ଜଗତସିଂହପୁର: ଶାରଳା ମନ୍ଦିରରେ କରୋନା କଟକଣା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ଜଗତସିଂହପୁରର ଆରାଧ୍ୟ ଦେବୀ ମା’ ଶାରଳାଙ୍କ ପୀଠରେ ଲାଗିଲା କଟକଣା। ପୀଠରେ ଦକ୍ଷିଣ ଓ ପଶ୍ଚିମ ଦ୍ୱାର ବନ୍ଦ ରହିବ। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ଯିବେ...
ପାରାଦୀପ ପୋର୍ଟରେ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର୍ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପ ବନ୍ଦର ବା ଟ୍ରଷ୍ଟ ପୋର୍ଟରେ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଏମ୍ବିବିଏସ୍ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ରେ ଅନୁଷ୍ଠିତ...
ପାରାଦୀପ ବନ୍ଦରରେ ୨ ଜଣ କୋରୋନା ସନ୍ଦିଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପରେ ଚିହ୍ନଟ ହୋଇଛନ୍ତି ୨ ଜଣ କୋରୋନା ସନ୍ଦିଗ୍ଧ। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଏକ ଜାହାଜରେ ଏହି ଦୁଇ ଭାରତୀୟଙ୍କ ପାଖରେ କୋରୋନା ଭାଇରସ ରହିଥିବା ସନ୍ଦେହ କରାଯାଉଛି।
ଏହି ଦୁଇ...
ଏପ୍ରିଲ ୮ରୁ ପାରାଦୀପରେ ହେବ ସୈନ୍ୟବାହିନୀ ନିଯୁକ୍ତି ରାଲି: ମାର୍ଚ୍ଚ ୨୩ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୮ ତାରିଖରୁ ପାରାଦୀପରେ ଅନୁଷ୍ଠିତ ହେବାକୁ ଯାଉଛି ସୈନ୍ୟବାହିନୀ ନିଯୁକ୍ତି ରାଲି। ଇଚ୍ଛୁକ ପ୍ରାର୍ଥୀ ମାର୍ଚ୍ଚ ୨୩ ଯାଏଁ ପଞ୍ଜୀକରଣ କରିପାରିବେ। କେବଳ ପୁରୁଷ ପ୍ରାର୍ଥୀମାନେ ଏହି ରାଲିରେ ଭାବ...
ଆଦିବାସୀଙ୍କୁ ସାହା ହେଲେ ଇଞ୍ଜିନିୟର – ୪୦ ଲକ୍ଷ ଟଙ୍କାର ଜମି କିଣି ଭୂମିହୀନଙ୍କୁ ବାଣ୍ଟିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମି ପାଇଁ ବାପ-ପୁଅ ଓ ଭାଇ-ଭାଇ ମଧ୍ୟରେ ଲଢ଼େଇ ସାଧାରଣ କଥା। ହେଲେ ଏଭଳି ସମାଜରେ ଭୂମିହୀନଙ୍କୁ ଜମି ଦାନ କରି ଉଦାହରଣ ପାଲଟିଛନ୍ତି ଇଞ୍ଜିନିୟର ପ୍ରୀତିରଞ୍ଜନ ମହାରଣା। ପ୍ରୀତିରଞ୍ଜନଙ୍କ ଘର...
ଏପ୍ରିଲ ୮ରେ ପରାଦୀପରେ ସୈନ୍ୟବାହିନୀ ନିଯୁକ୍ତି ରାଲି – ମାର୍ଚ୍ଚ ୨୩ ଯାଏଁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୮ ତାରିଖରୁ ୧୫ ତାରିଖ ଯାଏଁ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ସୈନ୍ୟବାହିନୀ ନିଯୁକ୍ତି ରାଲି। ଇଚ୍ଛୁକ ପ୍ରାର୍ଥୀମାନେ ଆଜିଠୁ ମାର୍ଚ୍ଚ ୨୩ ଯାଏଁ କରିପାରିବେ ଆବେଦନ।...
ପାରାଦୀପରେ ଚୀନ୍ ଜାହାଜ – କର୍ମଚାରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କଲେ ଡାକ୍ତରୀ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପ ବନ୍ଦରରେ ଲାଗିଛି ଚୀନରୁ ଆସିଥିବା ଜାହାଜ। ଏହି ଜାହାଜଟି ଚୀନରୁ ଥର୍ମାଲ କୋଇଲା ନେଇ ପାରାଦୀପ ଆସିଛି। ଶୁକ୍ରବାର ଦିନ ଏହି ଜାହାଜଟି ପାରାଦୀପ ବନ୍ଦରରେ ଲାଗିବା ପରେ ସ୍ୱତନ୍ତ୍ର...
ଓଡ଼ିଶାରେ କୋରୋନା ଭୟ – ଚୀନରୁ ଆସୁଥିବା ଜାହାଜ ଉପରେ ଲାଗିଲା କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କୋରୋନା ଭାଇରସ୍ ଭୟ। କୋରୋନା ସଂକ୍ରମଣ ଆଶଙ୍କାରେ ଚୀନ୍, ହଂକଂରୁ ଆସୁଥିବା ୭ଟି ଜାହାଜ ଉପରେ କଟକଣା ଲାଗିଛି। ଏହି କଟକଣା ପାରାଦୀପ ବନ୍ଦର ପକ୍ଷରୁ ଲାଗୁ ହୋଇଛି। ମାଲ୍...
ଜାଲରେ ପଡ଼ିଲା ୨ କ୍ଵିଣ୍ଟାଲର ‘କାଉ ମାଛ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାଲରେ ପଡ଼ିଲା ଏକ ବିରଳ ପ୍ରଜାତିର ମାଛ। ଏହାର ଓଜନ ପ୍ରାୟ ୨ କ୍ଵିଣ୍ଟାଲ ହୋଇଥିବା ଜଣାପଡ଼ିଛି। ପାରାଦୀପ ସମୁଦ୍ରରୁ ମତ୍ସଜୀବୀଙ୍କ ଜାଲରେ ପଡ଼ିଛି ଏଭଳି ବିରଳ ପ୍ରଜାତିର ମାଛ। ଏହାର...
ପୁଣି ଖାକିରେ ଦାଗ! ସିଆଇଏସ୍ଏଫ୍ କନଷ୍ଟେବଳଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଖାକିରେ ଲାଗିଲା ଦାଗ। ସିଆଇଏସ୍ଏଫ୍ କନଷ୍ଟେବଳଙ୍କ ନାଁରେ ସାଂଘାତିକ ଅଭିଯୋଗ। ସାଢ଼େ ୪ବର୍ଷର ଝିଅକୁ ଚକୋଲେଟ୍ ଦେବା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି...





















