କୋରାପୁଟ: ଲାଞ୍ଚ ମାଗି ଫସିଲେ ବୈପାରୀଗୁଡ଼ା ସିଡିପିଓ, ହେଲେ ସସ୍‌ପେଣ୍ଡ

ଓଡ଼ିଶାଲାଇଭ ବ୍ୟୁରୋ କୋରାପୁଟ: ବୈପାରୀଗୁଡ଼ା ଶିଶୁ ସମ୍ମନିତ ବିକାଶ ଯୋଜନାର ଅଧିକାରୀ (ସିଡିପିଓ)ଙ୍କୁ ସସ୍‌ପେଣ୍ଡ କରାଯାଇଛି। ଓଡିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବୈପାରୀଗୁଡା ବ୍ଲକ ସିଡିପିଓ ସୁରମା ମହାପାତ୍ରଙ୍କୁ...

ଜୟପୁର: ଭସାଣିରେ ନାଚିଲେନି କିନ୍ନର, ଯୁବକ କଲେ ମରଣାନ୍ତକ ଆକ୍ରମଣ

ଓଡ଼ିଶାଲାଇଭ ବ୍ୟୁରୋ ଜୟପୁର: କୁମ୍ଭାର ସାହିରେ କିନ୍ନରଙ୍କୁ ଆକ୍ରମଣ। ଗଣେଶ ପୂଜା ବିସର୍ଜନ ସମୟରେ କୁମ୍ଭାର ସାହିର ରୁପା କିନ୍ନରଙ୍କୁ ନାଚିବା ପାଇଁ ସ୍ଥାନୀୟ କିଛି ଯୁବକ ବାଧ୍ୟ କରିଥିଲେ। ସେ ଅରାଜି ହେବାରୁ...

ଜୟପୁର: ସ୍କର୍ପିଓ ଗାଡ଼ି ସହ ୬୧ କିଲୋଗ୍ରାମର ଗଞ୍ଜେଇ ଜବତ, ୫ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର: ବୈପାରିଗୁଡ଼ା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ଚାଲାଣ ସମୟରେ ପୋଲିସ ଚଢ଼ାଉ କରି ୬୧ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି। ଘଟଣାସ୍ଥଳୁ ପୋଲିସ ଏକ ସ୍କର୍ପିଓ...

ଜୟପୁର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ଜାତୀୟ ଲୋକ ଅଦାଲତକୁ ବନ୍ଦ କଲେ ଆଇନଜୀବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଡିସେମ୍ବର ୪, ୨୦୧୮ରୁ ଆରମ୍ଭ ହୋଇଥିବା ବେଳେ ଆଜି ଏହା ୧୦ ମାସରେ ପହଞ୍ଚିଛି। ଦୀର୍ଘ ୧୦ ମାସ ହେବ...

ଜୟପୁର ପଞ୍ଚାୟତ ସମିତି ବୈଠକ – ଗୋ ଚାଲାଣ ଓ ସେଣ୍ଟ୍ରାଲ କିଚେନ ବନ୍ଦ ପାଇଁ ନିଷ୍ପତ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଜୟପୁର: ପଞ୍ଚାୟତ ସମିତିର ଏକ ବୈଠକ ଜୟପୁର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଧାୟକ ତାରା ପ୍ରସାଦ ବାହିନିପତି ଉପସ୍ଥିତ ରହି ଜୟପୁର ବ୍ଲକରେ ବହୁ ରାସ୍ତା ନିମ୍ନ...

କୋରାପୁଟରେ ଲୋକାର୍ପିତ ହେଲା କଫି ପ୍ରକ୍ରିୟାକରଣ କେନ୍ଦ୍ର

ଓଡ଼ିଶାଲାଇଭ ବ୍ୟୁରୋ ଜୟପୁର: କୋରାପୁଟରେ ଲୋକାର୍ପିତ ହେଲା କଫି ପ୍ରକ୍ରିୟାକରଣ କେନ୍ଦ୍ର। ବହୁ ପ୍ରତକ୍ଷିତ ଏହି ପ୍ରକ୍ରିୟାକରଣ କେନ୍ଦ୍ରକୁ କୋରାପୁଟର ଚନ୍ଦନ ପୋଖରୀ ନିକଟରେ ଆଜି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ...

ଧାରଣା ଦେଲେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର କର୍ମଚାରୀ

ଓଡ଼ିଶାଲାଇଭ ବ୍ୟୁରୋ ଧାରଣା ଦେଲେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର କର୍ମଚାରୀ। ୯ମାସ ହେବ ଦରମା ନମିଳିବାରୁ ଆଜି ଧାରଣା ଦେଇଥିଲେ ହସ୍ପିଟାଲରେ କାର୍ଯ୍ୟରତ ଝାଡୁଦାର, ସୁରକ୍ଷା କର୍ମୀ ଓ ସହାୟକମାନେ। ହସ୍ପିଟାଲ...

ସାଉଥ୍‌କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଜେଇ, ଏସ୍‌ଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ ଦରମା ନଦେଲେ ଛୁଟିରେ ଯିବାକୁ ଦେଲେ ଧମକ। ଜୟପୁର: ବକେୟା ଦରମା ଦାବିରେ ଜୟପୁରଠାରେ ଥିବା ସାଉଥ୍‌କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜେଇ ଏବଂ ଏସ୍‌ଡିଓ ଘେରାଉ କରିଛନ୍ତି।  ୧୦ ପ୍ରଶିଶତ କମ...

ଜୟପୁର ଛାତ୍ରୀ ଦିଲ୍ଲୀରେ କରିବେ ବନ୍ଧୁକ ଚାଳନା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ଜୟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରିୟା ବାଘ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଧୁକ ଚଳନା ପ୍ରତିଯୋଗିତାରେ ଭାଗ ନେବେ। ପ୍ରିୟା ରାଜ୍ୟ ସ୍ତରୀୟ ବନ୍ଧୁକ ଚାଳନା...

କୋରାପୁଟ: ପାଣି କୁଣ୍ଡରେ ବୁଡ଼ି ୩ ବର୍ଷର ଶିଶୁ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିକୁଣ୍ଡରେ ବୁଡି ଯାଇ ଏକ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଆଜଇ ମଧ୍ୟାନ୍ନରେ ବୋରିଗୁମ୍ମା ନିକଟସ୍ଥ ଦିଣ୍ଡାରାଜାଗୁଡ଼ା ଗ୍ରାମର କୃପାସିନ୍ଧୁଙ୍କ...