉନ ଉଲ୍ଲଂଘନ, ୪୨ ଜଣଙ୍କ ବିରୋଧରେ ମାମଲା ରୁଜୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନିଲ ପଟ୍ଟନାୟକ): କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସମଗ୍ର ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଥିବା ସତ୍ତ୍ୱେ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ବ୍ରହ୍ମପୁର ପୋଲିସ ୪୨ ଜଣଙ୍କ...
ଗଞ୍ଜାମରେ ଲକ୍ଡାଉନ୍ ନିୟମ ଉଲ୍ଲଘଂନ କରି ୧୦ ଅଟକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସମଗ୍ର ରାଜ୍ୟରେ ଲାଗୁ ହୋଇଛି ଲକ୍ଡାଉନ୍। ଏହା ସତ୍ୱେ ଏହାକୁ ଉଲଂଘନ କରିଥିବା ଅଭିଯୋଗରେ ଗଞ୍ଜାମ ପୁରୁଷୋତ୍ତମପୁର ପୋଲିସ...
ଗଞ୍ଜାମରେ ଜୋରଦାର ହେଲା ଲକଡାଉନ୍ କଟକଣା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଜୋରଦାର ହେଲା ଲକଡାଉନ୍ କଟକଣା। ଆଜି ସକାଳୁ ଗଞ୍ଜାମ ଜିଲ୍ଲାରେ ଆତ୍ୟାବଶକୀୟ ଜିନିଷ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସବୁ...
ଗଞ୍ଜାମରେ ଜନତା କର୍ଫ୍ୟୁକୁ ସମର୍ଥନ – ବସ୍, ଟ୍ରେନ, ଦୋକାନ ବଜାର ବନ୍ଦ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ସମଗ୍ର ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ ସାଧାରଣ ଜନତାଙ୍କ ବିପୁଳ ସମର୍ଥନ ମିଳିଛି। ଏହା ପ୍ରଭାବରେ ଗଞ୍ଜାମରେ...
ବ୍ରହ୍ମପୁର ୟୁନିଭର୍ସିଟି WSRCରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି: ବଢ଼ିଲା ଆବେଦନ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ୟୁନିଭର୍ସିଟି ଅଧୀନସ୍ଥ ଓ୍ଵମେନ୍ ଷ୍ଟଡିଜ୍ ରିସର୍ଚ ସେଣ୍ଟର (WSRC) ରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଏପ୍ରିଲ୍ ୧୫...
ଗଞ୍ଜାମ ଜିଲ୍ଲାରେ କରୋନା କଟକଣା – ବସରେ ବସିବେ ଅଧାଯାତ୍ରୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ତତ୍ପର ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏଥିପାଇଁ ଶୁକ୍ରବାର ପ୍ରଶାସନ ତରଫରୁ ସିଟି ବସ ଓ ଘରୋଇ...
ବାଲୁକାକଳାରେ କରୋନା ସଚେତନତା ଦେଲେ ବାଲୁକାଶିଳ୍ପୀ ସତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ‘କରୋନାକୁ ନେଇ ବିଶ୍ୱବାସୀ ଆତଙ୍କିତ ହୁଅନ୍ତୁ ନାହିଁ। ସଚେତନ ରହିଲେ ହିଁ କରୋନାରୁ ପ୍ରତିହତ କରାଯାଇପାରିବ।’ ବାଲୁକାକଳା ମାଧ୍ୟମରେ ଲୋକମାନଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସତ୍ୟ...
୪ କୁଖ୍ୟାତ ଡକାୟତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମର କୋଦଳା ଅଞ୍ଚଳରୁ ଗିରଫ ହେଲେ ୪ କୁଖ୍ୟାତ ଡକାୟତ। ସେମାନେ ଏକ ନୂଆ ଡକାୟତି ଯୋଜନା ଚଳାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି।
ପୋଲିସ ସେମାନଙ୍କଠାରୁ...





















