ଡିସେମ୍ବର ୧୧ରୁ ଓଡ଼ିଶାରେ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଚତୁର୍ଥ ସଂସ୍କରଣ ଡିସେମ୍ବର ୧୧ ତାରିଖରୁ ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ ହେବ। ଏହି ୧୩୦୦ କିଲୋମିଟର ସାଇକଲେ ଯାତ୍ରାରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ୧୩...

‘ମୋ କଲେଜ’ ଅଭିଯାନ ଅଧୀନରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍’ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରବିବାର ଦିନ ଏକ ‘ଆଲୁମିନ ମିଟ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋ’ କଲେଜ ଅଭିଯାନ ପରିଚାଳନା...

ଓଡ଼ିଶାରେ କଳା ଶିକ୍ଷା

କପିଳାସ ଭୂୟାଁ ଆଜିକା ଦିନରେ ଓଡ଼ିଶାରେ କଳା ଶିକ୍ଷା ବ୍ୟବସ୍ଥା ଏକ ଉନ୍ନତ ଅବସ୍ଥାରେ ପହଞ୍ଚିଛି ବୋଲି ନିର୍ଦ୍ଵନ୍ଦ୍ଵରେ କୁହାଯାଇପାରେ। ଖଲ୍ଲିକୋଟ ସରକାରୀ କଳା ମହାବିଦ୍ୟାଳୟ ସମେତ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ସରକାରୀ...

ସମୁଦ୍ର ମଝିରେ ଫସିଥିବା ୧୧ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଛ ଧରିବାକୁ ଯାଇ ସମୁଦ୍ର ମଝିରେ ଫସି ରହିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରି ଉଦ୍ଧାର କରାଯାଇଛି। ମତ୍ସଜୀବୀମାନେ ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ରରେ ଫସି ରହିଥିଲେ। ରାଜ୍ୟ...

ପିତଳ ଛକରେ ୪ ଭାଇଙ୍କ ହତ୍ୟା ଘଟଣା, ୫ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ କମେଣ୍ଟ ମରାକୁ ନେଇ ୪ ଭାଇଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ୍ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି।...

ପୌର ଫଇସଲା: ବ୍ରହ୍ମପୁରରେ ବିଜେଡି-ବିଜେପି ଭିତରେ କଡ଼ା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ପୌର ଭୋଟ୍ ଗଣତି। ଆସିଛି ପ୍ରାରମ୍ଭିକ ଟ୍ରେଣ୍ଡ। ସକାଳ ୧୧ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ଓ ବିଜେପି ମେୟର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା...

ଓରେରାରେ ରିୟଲ ଇଷ୍ଟେଟ ପ୍ରକଳ୍ପ ପଞ୍ଜୀକରଣ କରି ନଥିବାରୁ ଜରିମାନା ଦେବେ ବିଲ୍‌ଡର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ଲଟିଂ ସ୍କିମ ହେଉ ବା ହାଉସିଂ କିମ୍ଵା କମର୍ସିଆଲ ପ୍ରକଳ୍ପ, ପ୍ରତ୍ୟେକ ରିୟଲ ଇଷ୍ଟେଟ ପ୍ରୋଜେକ୍ଟ ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ନିକଟରେ ପଞ୍ଜୀକରଣ କରାଯିବା ଜରୁରୀ। ଏହି...

ସାନଖେମୁଣ୍ଡି ରାଜା ତଥା ପୂର୍ବତନ ବିଧାୟକ ଡକ୍ଟର ଉଦୟ ନାରାୟଣ ଦେବଙ୍କ ଦେହାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ରାଜା ତଥା ମୋହନାର ପୂର୍ବତନ ବିଧାୟକ ଡକ୍ଟର ଉଦୟ ନାରାୟଣ ଦେବଙ୍କର ପରଲୋକ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ...

ମନଲୋଭା ପ୍ରାକୃତିକ ପରିବେଶରେ ରମ୍ଭା ପାନ୍ଥନିବାସ

କପିଳାସ ଭୂୟାଁ ଏବେ ଶୀତ ଦିନ। ବିଶ୍ଵ ମହାମାରୀ କରୋନାର ପରିବର୍ତ୍ତିତ ଭୂତାଣୁ ରୂପ ଓମିକ୍ରନ ସଂକ୍ରମଣ ସାରା ଦେଶରେ ଅତି କ୍ଷିପ୍ର ଗତିରେ ବ୍ୟାପିବା ନେଇ ବିଶେଷଜ୍ଞମାନଙ୍କ ସତର୍କ ସୂଚନା ସତ୍ଵେ...

ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟଙ୍କ ପରଲୋକ

ଡ଼ିଶାଲାଇଭ୍ ବ୍ୟୁରୋ ଗାର୍ଡ ଅଫ୍ ଅନର ପାଇଁ ବିଧାନସଭା ପରିସରକୁ ନିଆଯିବ ପାର୍ଥିବ ଶରୀର ପୁରୀରେ ହେବ ଶେଷକୃତ୍ୟ ସମ୍ପନ୍ନ କୋଦଳାସ୍ଥିତ ବାସଭବନକୁ ଯିବ ମରଶରୀର ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ପରଲୋକ ହୋଇଛି।...