ମହିଳାଙ୍କଠାରୁ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ସଦର ଥାନା ନିକଟସ୍ଥ କୁକୁଡ଼ାଖଣ୍ଡି ମଦ ଦୋକାନ ନିକଟରେ ଜଣେ ମହିଳାଙ୍କଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ମହିଳା ଜଣକ ହେଲେ ସାବିତ୍ରୀ ଦାସ। ସୋମବାର ସକାଳେ...

ନିଆଁରେ ପୋଡ଼ି ହୋଇ ୩ଶିଶୁ ମୃତ୍ୟ ଘଟଣା, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଖଇରଛଟା ଗାଁରେ ପାଳ ଗଦାରେ ନିଅଁ ଲାଗି ୩ ଶିଶୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ...

ଖେଳ ହେଲା କାଳ – ନିଆଁରେ ଜଳି ୩ ଶିଶୁ ମୃତ, ଜଣେ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଳ ଗଦାରେ ଖେଳିବା ହେଲା କାଳ। ନିଆଁରେ ଜଳି ଚାଲିଗଲା ୩ଶିଶୁଙ୍କ ଜୀବନ। ଏଥିରେ ଅନ୍ୟ ଜଣେ ଶିଶୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ...

ଚିକିତ୍ସାରେ ଅବହେଳା – ବ୍ରହ୍ମପୁର ଗୁରୁଦେବ ଘରୋଇ ହସ୍ପିଟାଲ ସିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଅସ୍ତ୍ରୋପଚାର ବେଳେ ଚିକିତ୍ସାରେ ଅବହେଳା ପାଇଁ ସ୍ଥାନୀୟ ଗୋଇଲୁଣ୍ଡି ରୋଡ୍‌-ନୂଆ ବସଷ୍ଟାଣ୍ଡସ୍ଥିତ ଗୁରୁଦେବ ଘରୋଇ ହସ୍ପିଟାଲରେ ଐଶ୍ୱର୍ଯ୍ୟ ସିଂ ଦେଓ (୨୫ ବର୍ଷ) ନାମକ ବିବାହିତା ମହିଳାଙ୍କ...

ବ୍ରହ୍ମପୁରରେ ସାଇବର ଆଇନ ଉପରେ ସଚେତନତା ଶିବିର 

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଛି ସାଇବର ସଚେତନତା କାର୍ଯ୍ୟକ୍ରମ। ଆଇନ ସେବା ପ୍ରାଧିକରଣ ତରଫରୁ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ...

ତପ୍ତପାଣି ଘାଟିରେ ଅଳ୍ପକେ ବର୍ତ୍ତିଲେ ୫୫ ବସ୍‌ ଯାତ୍ରୀ      

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ-ଗଜପତି ସୀମାନ୍ତ ଖେମୁଣ୍ଡିଖୋଲ ନିକଟ ତପ୍ତପାଣି ଘାଟିରେ ବିକ୍ରାନ୍ତ ନାମକ ଏକ ଘରୋଇ ବସ୍‌ ଏକ ସଂକୀର୍ଣ୍ଣ ପୋଲ ଉପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପୋଲ ଉପରେ ଏକ ଟ୍ରକକୁ...

ସ୍କୁଲ ଅଟୋରୁ ଖସି ଚାଲିଗଲା ଛାତ୍ରଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମରପୁରରୁ ସୁନୀଲ ପଟ୍ଟନାୟକ): ସ୍କୁଲ ଅଟୋରୁ ଖସିପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ତିଳୋତ୍ତମା ନଗର ମୁଖ୍ୟ ରାସ୍ତାରେ। ଛାତ୍ର ଜଣକ ହେଉଛନ୍ତି...

ବ୍ରହ୍ମପୁରରେ କଂଗ୍ରେସକୁ ସୁଦୃଢ କରିବାକୁ ହାଇକମାଣ୍ଡ ପକ୍ଷରୁ ଉଦ୍ୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଓଡ଼ିଶାରେ କଂଗ୍ରେସକୁ ଅଧିକ ସଙ୍ଗଠିତ ଓ ସୁଦୃଢ କରିବାକୁ ଦଳର ହାଇକମାଣ୍ଡ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ କମିଟି ସାଙ୍ଗକୁ ଜିଲ୍ଲା ଓ ବ୍ଲକ...

ମିଳିଲାନି ମହାପ୍ରୟାଣ, ଟଲିରେ ବୋହିଲେ ଶବ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ମିଳିଲାନି ଗାଡ଼ି, ଟଲିରେ ବୁହା ହେଲା ଶବ। ଏଭଳି ଘଟଣା ଦେଖିବାକି ମିଳିଛି ବ୍ରହ୍ମପୁର ବଡ଼ ମେଡିକାଲରେ। ମୃତକଙ୍କ ପୁଅ-ଝିଅ ମହାପ୍ରୟାଣ ଗାଡ଼ି ପାଇଁ ଅନୁରୋଧ କରିଥିଲେ...

ହାଇକୋର୍ଟରେ ଗଞ୍ଜାମ ବସ୍ ଟ୍ରାଜେଡି, ରାଜ୍ୟ ସରକାରଙ୍କୁ ନୋଟିସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ବସ୍‌ରେ ବିଜୁଳି ତାର ବାଜି ୧୧ ଜଣଙ୍କ ପ୍ରାଣହାନୀ ଘଟଣାରେ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ହରପ୍ରିୟା ପଟେଲ୍ ନାମକ ଜଣେ...