କେନ୍ଦ୍ରାପଡ଼ା – ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଅସୁସ୍ଥ, କଟକ ଯିବା ବେଳେ ଗଲା ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛିଦିନ ତଳେ ମାର୍ଶାଘାଇ ମହାବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଅସୁସ୍ଥ ପ୍ରବାସୀଙ୍କୁ କଟକ ଚିକିତ୍ସା ପାଇଁ ପଠାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ପୁଣି ସେମିତି ଡେରାବିଶ ବ୍ଲକ ଅଞ୍ଚଳର...

ସ୍ତ୍ରୀ ନାଁରେ ସ୍ଵାମୀ ଆଣିଲା ଅଭିଯୋଗ – ଜାଲ୍‌ ପ୍ରମାଣପତ୍ରରେ ୮ ବର୍ଷ କଲେଣି ଚାକିରି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଥିବା ଉର୍ଦ୍ଦୁ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟିକା ଭାବେ ଚାକିରି କରୁଥିବା ଆଫ୍ରୋଜ ପରବିନ ନାମରେ ସାଂଘାତିକ ଅଭିଯୋଗ। ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି...

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଗଡ଼ିଲାନି ବ୍ରହ୍ମ ତାଳଧ୍ୱଜ ରଥ, ବିଧି ରକ୍ଷା ପାଇଁ ପ୍ରତୀକ ରଥଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ୩୦୦ ବର୍ଷର ପରମ୍ପରା ଭାଙ୍ଗିଛି। କରୋନା କଟକଣା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଟକିଗଲା ବ୍ରହ୍ମ ତାଳଧ୍ୱଜ ରଥ। କେବଳ ବିଧି ରକ୍ଷା ପାଇଁ ମନ୍ଦିର ପରିସରରେ ପ୍ରତୀକାତ୍ମକ...

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀବଳଦେବଜୀଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୪ ଦିନ ଅଣସର ଘରେ ରହି ଆଜି ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀବଳଦେବଜୀଉ। କେନ୍ଦ୍ରାପଡ଼ା: ଖାଁ ଖାଁ ବଡଦେଉଳ ଖାଲିଖାଲି ବଡଦାଣ୍ଡ। ଭଗବାନଙ୍କ ଦର୍ଶନ ନପାଇ କାନ୍ଦୁଛନ୍ତି ଭକ୍ତ। କରୋନା କଟକଣା...

କେନ୍ଦ୍ରାପଡ଼ାରେ କିନ୍ନରଙ୍କୁ ପ୍ରଥମ ଶିକ୍ଷାବୃତ୍ତି – ସ୍ଵୀକୃତି ଯୋଜନାରେ ପାଇଲେ ୧୫ ହଜାର ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାରଙ୍କର ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କିନ୍ନର ମାନଙ୍କ ବିକାଶ ପାଇଁ "ସ୍ଵୀକୃତି" ନାମକ ଏକ ନୂଆ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ କେନ୍ଦ୍ରାପଡ଼ାର ସବେରା...

କେନ୍ଦ୍ରାପଡ଼ାରେ ରଥଯାତ୍ରାର ବିଧି ରକ୍ଷା – ସ୍ନାନ ମଣ୍ଡପ ପାଲଟିବ ବ୍ରହ୍ମ ତାଳଧ୍ଵଜ ରଥ, ଝୁଲଣ ମଣ୍ଡପ...

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: କରୋନା ମହାମାରୀ ପାଇଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଏଥର ସ୍ଥଗିତ ରଖାଯାଇଛି। ହେଲେ ବିଧି ରକ୍ଷା କରିବା ପାଇଁ ପ୍ରତୀକାତ୍ମକ ରଥଯାତ୍ରା ଆୟୋଜନ କରାଯିବ।...

କେନ୍ଦ୍ରାପଡ଼ାରେ ବଳଦେବଜୀୟୁଙ୍କ ରଥଯାତ୍ରା ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ  କରୋନା ମହାମାରୀ କାରଣରୁ ଚଳିତ ବର୍ଷ କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ବଳଦେବଜୀୟୁଙ୍କ ରଥଯାତ୍ରା ବନ୍ଦ ରହିବ। ମନ୍ଦିର ପରିସର ମଧ୍ୟରେ ରଥଯାତ୍ରା ସମ୍ବନ୍ଧୀୟ ସମସ୍ତ ରିତିନୀତି ସମାପନ ହେବ ବୋଲି ରଥଯାତ୍ରା କମିଟି...

କେନ୍ଦ୍ରାପଡ଼ାରେ ପଙ୍ଗପାଳ, ଲୋକେ ଆତଙ୍କିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି ହଜାର ହଜାର ସଂଖ୍ୟାରେ ପଙ୍ଗପାଳ। ଏମାନଙ୍କ ପ୍ରାଦୁର୍ଭାବ ହଠାତ ବଢିଯାଇଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ଏମାନେ ଯେକୌଣସି ଗଛରେ ଦଳଦଳ ହୋଇ ବସୁଛନ୍ତି କ୍ଷଣିକ ମଧ୍ୟରେ ଲଣ୍ଡା...

କେନ୍ଦ୍ରାପଡ଼ାରେ ଘୂର୍ଣ୍ଣିଝଡ଼ର ତାଣ୍ଡବ – ଭାଙ୍ଗିଲା ଗଛ, ଉଡ଼ିଗଲା ଆଜବେଷ୍ଟସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତର ଚାଆଁରାକୋଲା ଓ ସୁରେନ୍ଦ୍ରପୁର ଗାଁରେ ଆଜି ତାଣ୍ଡବ କରିଛି ଘୂର୍ଣ୍ଣିଝଡ଼। ଗାଁର ଅନେକ ପରିବାରକୁ ବେଘର କରିଦେଇଥିବା ବେଳେ ବଡବଡ...

ରାସ୍ତାରେ ଯାଉଥିବା ମାଲବାହୀ ଗାଡିକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଯୁବକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଟଡାଉନ୍ ବେଳେ ଜଣେ ଯୁବକ ଘଟାଇଛି ଉନ୍ମତ୍ତ କାଣ୍ଡ। ଆଜି ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା କଟକ-ଚାନ୍ଦବାଲି ରାସ୍ତାରେ ଯାଉଥିବା ମାଲବାହୀ ଗାଡ଼ିଗୁଡ଼ିକୁ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲେ ଜଣେ...