୩ କୋଟିରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ: ଗିରଫ ହେଲେ ସୁପରିଟେଣ୍ଡିଂ ଇଞ୍ଜିନିୟର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ସର୍କଲ ପୂର୍ତ୍ତ ବିଭାଗ ସୁପରଟେଣ୍ଡିଙ୍ଗ ଇଂଜିନିୟର ବିନୋଦ କୁମାର ପାଢ଼ୀ। ତାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...
ସ୍କୁଲରେ ଶୋଇ ପଡ଼ିଲେ ଦିଦି, ଚାକିରିରୁ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୁରୁଣ୍ଠ ପଞ୍ଚାୟତର ଶ୍ରୀରଙ୍ଗାରାଜପୁର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁମତି ନାୟକ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସ୍କୁଲ ଚାଲିଥିବା ସମୟରେ ଚଟାଣରେ...
ଖେଳିଲା ବେଳେ ଫୁଟିଲା ଡିଟୋନେଟର – ତିନି ଛାତ୍ର ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟାନାୟକ): ଖେଳୁଥିଲା ବେଳେ ହାତରେ ଡିଟୋନେଟର ଫୁଟି ୩ ଛାତ୍ର ଗୁରୁତର। ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁରେ ଏହି ଅଘଟଣ ଘଟିଛି। ଗୁରୁତର ପିଲାଙ୍କୁ...
ପ୍ରଫେସର ଦିପ୍ତୀମୟୀ ତ୍ରିପାଠୀ ହେଲେ ଏମକେସିଜିର ନୂଆ ଡିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ପ୍ରଫେସର ଦିପ୍ତୀମୟୀ ତ୍ରିପାଠୀ ହେଲେ ଏମ୍କେସିଜି ମେଡିକାଲ କଲେଜର ନୂଆ ଡିନ୍। ମାର୍ଚ୍ଚ ୧ ତାରିଖରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବତନ ଡିନ୍ ଅବସର ନେବା...
ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା: ଦକ୍ଷିଣାଞ୍ଚଳର ୮ ଜିଲ୍ଲାରେ ପରୀକ୍ଷା ଦେବେ ୭୧ ହଜାର ପରୀକ୍ଷାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ମାର୍ଚ୍ଚ ୩ ତାରିଖରୁ ଯୁକ୍ତ ୨ ପରୀକ୍ଷା। ଚଳିତ ବର୍ଷ ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ମୋଟ୍ ୭୧, ୭୧୦ ପରୀକ୍ଷାର୍ଥୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ...
ବ୍ରହ୍ମପୁର: ବାଇକ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବାଇକ୍ ସହ ଧକ୍କା ହେଲା ଟ୍ରକ୍। ଘଟଣାସ୍ଥଳରେ ସ୍ୱାମୀ ଓ ସ୍ତ୍ରୀ ମୃତ୍ୟୁ। ମୃତକଙ୍କ ନାଁ ହେଲା ପାତ୍ରପୁର ବ୍ଲକ ଗୁଣ୍ଡା ଗ୍ରାମର ଭଗବାନ ଚଇନି ଓ ତାଙ୍କ...
ବ୍ରହ୍ମପୁର ୟୁନିଭର୍ସିଟିରେ ପ୍ରଫେସର ପଦବୀରେ ନିଯୁକ୍ତି: ମାର୍ଚ୍ଚ ୧୬ ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ୟୁନିଭର୍ସିଟିରେ ବିଭିନ୍ନ ବିଭାଗରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର୍ ଏବଂ ଆସିଷ୍ଚାଣ୍ଟ ପ୍ରଫେସର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୬ ସୁଦ୍ଧା ନିଜର...
ଗଞ୍ଜାମ: ଜାନୁଆରି ମାସରେ ସଡ଼କ ଦୁର୍ଘଟଣା ଯୋଗୁଁ ୫୭ ଜଣଙ୍କ ମୃତ୍ୟୁ ହୋଇଛି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଗତ ଜାନୁଆରି ମାସରେ ସଡକ ଦୁର୍ଘଟଣାରେ ୫୭ ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଡ଼କ ସୁରକ୍ଷା କମିଟି ବୈଠକରେ ଏହି...
ବ୍ରହ୍ମପୁର ରେଳ ଷ୍ଟେସନରୁ ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ରେଳ ଷ୍ଟେସନରୁ ଜବତ ହେଲା ଗଞ୍ଜେଇ। ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରୁ ଏହି ଗଞ୍ଜେଇ ଜବତ କରାଯାଇଥିବା ବେଳେ ୨ ଜଣକୁ ଗିରଫ କରିଛି ରେଳବାଇ...
ବ୍ରହ୍ମପୁର: ନାଳରେ ଫସିଲା ଗ୍ରାନାଇଟ୍ ବୋଝେଇ ଟ୍ରକ୍, ଯାତାୟତ ଠପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ନାଳରେ ଫସିଲା ଗ୍ରାନାଇଟ୍ ବୋଝେଇ ଟ୍ରକ୍। ବ୍ରହ୍ମପୁର ବଡ଼ ରେଡ଼ିକା ସାହି ନାଳରେ ଏକ ଗ୍ରାନାଇଟ୍ ବୋଝେଇ ଟ୍ରକ୍ ଫସିଯାଇଥିଲା। ଫଳରେ ସେଠାରେ ଦୀର୍ଘ ସମୟ ଧରି...





















