ଝାରସୁଗୁଡ଼ା ଡବଲ ମର୍ଡର ଘଟଣା: ଆଜି ସରୁଛି ଅନୁପଙ୍କ ରିମାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ଆଜି ସରୁଛି ଅନୁପ ସାଏଙ୍କ ରିମାଣ୍ଡ ଅବଧି। ଅନୁପଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିଥିଲା ଛତିଶଗଡ଼ ପୋଲିସ। ତେବେ ତିନି ଦିନିଆ ଜେରାରେ ପୋଲିସକୁ ଅନେକ...

ଝାରସୁଗୁଡ଼ା ଡବଲ ମର୍ଡର ଘଟଣା: ଡେମୋ ଦେଖାଇବେ ଅନୁପ ଓ ଡ୍ରାଇଭର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାର ଡେମୋ ଦେଖାଇବେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ। ଏନେଇ ସୂଚନା ଦେଇଛନ୍ତି ବିଳାଶପୁର ରେଞ୍ଜ ଆଇଜି ଦୀପାଂଶୁ କାବ୍ରା। ବୁଧବାର ଅନୁପ ସାଏ ଓ...

ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଛତିଶଗଡ଼ ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେଲା ଛତିଶଗଡ଼ ପୋଲିସ। ଅନୁପ ସାଏଙ୍କୁ ୩ଦିନିଆ ରିମାଣ୍ଡରେ ନେଇଥିବା ବେଳେ ବର୍ଦ୍ଧନଙ୍କୁ ଦିନିକିଆ...

କୋର୍ଟରେ ହାଜର ହେଲେ ଅନୁପ ସାଏ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ରାୟଗଡ଼ କୋର୍ଟରେ ହାଜର ହେଲେ ଅନୁପ ସାଏ। ତାଙ୍କ ସହ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି। ପୋଲିସର ରିମାଣ୍ଡ ଆବେଦନ ଉପରେ...

ଅନୁପଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ ଷ୍ଟ୍ରାଟେଜି ତିଆରି କରୁଛି ଛତିଶଗଡ଼ ପୋଲିସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିନ ଯେତିକି ଗଡୁଛି ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ସେତିକି ଟୁଇଷ୍ଟ ଆସୁଛି। ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଛତିଶଗଡ଼ ପୋଲିସ ଷ୍ଟ୍ରାଟେଜି...

ବ୍ରଜରାଜନଗରରେ ଛାନ୍‌ଭିନ୍‌ କଲା ଛତିଶଗଡ଼ ପୋଲିସ – ଅନୁପଙ୍କ ପୁତୁରାକୁ ନୋଟିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡରର ଅଧିକ ଛାନ୍‌ଭିନ୍‌ ପାଇଁ ଝାରସୁଗୁଡ଼ା ଆସି ଯାଞ୍ଚ କରିଛନ୍ତି ଛତିଶଗଡ଼ ପୋଲିସର ସ୍ଵତନ୍ତ୍ର ଟିମ୍‌। ଏହି ଟିମ୍‌ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ...

ଫିଟୁଛି ଝାରସୁଗୁଡ଼ା ଡବଲ ମର୍ଡରର ଗୁମର – ଡେମୋରେ ସାମ୍ନାକୁ ଆସିଲା ଇନୋଭା ଗାଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳ୍ପନା-ବବ୍‌ଲି ହତ୍ୟାକାଣ୍ଡର ସିନ୍‌ ରିକ୍ରିଏଟ୍‌ କଲା ପୋଲିସ। ଡେମୋ ଦେଖାଇ ସତ କହିଲା ଡ୍ରାଇଭର ବର୍ଦ୍ଧନ। ଫିଟୁଛି ଝାରସୁଗୁଡ଼ା ଡବଲ ମର୍ଡରର ଗୁମର। କଳ୍ପନା ଓ ତାଙ୍କ ଝିଅ ବବ୍‌ଲିକୁ ହତ୍ୟା କରିବା...

ବ୍ରଜରାଜନଗରରେ ତେଜିଲା ଆନ୍ଦୋଳନ – ‘‘ଅନୁପଙ୍କୁ ଫାଶୀ ଦିଅ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଫାଶୀ ଦିଆଯାଉ। ଏହି ଦାବି ନେଇ ବ୍ରଜରାଜନଗରରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବିଜେପି ମହିଳା ମୋର୍ଚ୍ଚା। ଅନୁପ ସାଏ ହାଏ ହାଏ...

ଅନୁପ କେଉଁଠି ଛାଡ଼ିଥିଲେ ସୁରାକ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁହାଯାଏ ଅପରାଧୀ ଯେତେ ବି ଚାଲାକ ହେଉଥାଉ ନା କାହିଁକି କେଉଁଠି ନା କେଉଁଠି ପ୍ରମାଣ ଛାଡ଼ିଦେଇ ଯାଇଥାଏ। ଏହି ଉକ୍ତି ପୁଣି ସତ ପ୍ରମାଣିତ ହୋଇଛି। ଦୁଇ ମା’ ଝିଅଙ୍କୁ...

ଝାରସୁଗୁଡ଼ାରେ ଏନ୍‌ଏଚ୍‌ ଉପରେ ଛିଡ଼ିଲା ୧୩୨ କେଭି ତାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ ରାଜପଥ ଉପରେ ଛିଡ଼ି ପଡ଼ିଲା ୧୩୨ କେଭି ତାର। ସୌଭାଗ୍ୟବଶତଃ କାହାରି ଉପରେ ତାର ପଡ଼ିନଥିବା ଜଣାପଡ଼ିଛି। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ୪୯ ନମ୍ଵର ଜାତୀୟ ରାଜପଥ ବିଟିଏମ୍‌...