ବ୍ରହ୍ମପୁରରେ ଏମକେସିଜିରେ କରୋନା ସନ୍ଦିଗ୍ଧଙ୍କୁ ଆଶ୍ୱସ୍ତି: ରିପୋର୍ଟ ଆସିଲା ନେଗେଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ସମଗ୍ର ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଜଣେ କରୋନା ସନ୍ଦିଗ୍ଧ।
ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳର...
ଏମକେସିଜିରେ ରୋଗୀଙ୍କ ପାଇଁ ପରିବହନ ସେବା ଗାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଏମକେସିଜି କର୍ତ୍ତୃପକ୍ଷ ମେଡିକାଲ ପରିସର ଭିତରେ ରୋଗୀ ପରିବହନ ସେବା ଲାଗି ଦୁଇଟି ବ୍ୟାଟେରୀ ଚାଳିତ ଗାଡ଼ି ଚାଲୁ କରିଛନ୍ତି।
କାଜୁଆଲଟିରୁ ଇନଣ୍ଡୋର କିମ୍ବା ବିଭିନ୍ନ ୱାର୍ଡରେ ଥିବା...
ବ୍ରହ୍ମପୁର ଶୁଭାଶିଷ ପାତ୍ର ଅପହରଣ ମାମଲା – ୨ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଗୋଦାବରୀଶନଗରର ଶୁଭାଶିଷ ପାତ୍ର ଅପହ୍ରଣ ମାମଲାରେ ୨ଜଣ ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ପୋଲସରାର ବାଲାଜୀ ବେହେରା ଓ ଶିବାଜୀ ବେହେରା। ଅଭିଯୁକ୍ତଙ୍କୁ ଗିରଫ କରି...
ମଦ ଦୋକାନକୁ ୧ ଲକ୍ଷ ଜରିମାନା କଲେ ଗଞ୍ଜାମ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅପରିଷ୍କାର କରିଥିବାରୁ ମଦ ଦୋକାନକୁ ୧ ଲକ୍ଷ ଟଙ୍କା ଜରିମାନା। ବ୍ରହ୍ମପୁରରେ କର୍ପୋରେସନ ରୋଡରେ ଥିବା ଏକ ଦେଶୀ ମଦ ଦୋକାନକୁ ଏହି ଫାଇନ କରିଛନ୍ତି ଜିଲ୍ଲାପାଳ। ମଦ ଦୋକାନ ଆଗରେ...
ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୦ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଋଷିକୂଲ୍ୟା ନଦୀ ନିକଟସ୍ଥ ସୁବର୍ଣ୍ଣେଶ୍ୱରୀ ମନ୍ଦିର ପାଖରେ ବହୁ ଦିନ ଧରି ଏକ ଜୁଆ ଆଡ୍ଡା ଚାଲିଥିଲା। ମଙ୍ଗଳବାର ଆସିକା ପୋଲିସ ଏହି ଅଡ୍ଡା...
ବିଦ୍ୟୁତ ଆଘାତରେ ଜଣେ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଦୁର୍ଯ୍ୟୋଧନ ମଲ୍ଲିକ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ଗୁଂଠବନ୍ଧ ଗ୍ରାମର ଦୁର୍ଯ୍ୟୋଧନ ମଲ୍ଲିକ ଓ ଅନ୍ୟ ୪...
‘ନୋ ବ୍ୟାଗ ଡେ’ – ଶନିବାର ଛାତ୍ରଛାତ୍ରୀ ସ୍କୁଲକୁ ନେବେନି ବ୍ୟାଗ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ସାଙ୍ଗକୁ ଶାରୀରିକ, ମାନସିକ ଓ ବୌଦ୍ଧିକ ସ୍ତରରେ ଚାପ ମୁକ୍ତ ହେବା ଲାଗି ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଜିଠୁ ‘ନୋ...
ବ୍ରହ୍ମପୁର ତକ୍ଷଶିଳା ସ୍କୁଲରେ ନିଯୁକ୍ତି ସୁଯୋଗ, ମାର୍ଚ୍ଚ ୧୫ରୁ ୱାକ୍ ଇନ୍ ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ତକ୍ଷଶିଳା ରେସିଡେନ୍ସିଆଲ୍ ସ୍କୁଲ୍ରେ ବିଭିନ୍ନ ବିଭାଗରେ ଶିକ୍ଷକ ଏବଂ ଅଣ-ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୧୫ ଏବଂ ୨୨ରେ ଅନୁଷ୍ଠିତ ହେବାକୁ...
ଆସିକା ପୋଲିସ ହାତରେ ୨ ନକଲି ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ ନକଲି ଶିକ୍ଷକ ଓକିଲା ବିଶୋୟୀ (୫୫) ଓ ଅଶୋକ ସାହୁ (୪୩)ଙ୍କୁ ଆସିକା ପୋଲିସ ଗିରଫ କରିଛି।
ଓକିଲା ମନ୍ତପଦା ହାଇସ୍କୁଲରେ ସହକାରୀ...
ସ୍କୁଲ ସମୟରେ ଶିକ୍ଷୟିତ୍ରୀ ଶୋଇବା ଘଟଣା – ପାଲଟା ଅଭିଯୋଗ କଲେ ଦିଦି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ସହର ଗୁରୁଣ୍ଠି ଥାନା ଅନ୍ତର୍ଗତ ଶ୍ରୀରାଙ୍ଗରାଜପୁର ଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍କୁଲ ସମୟରେ ଶୋଇବା ଘଟଣା ନୂଆ ମୋଡ଼ ନେଇଛି। ଭିଡିଓ କରିଥିବା ଯୁବକଙ୍କ...





















