କେନ୍ଦ୍ରାପଡ଼ାରେ କଟକଣାକୁ ଫୁ’ – ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତା, ପିନ୍ଧୁ ନାହାନ୍ତି ମାସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାରେ ଲୋକେ ମାନୁ ନାହାନ୍ତି କୋଭିଡ କଟକଣା। ଆଜି କେନ୍ଦ୍ରାପଡା ସହର ଉପକଣ୍ଠରେ ବସୁଥିବା ଗୋପଛକ ହାଟରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି। ବିନା ସାମାଜିକ ଦୂରତା ଓ ବିନା...
କେନ୍ଦ୍ରାପଡ଼ା ଜିଲ୍ଲାକୁ ଫେରିଲେଣି ୩୧ ହଜାର ୩୫୯ପ୍ରବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ୍ରେ ବାହାର ରାଜ୍ୟରେ ଫସିଥିବା ଶ୍ରମିକମାନେ ଏବେ ଘର ବାହୁଡ଼ା ହୋଇଛନ୍ତି। ସେହିପରି ଏବେ କେନ୍ଦ୍ରାପଡ଼ା ଜିଲ୍ଲାକୁ ମୋଟ୍ ୩୧ ହଜାର ୩୫୯ ଜଣ ଶ୍ରମିକ ଫେରିଛନ୍ତି। ତେବେ ବିଭିନ୍ନ ଜିଲ୍ଲାକୁ...
କେନ୍ଦ୍ରାପଡ଼ା: ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଭାରତକୁ ସ୍ୱାଧୀନତା ଦେବା ପାଇଁ ଯେଉଁମାନେ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରି ଲହୁଲୁହାଣ ହୋଇଥିଲେ ସେମାନଙ୍କ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାର ନକୁଳ ଦାସ ଥିଲେ ଅନ୍ୟତମ। ପାଠଶାଳାରୁ ବ୍ରିଟିଶ...
କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବିଦାୟ – କାନ୍ଦିଲେ ସରପଞ୍ଚ, କାନ୍ଦିଲେ ପ୍ରବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବ୍ୟବସ୍ଥାକୁ ଅନେକ ସମୟରେ ଅଭିଯୋଗ ଆସିଛି, ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ ମହନପୁର ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି।
୧୪...
ପୁଣି ଦିଲ୍ଲୀରେ ଜଣେ କେନ୍ଦ୍ରାପଡ଼ା ଶ୍ରମିକଙ୍କ କରୋନାରେ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାରେ ଚତୁର୍ଥ ପ୍ରବାସୀଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବଡ଼ଆଙ୍କୋ ଗାଁର ନରେନ୍ଦ୍ର ସ୍ଵାଇଁ। ଗତ ୫ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ...
କେନ୍ଦ୍ରାପଡା ଜିଲ୍ଲାରେ ଜଣେ ପ୍ରବାସୀଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୪ ଦିନ କ୍ଵାରେଣ୍ଟିନ ସେଣ୍ଟରରେ ରହି ଫେରିବା ପରେ ହଠାତ ଚାଲିଗଲା ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁରେ। ମୃତକ ଜଣକ ହେଲେ...
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଲା ସମୁଦ୍ରରୁ ମାଛ ଧରିବା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗୁଡୁଛି ସମୁଦ୍ରରୁ ମତ୍ସ୍ୟ ଉତ୍ପାଦନ ବ୍ୟବସ୍ଥା। କ୍ରମାଗତ କ୍ଷତି ସହୁଛନ୍ତି ବୋଟ୍ ମାଲିକ ଓ ମତ୍ସ୍ୟଜୀବୀମାନେ। କରୋନା କଟକଣାର ଲକଡାଉନ ଓ ସଟଡାଉନରେ ଅଧିକ ପ୍ରଭାବିତ ହୋଇଛି ମାଛଧରା ବ୍ୟବସ୍ଥା। ଫଳରେ...
ନଳକୂପ ଖୋଳିଲା ବେଳେ ଭୂମିକମ୍ପର ଭ୍ରମ – ସୁ ସୁ ଶବ୍ଦ ହୋଇ ଥରି ଉଠିଲା ମାଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ସମୟ ପାଇଁ ସୃଷ୍ଟି ହେଲା ଭୂମିକମ୍ପର ଭ୍ରମ। ନଳକୂପ ଖୋଳା ଯାଉଥିବା ବେଳେ ମାଟି ତଳୁ ଶୁଭିଲା ସୁ ସୁ ଶବ୍ଦ। ନଳକୂପ ଖୋଳୁଥିବା ଶ୍ରମିକମାନେ ଛାନିଆ ହୋଇ ସେହି...
ଅନ୍ୟ ରାଜ୍ୟରୁ ଫେରିଥିବା ଶ୍ରମିକଙ୍କୁ କାମ ଯୋଗାଇବେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବାସୀମାନଙ୍କର ପ୍ରସ୍ତୁତ ହେବ ଡାଟାବେସ୍। ରାଜ୍ୟକୁ ଫେରୁଥିବା ପ୍ରବସୀମାନଙ୍କୁ ଆଉ ବାହାର ରାଜ୍ୟକୁ ଫେରିବାକୁ ଦିଆଯିବନି। ରାଜ୍ୟରେ ସେମାନଙ୍କୁ ରୋଜଗାର ଯୋଗାଇବାକୁ ସରକାର ଚିନ୍ତା କରୁଛନ୍ତି। ତତ୍କାଳ ସେମାନଙ୍କୁ ମନରେଗାରେ ରୋଜଗାର...
କେନ୍ଦ୍ରାପଡ଼ାରେ ବାତ୍ୟା ଅମ୍ପନ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସମୁଦ୍ର କୂଳିଆ ଗାଁମାନଙ୍କରେ କଚା ଚାଳଛପର ଘର ରହିବା ଠିକ୍ ନୁହେଁ। ଏସବୁ ଘର ପକ୍କା ହେବା ଆବଶ୍ୟକ ବୋଲି ପେଣ୍ଠ ଗାଁର ଅମ୍ଫନ ପରର ଚିତ୍ର ଦେଖି ମତ ଦେଇଛନ୍ତି...





















