ଜୟପୁର: ଟଙ୍କା ଲୁଟ ଅଭିଯୋଗରେ ୨ ଗିରଫ, ୩ ଲକ୍ଷ ଟଙ୍କା ସହ ବାଇକ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଟଙ୍କା ଲୁଟ ଅଭିଯୋଗରେ ଜୟପୁର ସଦର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୩ ଲକ୍ଷ ଟଙ୍କା ଏବଂ ଗୋଟିଏ ବାଇକ୍ ଜବତ କରାଯାଇଛି। ଗିରଫ ଦୁଇ...

ଜୟପୁରରେ ନିର୍ମାଣ ହେବ ସ୍ପୋର୍ଟସ ହଷ୍ଟେଲ – କ୍ରୀଡ଼ା ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜୟପୁର ଗସ୍ତରେ ଯାଇ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଇଣ୍ଟିଗ୍ରେଟେଡ ସ୍ଫୋର୍ଟସ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ...

ବୋରିଗୁମ୍ମାରେ ବଢ଼ୁଛି ଚିନ୍ତା: ୧୬ ଦିନରେ ପ୍ରାଣ ହରାଇଲେଣି ୧୦ ନବଜାତ ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବାପା ମା’ଙ୍କ ଆଖି ଆଗରେ ଚାହୁଁ ଚାହୁଁ ଚାଲିଯାଛି କଅଁଳ ଶିଶୁର ଜୀବନ। ଜନ୍ମ ହେବାର ଦୁଇ ତିନି ଦିନ ମଧ୍ୟରେ ଶୂନ୍ୟ ହୋଇଯାଉଛି ମା’ର କୋଳ। ମାତ୍ର ୧୬ ଦିନରେ...

ଜୟପୁର: ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ, କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ଏୟାରପୋର୍ଟ ଛକଠାରେ ଏକ ବାଇକକୁ ଗୋଟିଏ ଟ୍ରକ୍ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଜୟପୁର ସଦର ଥାନା ଅନ୍ତର୍ଗତ...

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ଜୟପୁର ଟାଉନ ଥାନା ପୋଲିସ। ଅଭିଯୁକ୍ତ ହେଲେ କୁନ୍ଦୁରା ଥାନା ଅନ୍ତର୍ଗତ...

କୋରାପୁଟ: ହାଟପଦା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜୟପୁର ସହର ହାଟପଦାଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ ହୋଇଛି। ବୁଧବାର ଦିନ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ...

କୋରାପୁଟ: ଠେଲାପେଲାରୁ ଚାଲିଗଲା ମହିଳାଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କଳି ତୁଟାଇବାକୁ ଯାଇ ଠେଲାପେଲା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଥାନା ଅନ୍ତର୍ଗତ ବାରିଣିପୁଟ ଗାଁରେ। ମୃତ ମହିଳା...

ଜୟପୁର ରେଳ ଷ୍ଟେସନର ସମୀକ୍ଷା କଲେ ଡିଆରଏମ ଅନୁପ ଶତପଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ପୂର୍ବତଟ ରେଳବାଇ ଓ୍ଵାଲଟେଆର ଡିଭିଜନର ଡିଆରଏମ ଅନୁପ ଶତପଥୀ ଜୟପୁର ରେଳ ଷ୍ଟେସନର ସମୀକ୍ଷା କରିଛନ୍ତି। ସେ ଜଗଦଲପୁରରୁ ବିଶାଖାପାଟଣା ଗସ୍ତରେ ଯିବା ସମୟରେ ଏହି ସମୀକ୍ଷା କରିଛନ୍ତି। ଡିଆରଏମଙ୍କ...

ଡିସେମ୍ବର ୧୧ରୁ ଓଡ଼ିଶାରେ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଚତୁର୍ଥ ସଂସ୍କରଣ ଡିସେମ୍ବର ୧୧ ତାରିଖରୁ ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ ହେବ। ଏହି ୧୩୦୦ କିଲୋମିଟର ସାଇକଲେ ଯାତ୍ରାରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ୧୩...

ମାଓବାଦୀ ସଙ୍ଗଠନ ପାଳୁଛନ୍ତି ପିଏଲଜିଏ ସପ୍ତାହ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇଆଲର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ମାଓବାଦୀମାନେ ପି.ଏଲ.ଜି.ଏ ସପ୍ତାହ ପାଳନ କରିଥିବାରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇଆଲର୍ଟ ଜାରି କରିଛି ଜିଲ୍ଲା ପ୍ରଶାସନ। ଛତିଶଗଡ-ଆନ୍ଧ୍ରପ୍ରଦେଶ-ଓଡ଼ିଶାର ସୁରକ୍ଷାକର୍ମୀମାନେ ମାଓବାଦୀ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ସୁରକ୍ଷା...