କେନ୍ଦ୍ରାପଡ଼ା: ଘୁଷୁରୀ ଥୋପରେ ଧରାପଡ଼ିଲା ମହାବଳ କୁମ୍ଭୀର

ଓଡିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଘୁଷୁରୀ ଖାଇବାକୁ ଆସି ଜାଲରେ ଧରାପଡ଼ିଲା ମହାବଳ କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ପଟ୍ଟାମୁଣ୍ଡାଇର ବିରୂପା ନଦୀ କୂଳରେ ବୁଲୁଥିବା ଏକ ଘୁଷୁରୀକୁ ଖାଇବାକୁ ଆସି କୁମ୍ଭୀରଟି...

ମିଳୁନି ସହାୟତା, ସ୍ଵାମୀଙ୍କ ଔଷଧ ଖର୍ଚ୍ଚ ପାଇଁ ପରିଣତ ବୟସରେ ମୂଲ ଲାଗୁଛନ୍ତି ଭାରତୀ

ଓଡିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଳସପୁର ପଞ୍ଚାୟତ ଜେନାଭଳି ଗାଁର ଶିବ ପ୍ରସାଦ ଏବଂ ଭାରତୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ପେଟର ଭୋକ...

କେନ୍ଦ୍ରାପଡ଼ାରେ ପୋଲିସ-ଡାକ୍ତର ମୁହାଁମୁହିଁ , ଆନ୍ଦୋଳନକୁ ଓହ୍ଲାଇଲା ଓମ୍‌ସା

ଓଡିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ସହରର ମନକପୁରରେ ଥିବା ଏକ ନର୍ସିଂହୋମରେ ଡାକ୍ତର ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ ୨ ଜଣ ଡାକ୍ତରଙ୍କ ସମେତ ୬ ଜଣ କର୍ମଚାରୀଙ୍କୁ ଗିରଫ...

କେନ୍ଦ୍ରାପଡ଼ା: ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ ବନ୍ଦ କରିଦେଲା ପୋଲିସ, ଆୟୋଜକଙ୍କୁ ନେଇ ଉଠୁଛି ପ୍ରଶ୍ନ

ଓଡିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଏକ ହୋଟେଲରେ ଆୟୋଜିତ ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ କେନ୍ଦ୍ରାପଡ଼ା ସଦରଥାନା ପୋଲିସ ବନ୍ଦ କରିଦେଇଛି। ସରକାରୀ ଦଳର ବ୍ୟାନର ଲାଗିଥିବା ଏହି କାର୍ଯ୍ୟକ୍ରମକୁ...

କେନ୍ଦ୍ରାପଡ଼ା: ପ୍ଲାଜମା ଦାନ ପାଇଁ ଉତ୍ସାହିତ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନାକୁ ପରାଜିତ କରି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରୁ ସଂଗ୍ରହ କରାଯିବ ପ୍ଲାଜମା। ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ...

କେନ୍ଦ୍ରାପଡ଼ା: ମାଟ୍ରିକ ଫଳ ନେଲା ଦୁଇ ଜୀବନ, ଜଣେ ଗୁରୁତର

ଓଡିଶାଲାଇଭ୍ ବ୍ୟୁରୋ ଚଳିତବର୍ଷର ମାଟ୍ରିକ ରେଜଲ୍ଟ ବୁଧବାର ପ୍ରକାଶ ପାଇଛି। ତେବେ ପରୀକ୍ଷା ଫଳକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ତିନିଟି ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର ୨ ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ସେହିପରି...
kendrapara truck

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇଠାରେ ଦୁଇଟି ବାଲି ବୋଝେଇ ଟ୍ରକ ଜବତ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣି): ଲକଡାଉନ ସମୟରେ ଚୋରା କାରବାର କାର୍ଯ୍ୟ ବେଶ୍ ଜୋରସୋର ଚାଲିଛି। ଗତ ଶନିବାର କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡେଇଠାରେ ପୋଲିସ୍ ଦୁଇଟି ବାଲି ବୋଝେଇ ଟ୍ରକ ଜବତ କରିଛି। ବାଲି...

କେନ୍ଦ୍ରାପଡ଼ାର ଜଣେ ଅଟୋ ଡ୍ରାଇଭର କରୋନା ପଜିଟିଭ, ଲିଙ୍କ୍‌ ଖୋଜୁଛି ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାର ଜଣେ ଅଟୋ ଡ୍ରାଇଭର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ଏହି ଅଟୋ ଚଳାକ କେମିତି କରୋନା ଆକ୍ରାନ୍ତ ହେଲେ ଏବଂ କାହା ସଂସ୍ପର୍ଶରେ ଆସିଥିଲେ...

ରାସ୍ତାରେ ଶୋଇଲା ଶବ – ଗୋଟିଏ ସାହିର ଶବକୁ ମଶାଣି ଛାଡ଼ିଲେନି ଆଉ ଗୋଟିଏ ସାହିର ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ସାହି ବିବାଦର ଚରମ ପରିଣତି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ନୋଧାବସନ୍ତ ଶିରିଗଡ ଗାଁରେ ଦେଖିବାକୁ ମିଳିଛି। ଗୋଟିଏ ସାହିର ଜଣେ ବୃଦ୍ଧଙ୍କ ଶବକୁ ଆର ସାହି...

ହରିଦାସପୁର-ପାରାଦୀପ ରେଳପଥରେ ପରୀକ୍ଷାମୂଳକ ଭାବେ ଗଡ଼ିଲା ପ୍ରଥମ ଟ୍ରେନ, କେନ୍ଦ୍ରାପଡ଼ା ଜିଲ୍ଲା ଛୁଇଁଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଗଡ଼ିଲା ପ୍ରଥମ ଟ୍ରେନ୍‌। ହରିଦାସପୁର-ପାରାଦୀପ ରେଳପଥରେ ପରୀକ୍ଷାମୂଳକ ଭାବେ ଏକ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିଥିଲା। ଶୁକ୍ରବାର ଦିନ ୧୦ଟା ୧୩ ମିନିଟ ସମୟରେ ହରିଦାସପୁର ଷ୍ଟେସନ...