‘ଜ୍ଞାନେଶ୍ଵରୀ ଏକ୍ସପ୍ରେସ’ରୁ ଜବତ ହେଲା ୧୧କେଜି ସୁନା, ୨ ଅଟକ

ଓଡ଼ିଶାଲାଇଭ ବ୍ୟୁରୋ ଟ୍ରେନରୁ ଜବତ ହେଲା ୧୧କେଜି ସୁନା। ହାଓ୍ଵଡ଼ାରୁ ମୁମ୍ଵାଇ ଯାଉଥିବା ଜ୍ଞାନେଶ୍ଵରୀ ଏକ୍ସପ୍ରେସରୁ ଏହି ସୁନା ଜବତ କରିଛି ସେଣ୍ଟ୍ରାଲ ଏକ୍ସସାଇଜ ଓ କଷ୍ଟମ ବିଭାଗ। ଏହାସହ ୨ଜଣଙ୍କୁ ଅଟକ ରଖାଯାଇଛି।...

ଝାରସୁଗୁଡ଼ା: ଯୁବକଙ୍କୁ ଗଳାକାଟି ହତ୍ୟା

ଓଡ଼ିଶାଲାଇଭ ବ୍ୟୁରୋ ଜଣେ ଯୁବକଙ୍କୁ ଗଳାକଟା ହତ୍ୟା କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ପୁଡ଼ାମାଲ ଗାଁରେ। ଗାଁ ପାଖରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ...

ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ, ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି ରାଜକୁମାରୀ

ଓଡ଼ିଶାଲାଇଭ ବ୍ୟୁରୋ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି ରାଜକୁମାରୀ କିସାନ ନାମକ ଜଣେ ମହିଳା। ପରିବାର ଲୋକ ଡାକ୍ତରଖାନା ନେଇଥିଲେ ମଧ୍ୟ ଚିକିତ୍ସା ପାଇଁ ଅଧିକ ଟଙ୍କା...

ଝାରସୁଗୁଡ଼ା: ଭୁଶୁଡୁଛି ସ୍କୁଲ ଛାତ, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ବିପଦ ଜନକ ଅବସ୍ଥାରେ ସ୍କୁଲରେ ପଢୁଛନ୍ତି ପିଲା। ସ୍କୁଲ ଛାତ ଭୁଶୁଡି ପଡ଼ିଥିବା ଯୋଗୁଁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ବହୁଦିନ ହୋଇଯିବ ଏହା ମରାମତି ମଧ୍ୟ କରା ଯାଉନାହିଁ।...

ଝାରସୁଗୁଡ଼ାରେ ଏମିତି ବି ଅଛି ଗାଁ – ରାସ୍ତା ନାହିଁ କି ସ୍କୁଲ ନାହିଁ, ବିଜୁଳି ସାତ ସପନ

ଓଡ଼ିଶାଲାଇଭ ବ୍ୟୁରୋ ବର୍ତ୍ତମାନ ଦେଶରେ ଅନେକ ବିକାଶ ମୂଳକ କାର୍ଯ୍ୟ କରାଯାଉଛି। ଜ୍ଞାନ ବିଜ୍ଞାନ, ଯାନ୍ତ୍ରିକ କୌଶଳ ପ୍ରୟୋଗକରି ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ହେଲେ...

ଲାଞ୍ଚ ମାଗି ସସ୍‌ପେଣ୍ଡ ହେଲେ ପୋଲିସ ବାବୁ

ଓଡ଼ିଶାଲାଇଭ ବ୍ୟୁରୋ ଲାଞ୍ଚ ମାଗି ସସ୍‌ପେଣ୍ଡ ହେଲେ ପୋଲିସ ଏଏସଆଇ। ଝାରସୁଗୁଡା ଜିଲ୍ଲା ବନହରପାଲି ଥାନାର ଏଏସଆଇ ପରିକ୍ଷିତ ସାହୁ ଲାଞ୍ଚ ମାଗିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ପରେ ଜିଲ୍ଲା ଆରକ୍ଷୀ ଅଧିକାରୀ ତାଙ୍କୁ...

ପିଙ୍କିର ପାଠ ପଢ଼ାରେ ଅର୍ଥ ସାଜିଛି ବାଧକ

ଓଡ଼ିଶାଲାଇଭ ବ୍ୟୁରୋ ପାଠ ପଢ଼ିବା ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏହା ଗରିବ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେମାନଙ୍କ ପାଠପଢ଼ା ପାଇଁ ଅର୍ଥ ସାଜିଛି ବାଧକ। ଆର୍ଥିକ ଅନଟନ...

ଝାରସୁଗୁଡ଼ା: ଭୁଶୁଡୁଛି ଉଡ଼ାଜାହାଜ ପଡ଼ିଆ ପ୍ରାଥମିକ ବିଦ୍ୟାଳୟର ଛାତ, ବାରଣ୍ଡାରେ ପଢୁଛନ୍ତି ପିଲା

ଓଡ଼ିଶାଲାଇଭ ବ୍ୟୁରୋ ୫ ଶ୍ରେଣୀ ପାଇଁ ୨ ଶ୍ରେଣୀଗୃହ ବାରଣ୍ଡାରେ ପଢୁଛନ୍ତି ପିଲା ସରକାର ସର୍ବଶିକ୍ଷା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ପିଲାଙ୍କୁ ସ୍କୁଲ...

ଆକ୍ସିସ୍‌ ବ୍ୟାଙ୍କ ଲୁଟ୍‌ ଘଟଣାରେ ଜଣକୁ ଗିରଫ କଲା ଝାରସୁଗୁଡ଼ା ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ଆକ୍ସିସ ବ୍ୟାଙ୍କ ଲୁଟ ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବିହାର ମୁଜାଫରପୁର ଜିଲ୍ଲାର ପଓ୍ଵନ ଠାକୁରଙ୍କ ପୁଅ ନିରଜ ଠାକୁର। ନିରଜକୁ ଗିରଫ ପରେ ପ୍ରଥମେ...

ଝାରସୁଗୁଡ଼ାରେ ଏନକାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ଆହତ

ଓଡ଼ିଶାଲାଇଭ ବ୍ୟୁରୋ    ପୋଲିସ ଟାର୍ଗେଟରେ ଦୁର୍ଦ୍ଦାନ୍ତ ଅପରାଧୀ। ଗୋଡ଼େଇ ଗୋଡ଼େଇ କଲେ ଏନକାଉଣ୍ଟର। ଆଜି ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଛୁଆଳିବେରେଣାଠାରେ। ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ...