ଆଜି ଭର୍ଚୁଆଲ ମୋଡରେ ସ୍ମାର୍ଟ ସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ନିର୍ମାଣ ହୋଇଥିବା ସ୍ମାର୍ଟ ସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା କାରଣରୁ ଭର୍ଚୁଆଲ ମୋଡରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହେବ। ତେବେ...

ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଠ ପଢ଼ିବା ପାଇଁ କୌଣସି ବୟସ କିମ୍ବା ପଦବୀର ଆବଶ୍ୟକତା ନଥାଏ। ମନରେ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ଥିବାରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ସୋରଡ଼ା...

ଖବର ବିଶ୍ଲେଷଣ – ରାଜ୍ୟରୁ ତୁଟୁନି ଟିକା ଅଭାବୀ ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ସମୟରେ ଟିକାର ଅଭାବ ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି। ଟିକା ପାଇଁ ଲୋକଙ୍କୁ ରାତି ଅନିଦ୍ରା ହେବାକୁ ପଡୁଛି। ଏହା ଯେତିକି ଦୁଃଖଦ ସେତିକି ଚିନ୍ତାଜନଜ ମଧ୍ୟ।...

ଓଡ଼ିଶାରେ ୬ ବେଳାଭୂମିର ହେବ ସୌନ୍ଦର୍ଯ୍ୟକରଣ – ଏଣିକି ଭରପୂର ମଜା ନେବେ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରସ୍ତୁତି କରିଛନ୍ତି। ଯୋଜନା ଅନୁସାରେ ରାଜ୍ୟରେ ଥିବା ୬ଟି ପ୍ରମୁଖ...

କୋଭିଡ୍ ସଚେତନତା ସହ ବୃକ୍ଷରୋପଣ କରି ‘ବିଶ୍ଵ ପରିବେଶ ଦିବସ’ ପାଳିଲା ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଓ ସ୍ଵାତୀ...

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଓ ସ୍ଵାତୀ ଏନଜିଓ ପକ୍ଷରୁ ଶନିବାର ବିଶ୍ଵ ପରିବେଶ ଦିବସ ପାଳନ ହୋଇଛି। ଏହି ଅବସରରେ ଭଞ୍ଜନଗର ବ୍ଳକ ଦଦରାଲୁଣ୍ଡା ପଞ୍ଚାୟତର ପଇତା ଗାଁରେ...
titli-touches Odisha at Gopalpur

କରୋନା ଭୟ – ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ବେଳାଭୂମି

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ପ୍ରତ୍ୟେକ ଶନିବାର ଏବଂ ରବିବାର ଗଞ୍ଜାମର ଗୋପାଳପୁର ଏବଂ ସୋନପୁର ବେଳାଭୂମି...

କୋଭିଡ କଟକଣାରେ ଆରମ୍ଭ ମା’ ତାରାତାରିଣୀଙ୍କ ଚୈତ୍ର ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଚୈତ୍ର ମେଳା। ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ପଡ଼ୁଥିବାରୁ, ଜିଲ୍ଲାରେ ଏହି ମେଳା ଆରମ୍ଭ ହୋଇଯାଇଛି। ସରକାରଙ୍କ...

ପୁଣି ଗଞ୍ଜାମ ପାଇଁ ଚିନ୍ତା ବଢ଼ାଇବେ କି ସୁରଟ ଫେରନ୍ତା?

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମକୁ ଫେରୁଛନ୍ତି ଶହ ଶହ ପ୍ରବାସୀ। ଏମାନେ ଟ୍ରେନ ଯୋଗେ ସୁରଟ, ମହାରାଷ୍ଟ୍ର ଓ ହାଇଦ୍ରାବାଦରୁ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ଓହ୍ଲାଇଛନ୍ତି। ଗଞ୍ଜାମରେ ଦଣ୍ଡଯାତ୍ରା ଓ ଅନ୍ୟାନ୍ୟ ପାରମ୍ପରିକ ପର୍ବକୁ...

ଗଞ୍ଜାମର ସୌନ୍ଦର୍ଯ୍ୟଭରା ‘ତାମ୍ପରା ହ୍ରଦ’ – ବୋଟିଂର ମଜା ପର୍ଯ୍ୟଟକଙ୍କୁ କରେ ଆକୃଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ଅନ୍ୟତମ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳୀ ହେଉଛି ଛତ୍ରପୁର ନିକଟରେ ତାମ୍ପରା ହ୍ରଦ। ପ୍ରକୃତି କୋଳରେ ସମୟ ବିତାଇବା ପାଇଁ ଏହା ଏକ ସୁନ୍ଦର ସ୍ଥାନ। ଏହି ମଧୁର ଜଳ...

ନୂଆରୂପରେ ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ – ପର୍ଯ୍ୟଟକଙ୍କୁ କରୁଛି ଆକର୍ଷିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କଲା ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ। ଦିନେ ଅବ୍ୟବହୃତ ଓ ଅତି ଖରାପ ଅବସ୍ଥାରେ ଥିବା ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ...