ଇତିହାସରେ ଜୟପୁର ଦଶହରା – ରୁପା ବିମାନରେ ବସି ୯ ଦିନ ସହର ପରିକ୍ରମା କରୁଥିଲେ ମା’ କନକଦୁର୍ଗା
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଜା ବିକ୍ରମଦେବ ନିଜ ରାଜଧାନୀ ଜୟପୁରକୁ ଆଣିବା ପରେ ସେଠାରେ ପ୍ରତିଷ୍ଠା ହୋଇଥିଲେ ଦେବୀ କନକଦୁର୍ଗା। ସେବେଠାରୁ ଦେବୀଙ୍କ ଆରାଧନା ସହ ଜୟପୁରରେ ପାଳିତ ହୋଇ ଆସୁଛି ଶାରଦୀୟ ଦଶହରା।
କୋରାପୁଟ...
କୋରାପୁଟ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏହିପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ମାସିଗାଁ ପଞ୍ଚାୟତର ଡେଙ୍ଗାକୁସୁମଗୁଡ଼ା ଗାଁରେ। ମୃତ ମହିଳା ହେଲେ ସୁବର୍ଣ୍ଣ...
ଓଡ଼ିଶା-ଆନ୍ଧ୍ର ସୀମାରୁ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରୁ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାଂସଗ୍ରୀ ଜବତ କରାଯାଇଛି। ଏ ନେଇ ଗୁରୁବାର ଦିନ କୋରାପୁଟ ଏସପି ବରୁଣ ଗୁଣ୍ଟପାଲି ସାମ୍ବାଦିକ ସମ୍ମିଳନୀ...
କୋରାପୁଟ ମାଟିରେ ସଫଳ ଡ୍ରାଗନ ଫଳ ଚାଷ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ମାଟିରେ ଫଳୁଛି ବେଦଶୀ ଫଳ। ଛତିଶଗଡ଼ର ଦୁଇଜଣ ଚାଷୀ କୋରାପୁଟରେ ଡ୍ରାଗନ ଏବଂ ପିଜୁଳି ଚାଷ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି।
(ଜୟପୁର): ଛତିଶଗଡ଼ର ହସମୁଖ...
କୋରାପୁଟ ଅଲ୍ ଇଣ୍ଡିଆ ଡିଏସଓ ପକ୍ଷରୁ ଦଶମ ଶ୍ରେଣୀ ଫର୍ମ ପୂରଣ ଦେୟ ପ୍ରତ୍ୟାହାର ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): ଅଲ୍ ଇଣ୍ଡିଆ ଡିଏସଓ କୋରାପୁଟ ଜିଲ୍ଲା ୟୁନିଟ ପକ୍ଷରୁ ଦଶମ ଶ୍ରେଣୀ ସମିଟିଭ ପରୀକ୍ଷା ଫର୍ମ ପୂରଣ ଦେୟକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଏକ ଦାବିପତ୍ର ଡେପୁଟି ସେକ୍ରେଟାରୀଙ୍କ...
କୋରାପୁଟ: ମାଟି ଅତଡ଼ା ଧସି ଦୁଇ ଶ୍ରମିକ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): କୋରାପୁଟ-ରାୟଗଡ଼ା ରେଳ ଲାଇନର ଦୋହରୀକରଣ ଚାଲୁଥିବାବେଳେ କୁସୁମଗୁଡ଼ା ୨ନମ୍ବର ଟନେଲ ଭିତରକୁ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମର...
କୋରାପୁଟ: ଗଛ ଉପରେ ଭାଲୁ, ତଳେ ଜଗିଛନ୍ତି ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): ପାଆଞ୍ଚି ଗଛରେ ଭାଲୁ ବସିଛି, ଭାଲୁକୁ ତଳେ ଜଗି ରହିଛନ୍ତି ଗ୍ରାମର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ। ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ନକୁଳଗୁଡ଼ା...
କାଣ୍ଡିକିଗୁଡ଼ାରେ ଅଜଣା ରୋଗ ଆତଙ୍କ: ସପ୍ତାହକରେ ୩ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): ଅଜଣା ରୋଗରେ ସପ୍ତାହକ ମଧ୍ୟରେ ତିନି ଜଣକର ମୃତ୍ୟୁ ଘଟିଛି। ଏହାକୁ ନେଇ ଏବେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା...
କୋରାପୁଟ: ବିଏସଏଫ ପକ୍ଷରୁ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): କୋରାପୁଟ ଜିଲ୍ଲା ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ସେପ୍ଟେମ୍ବର ୨ ତାରିଖରେ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀମା ସୁରକ୍ଷା ବଳର ସଂଗଠନ,...
କୋରାପୁଟ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): ବିଦ୍ୟୁତ୍ ଆଘାତରେ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଦିଗାପୁର ଏସଏସଡି ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ସବିତା ମାଠପଢ଼ିଆଙ୍କର ମୃତ୍ୟୁ ହୋଇଛି। ସବିତା ଛାତ୍ରୀ ନିବାସରେ ରହି ପାଠ ପଢ଼ୁଥିଲେ।...





















