ଗଞ୍ଜାମ ଜିଲ୍ଲାରେ ବିପୁଳ ପରିମାଣର ଏକ୍ସପାଇରି ବିୟର ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦଶହରା ପର୍ବ ପାଳନ ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପୁଳ ପରିମାଣର ସମୟ ପୁରି ଯାଇଥିବା ବିୟର ଜବତ କରାଯାଇଛି। ବ୍ରହ୍ମପୁର ସହରର ବିଭିନ୍ନ ମଦ ଦୋକାନରୁ ଏହା ଜବତ...

ରାୟପୁର ବସ୍ ଦୁର୍ଘଟଣା – ଗଞ୍ଜାମରେ ପହଞ୍ଚିଲା ୮ ଶ୍ରମିକଙ୍କ ମରଶରୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼ର ରାୟପୁର ନିକଟରେ ବସ୍‌ ଦୁର୍ଘଟଣାରେ ଶନିବାର ଛତିଶଗଡ଼ରେ ୮ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଆଜି ସେମାନଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିଛି। ମରଶରୀର ପହଞ୍ଚିବା ପରେ ପରିବାର ଲୋକ ସେମାନଙ୍କ ଶେଷକୃତ୍ୟ...

ସୀମା ଟପିଗଲା ସଂକ୍ରମଣ – ଗଞ୍ଜାମକୁ ପଛରେ ପକାଇ ଟପରେ ଖୋର୍ଦ୍ଧା ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣରେ ଏବେ ଖୋର୍ଦ୍ଧା ଏକ ନମ୍ବର ଜିଲ୍ଲା। କରୋନା ସଂକ୍ରମଣର ସବୁ ସୀମା ଡେଇଁଗଲା ଖୋର୍ଦ୍ଧା ଜିଲ୍ଲା। ଆଜି ଜିଲ୍ଲାରୁ ୭୨୨  ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ଗଞ୍ଜାମକୁ ପଛରେ...

ଗଞ୍ଜାମରେ କୋହଳ ହେଲା କରୋନା କଟକଣା, ଖୋଲିଲା ଦୋକାନ ବଜାର

ଓଡିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରଣକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଜାରି ହୋଇଥିବା କରୋନା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି। ଏଥିସହ ଦୀର୍ଘ ଦିନ...

ଗଞ୍ଜାମ ପରେ ଖୋର୍ଦ୍ଧା ଓ କଟକରେ କରୋନା ସଂକ୍ରମଣ ଉପରମୁହାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ପରେ ଏବେ କରୋନା ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା ଓ କଟକ ଜିଲ୍ଲା। ରାଜ୍ୟରେ ଏବେ କରୋନାର ନୂଆ ହଟସ୍ପଟ ଜିଲ୍ଲା ସାଜିଛି ଖୋର୍ଦ୍ଧା ଓ କଟକ। ଏହି ଦୁଇ ଜିଲ୍ଲା ଏବେ...

ବାଲି ଚୋରାଚାଲାଣ ନେଇ ହିଞ୍ଜିଳିରେ ଉତ୍ତେଜନା, ପୋଲିସର ଲାଠିଚାର୍ଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ କଲା ପୋଲିସ। ରବିବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନିକଟରେ ବାଲି ଚୋରାଚାଲାଣକୁ ନେଇ ଆନ୍ଦୋଳନ କରୁଥିବା କିଛି ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ୍ ଲାଠିଚାଳନା କରିଥିବାର...
corona death

କରୋନାରେ ଆଖି ବୁଜିଲେ ଆଉ ୧୦ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି କରୋନାରେ ୧୦ ମୃତ୍ୟୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ମୃତ ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୩୯୦କୁ ବୃଦ୍ଧି ଗୋଟିଏ ପଟେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ଅନ୍ୟପଟେ କରୋନା...

ଗଞ୍ଜାମରେ ଏବର୍ଷ ହେବନି ଗଣେଶ ପୂଜା, କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ଏବର୍ଷ ହେବନି ଗଣେଶ ପୂଜା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୂଜା ଉପରେ ରୋକ୍ ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ...

ଖୋଲିଲା ଏମ୍‌କେସିଜି ମେଡିକାଲ ଓପିଡି

ଓଡିଶାଲାଇଭ୍ ବ୍ୟୁରୋ ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଓପିଡିରେ ପୁଣି ରୋଗୀ ସେବା ଆରମ୍ଭ ହୋଇଛି। ଗତ ଜୁଲାଇ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓପିଡିକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ...

ଗଞ୍ଜାମରେ ପଜିଟିଭ ସଂଖ୍ୟା କମୁଛି, ସୁସ୍ଥ ହାର ବଢ଼ୁଛି – ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଗଞ୍ଜାମ ଜିଲ୍ଲାରେ କରୋନା ସୁସ୍ଥ ହାର ୭୮ ପ୍ରତିଶ୍ରତକୁ ବୃଦ୍ଧି ଘଟିଛି। ତିନି ଦିନ ତଳେ ଗଞ୍ଜାମରେ ଆକ୍ଟିଭ୍‌ କେସ୍‌ ଥିଲା ୩ ହଜାର ୭ ଶହରୁ ଅଧିକ କେସ୍‌ ଥିଲା।...