ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଞ୍ଚଳରେ। ଏନେଇ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ନିକିରାଇ...
ପ୍ରଥମଥର ପାଇଁ ରଙ୍ଗୀନ ରଙ୍ଗମଞ୍ଚରେ ଝଟକିବ ଭିତରକନିକା ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଥର ପାଇଁ ରଙ୍ଗୀନ ରଙ୍ଗମଞ୍ଚରେ ଝଟକିବ କେନ୍ଦ୍ରାପଡ଼ାର ଭିତରକନିକା ମହୋତ୍ସବ। ବିଶ୍ୱପ୍ରସିଦ୍ଧ ଭିତରକନିକାକୁ ଅତି ନିକଟରୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟସରକାର ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ତିନି ଦିନ...
ହାତରେ କୋଦାଳ ଧରି ପୋଖରୀ ସଫା କଲେ କେନ୍ଦ୍ରପଡ଼ା ଏସ୍ପି
ଓଡ଼ିଶାଲାଇଭ୍ ବ୍ୟୁରୋ
ହାତରେ ଦା’, କୋଦାଳ ଧରି ସକାଳୁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଥିଲେ କେନ୍ଦ୍ରପଡ଼ା ଏସ୍ପି। କାର୍ଯ୍ୟାଳୟ ପରିସର ସହ ପାଖରେ ଥିବା ପୋଖରୀକୁ ମଧ୍ୟ ସଫା କରିଥିଲେ ଏସ୍ପି...
ଶିକ୍ଷୟତ୍ରୀଙ୍କ ନାଁରେ ଅଭିଯୋଗ – ପାଠ ବଦଳରେ ଛାତ୍ରଛାତ୍ରୀଙ୍କୁ ଟିକ୍ଟକ୍ ଭିଡିଓ ଦେଖାଉଛନ୍ତି ଦିଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବଦଳରେ ଟିକ୍ଟକ୍ ଭିଡିଓ ଦେଖାଉଛନ୍ତି ଶିକ୍ଷୟତ୍ରୀ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ କୁଳସାହି ଆବସିକ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କ ବିରୋଧରେ ଏମିତି ସଙ୍ଗୀନ ଅଭିଯୋଗ ଆସିଛି।
ଶିକ୍ଷୟତ୍ରୀ ଜଣକ ପିଲାଙ୍କୁ...
କେନ୍ଦ୍ରାପଡ଼ାରେ ବୁଲ୍ବୁଲ୍ର କ୍ଷୟକ୍ଷତିର ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଲ୍ବୁଲ୍ ସାମୁଦ୍ରିକ ଝଡରେ ଧ୍ଵସ୍ଥବିଧ୍ଵସ୍ଥ କେନ୍ଦ୍ରାପଡ଼ା ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ। କେନ୍ଦ୍ର ଘରୋଇ ବିଭାଗର ଯୁଗ୍ମ ସଚିବ ସହେଲି ଘୋଷ୍...
କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଟିମ୍ – ବାତ୍ୟା ବୁଲବୁଲ କ୍ଷୟକ୍ଷତି ନେଇ କରିବେ ଅନୁଧ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ବୁଲବୁଲର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶୁକ୍ରବାର କେନ୍ଦ୍ରିୟ ଟିମ୍ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। କେନ୍ଦ୍ରିୟ ଟିମ୍ ରାଜନଗର ତାଳଚୁଆର ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି।
ଗୁରୁବାର କେନ୍ଦ୍ରୀୟ ଟିମ୍ ଭଦ୍ରକ ଜିଲ୍ଲା ପରିଦର୍ଶନରେ...
କେନ୍ଦ୍ରାପଡ଼ାରେ ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁଣିଲାନି ପ୍ରଶାସନ। ମଦୁଆଙ୍କ ଉତ୍ପାତ ଅସହ୍ୟ ହୋଇପଡ଼ିବାରୁ ଶେଷରେ ଗାଁ ମହିଳାମାନେ ମିଶି ଶେଷରେ ମଦ ଦୋକାନଙ୍କୁ ଭାଙ୍ଗିଦେଇଛନ୍ତି। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନାଗେସ୍ଵରପୁର ଗାଁରେ।
ନାଗେସ୍ଵରପୁର...
ନୌବାଣିଜ୍ୟ ପରମ୍ପରାକୁ ମନେପକାଇଲା କେନ୍ଦ୍ରାପଡ଼ାର ବୋଇତ ବନ୍ଦାଣ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ମନେପକାଇ ଆଜି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ।
କେନ୍ଦ୍ରାପଡା ଜିଲ୍ଲାର ଲୁଣା ନଦୀରେ କଳପଡା, ଗୋବରୀ ନଦୀର ଗୁଲନଗରଠାରେ...
ବୁଲ୍ବୁଲ୍ ପ୍ରଭାବରେ ରାଜନଗରରେ ସର୍ବାଧିକ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପଠାରୁ ୧୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା ବୁଲ୍ବୁଲ୍। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଦିଗକୁ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି। ଶନିବାର ମଧ୍ୟ ରାତ୍ରୀ ସୁଦ୍ଧା...
‘ବୁଲ୍ବୁଲ୍’ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨ଟି ଓଡ୍ରାଫ, ୧ଟି ଏନଡିଆରଏଫ୍ ଟିମ୍ ଓ ୩ଟି ଅଗ୍ନିଶମ ବାହିନୀ ମୁତୟନ
୨ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ପ୍ରତି ବ୍ଲକରେ ରିଲିଫ୍ ସାମଗ୍ରୀ ମହଜୁଦ
ଜିଲ୍ଲାରେ ୯୦ଟି...





















