ଲାଞ୍ଚ ନେବା ଅଭିଯୋଗରେ ଏଆରଆଇ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଏଆରଆଇ ଅମିତ କୁମାର ବେହେରା। ଜମି ପଟ୍ଟା କରାଇଦେବାକୁ ଜୟପୁର ସହରର ପାରାବେଢ଼ା ଛକଠାରେ ଟଙ୍କା ନେଉଥିବାବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା...
କୋରାପୁଟ: ୨୫ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କଲା ମାଛକୁଣ୍ଡ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): ଅପରେସ ଗ୍ରୀନକ୍ଳିନ ଅନ୍ତର୍ଗତ ପ୍ରାୟ ୨୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ମାଛକୁଣ୍ଡ ପୋଲିସ। ବେଆଇନ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।
କୋରାପୁଟ ଜିଲ୍ଲା ଲମତାପୁଟ...
କୋରାପୁଟରୁ ଅପହୃତ ଛାତ୍ର ରାଉରକେଲାରୁ ଉଦ୍ଧାର, ଜଣେ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଫୁଲପଦର ଗାଁର ଜଣେ କଲେଜ ଛାତ୍ର କୋରାପୁଟରୁ ନିଖୋଜ ହେବା ଘଟଣାର ଫର୍ଦ୍ଦାଫାଶ କରିଛି ଟାଉନ ଥାନା ପୋଲିସ। ଛାତ୍ର ଜଣକ ନିଖୋଜ ହୋଇନଥିଲେ...
କୋରାପୁଟ ଦେଓମାଳିରେ ୧୪୪ ଧାରା ଲାଗୁ, ଆସନ୍ତା ଦୁଇ ମାସ ଯାଏଁ ରହିବ ବଳବତ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ୯ରୁ ସକାଳ ୮ ପର୍ଯ୍ୟନ୍ତ କୋରାପୁଟର ଦେଓମାଳିରେ ୧୪୪ ଧାରା ଲାଗୁ କରିବାକୁ ଜିଲ୍ଲାପାଳ ଅବଦଲ୍ ଏମ୍ ଅଖତର ଘୋଷଣା କରିଛନ୍ତି। ସୋମବାର ମଧ୍ୟରାତ୍ରୀରୁ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସେ...
କୋରାପୁଟ: ସହିଦଙ୍କ ଜନ୍ମମାଟିରୁ ଆଦିବାସୀ ଲୋକ ମହୋତ୍ସବ ‘ପରବ’ର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): କୋରାପୁଟର ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୨ର ଶୁଭାରମ୍ଭ ହୋଇଛି। ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ଆରମ୍ଭ ହୋଇଛି ଏହି ଉତ୍ସବ। ଶୁଭାରମ୍ଭ ଦିନ ଆଦିବାସୀ ନାଚ ଗୀତରେ ଦୁଲୁକି...
ଜର୍ମାନୀରେ ଚମକିଲେ କୋଟପାଡ଼ର ଝିଅ ଐଶ୍ଵର୍ଯ୍ୟା ବ୍ରହ୍ମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜର୍ମାନୀରେ ସଫଳତା ହାସଲ କରିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଢାମଣାହାଣ୍ଡି ଗ୍ରାମର ଐଶ୍ଵର୍ଯ୍ୟା ବ୍ରହ୍ମା। ଦୃଢ଼ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ଯୋଗୁଁ ଐଶ୍ଵର୍ଯ୍ୟା ଜର୍ମାନୀର ଏକ ବଡ଼...
ରାଜ୍ୟରେ ବଢୁଛି ଶୀତର ପ୍ରକୋପ: ଜି.ଉଦୟଗିରି ସବୁଠୁ ଥଣ୍ଡା ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବଢୁଛି ଶୀତର ପ୍ରକୋପ। କୁହୁଡ଼ି ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି। ରାଜ୍ୟର ପ୍ରାୟ ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। କନ୍ଧମାଳ...
ଚାଷୀ ମୁଣ୍ଡରେ ଚଡ଼କ: ଅମଳ ପୂର୍ବରୁ ଧାନ ଫସଲରେ ଚକଡ଼ା ପୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଅମଳ ପୂର୍ବରୁ ଧାନ ଫସଲରେ ଚକଡ଼ା ପୋକ ଲାଗିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ପ୍ରଥମେ ନକଲି ଧାନ ବିହନ ଏବେ ଧାନ ଫସଲରେ ଚକଡ଼ା ପୋକ କୋରାପୁଟର ଚାଷୀଙ୍କ...
ଗୋଟିଏ ଗଛରୁ ଦୁଇ ଜଣଙ୍କ ଝୁଲନ୍ତା ଶବ ଉଦ୍ଧାର କଲା ବୋରିଗୁମ୍ମା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଗୋଟିଏ ଗଛରୁ ଦୁଇଜଣଙ୍କର ଝୁଲନ୍ତା ଶବ ଉଦ୍ଧାର କରିଛି ପୋଲିସ। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଆଉଳି ଗାଁ ନିକଟରେ।
ଆଉଳି ଗାଁ...
ବନ୍ଦ କୋଠରିରୁ ଉଦ୍ଧାର ହେଲେ ୮୦ ବର୍ଷର ବୃଦ୍ଧା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ବନ୍ଦ କୋଠରି ଭିତରୁ ୮ ଦିନ ପରେ ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ଉଦ୍ଧାର କରିଛି ଜୟପୁର ଟାଉନ ଥାନା ପୋଲିସ୍। ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ନାଁ ପାର୍ବତୀ ନାୟକ।
କୋରାପୁଟ...





















