ବ୍ରଜରାଜ ନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଉଠାଇ ନେଲା ଛତିଶଗଡ଼ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା: ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଉଠାଇ ନେଲା ଛତିଶଗଡ଼ ପୋଲିସ। ରାୟଗଡ଼ ଜିଲ୍ଲାର ଚକ୍ରଧର ନଗର ଥାନାରେ ଅଟକ ରଖି ପୋଲିସ ତାଙ୍କୁ ପଚରାଉଚରା କରୁଛି। ବିଳମ୍ବିତ...

କୋଲକାତାରୁ ଝାରସୁଗୁଡ଼ାକୁ ଆରମ୍ଭ ହେଲା ବିମାନ ଚଳାଚଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଝାରସୁଗୁଡ଼ାରେ ପହଞ୍ଚିଲା ଆଲାଏନ୍ସ ଏୟାରର ପ୍ରଥମ ବିମାନ। ସୋମବାର ୧୨ଟା ୪୫ରେ କୋଲକାତାରୁ ୧୬ ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲା। ପୁଣି ୧ଟା ୧୫ରେ ୨୫...

ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତାକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତାକୁ ଓ ଜାନୁଆରି ୩୧ରୁ ଝାରସୁଗୁଡ଼ାରୁ ବାରଣାସୀକୁ ଉଡ଼ିବ ବିମାନ। ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତାକୁ ସିଧାସଳଖ ଉଡ଼ିବ ବିମାନ। ଆଲିଆନ୍ସ ଏୟାର ପକ୍ଷରୁ ଆରମ୍ଭ ହେବାକୁ ଥିବା...

ରେଲୱେ ବିଦ୍ୟୁତ ପରିଚାଳନା କାମରେ ଅଘଟଣ, ବିଦ୍ୟୁତ୍‌ ଆଘାତରେ ୪ ଶ୍ରମିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରେଳ ଲାଇନ ବିଦ୍ୟୁତ ଯନ୍ତ୍ରପାତି ମରାମତି କାମରେ ଅଘଟଣ। କାମ ଚାଲିଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ୪ ଶ୍ରମିକ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର-ବେଲପାହାଡ଼...

ଚଳନ୍ତା ଟ୍ରେନରୁ ଡେଇଁ ଦୁଇ ଯୁବତୀ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଲୁଥିବା ଅବସ୍ଥାରେ ଟ୍ରେନରୁ ଡେଇଁ ପଡ଼ିଲେ ଦୁଇ ଯୁବତୀ। ଏଫରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ଷ୍ଟେସନରେ। ପୁରୀରୁ ହରଦ୍ଵାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସରୁ ସେମାନେ ଡିଆଁ ମାରିଥିଲେ।...

ଘର ସାମ୍ନାରେ ମହିଳାଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡା ଜିଲ୍ଲା ସାରସମାଲ ରୋହିଦାସ ପଡାରେ ଘର ସାମ୍ନାରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ନାଁ କନକଲତା ରୋହିଦାସ। ତେବେ ଏହି...

ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ଜିଲ୍ଲା ଲଖନପୁରରୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ଆଜି ସକାଳେ ନିଆଁ ଲାଗିଯାଇଥିଲା। ଟ୍ରେନ୍‌ର ଏକ ଡବାରୁ ଧୁଆଁ ବାହାରୁଥିବା ହୀରାକୁଦ ଷ୍ଟେସନ୍‌ ପାଖରେ ଜଣାପଡ଼ିଥିଲା। ଏହା ଜାଣିବା...

ଟ୍ରକ ଧକ୍କାରେ ଛାତ୍ରୀ ମୃତ, ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦ୍ୟାଳୟରୁ ଛୁଟି ହୋଇ ଫେରୁଥିଲେ ଘରକୁ। ହେଲେ ଘରକୁ ଯିବା ବାଟରେ ଘଟିଗଲା ଅଘଟଣ। ଟ୍ରକ ଧକ୍କାରେ ଚାଲିଗଲା ୧୫ ବର୍ଷ ନାବାଳିକାର ଜୀବନ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଝାରସୁଗୁଡା...

ନଭେମ୍ବର ୩୦ରୁ ରାଜ୍ୟ ସିନିୟର ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେବାକୁ ଯାଉଛି ୬୭ତମ ରାଜ୍ୟ ସିନିୟର ପୁରୁଷ ଓ ମହିଳା କବାଡ଼ି ପ୍ରତିଯୋଗିତା। ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ଏହି ପ୍ରତିଯୋଗିତା ଚାଲିବ। ଓଡ଼ିଶା କବାଡ଼ି...

ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ପଞ୍ଚମ ଶ୍ରେଣୀ ଛାତ୍ର ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଗୁରୁତର ହେଲେ ଛାତ୍ର। ଏଭଳି ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟରେ। ମାଡ଼ ମାରିଥିବା ଶିକ୍ଷକ ଜଣକ ହେଉଛନ୍ତି ସେହି ସ୍କୁଲର ପ୍ରଧାନ...