ଜୟପୁର: ଲକଡାଉନରେ ଫସିଲେ ୧୩ ମରାଠୀ ପରିବାର, ସରକାରୀ ସାହାଯ୍ୟକୁ ଅପେକ୍ଷା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଜୟପୁର: ଲକଡାଉନ୍ ପାଇଁ ଓଡ଼ିଶାରେ ଫସିଛନ୍ତି ମହାରାଷ୍ଟ୍ରର ୧୩ଟି ପରିବାର। ଖାଇବାକୁ ନପାଇ ଭୋକ ବିକଳରେ ପଡ଼ିଆରେ ତମ୍ବୁକୁ ଆଶ୍ରା କରି ଦିନ କାଟୁଛନ୍ତି ଶହେରୁ ଅଧିକ ଲୋକ। କୋରାପୁଟ...

କୋରାପୁଟ: ଏସ୍‌ପିଙ୍କ ନିକଟରେ ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ନାରାୟଣପାଟଣା ଏରିଆ କମିଟି ମେମ୍ବର ଥିବା (ଏଓବିଏସ୍‌ଜେଡ୍‌ସି ସିପାଆଇ ମାଓବାଦୀ ସଙ୍ଗଠନ)ର ମହିଳା ମାଓବାଦୀ ତୁଳସୀ ଉଲ୍ଲକାଆତ୍ମ ସମର୍ପଣ କରିଛନ୍ତି। କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୋଙ୍କ ନିକଟରେ ଶନିବାର...

ଜନତା କର୍ଫ୍ୟୁରେ ଜୟପୁର ସହର ଠପ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଦେଶବ୍ୟାପି ପାଳନ ହେଉଛି ଜନତା କର୍ଫ୍ୟୁ। ଏହାର ପ୍ରଭାବ କୋରାପୁଟର ଜୟପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଦୋକାନ ବଜାର ଗାଡ଼ିମୋଟର ବନ୍ଦ...

ବଜ୍ରପାତରେ ଗଲା ବାପା, ଝିଅଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଜିରାଗାଁଠାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ବଜ୍ରପାତରେ ଚାଲିଗଲା ବାପା ଓ ଝିଅର ଜୀବନ। ଗୁରୁବାର ବାପା ରମେଶ ଚନ୍ଦ୍ର ମାଝୀ ଓ ନଅ...

ଜୟପୁରରେ ଚଢ଼ା ଦରରେ ବିକ୍ରି ହେଉଛି ମାସ୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ପାଇଁ ମାସ୍କ ଓ ସାନିଟାଇଜର୍ ଚଢ଼ା ଦରରେ ବିକ୍ରି କରୁଛନ୍ତି ଦୋକାନୀ। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ। କରୋନା ଭାଇରସ୍‌ ପାଇଁ ମାସ୍କ...

ମାସ୍କର ଅଭାବ ପୂରଣ କଲେ ମହିଳା – ସ୍କୁଲ୍ ଡ୍ରେସ୍ କପଡାରେ ତିଆରି କଲେ ମାସ୍କ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସାରା ବିଶ୍ୱରେ କରୋନା ସମସ୍ତଙ୍କ ନିଦ ହଜାଇଦେଇଛି। ଲୋକମାନେ ନିଜକୁ କରୋନା କବଳରୁ ରକ୍ଷା କରିବା ପାଇଁ ମାସ୍କର ବ୍ୟବହାର କରୁଛନ୍ତି। ଯେଉଁ କାରଣରୁ ବଜାରରେ ମାସ୍କର ଘୋର ଅଭାବ...

ଜୟପୁର ଟାଉନରୁ ୩୫ଜଣ ଦାଦନଙ୍କୁ ଉଦ୍ଧାର କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁର ଟାଉନରୁ ୩୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଜୟପୁର ପୋଲିସ। ଏହି ଶ୍ରମିକମାନେ ହାଇଦ୍ରାବାଦର କୌଣସି ଏକ ଇଟାଭାଟିରେ ଦାଦନ  ଖଟିବାକୁ ଯାଉଥିଲେ। ତେବେ କୌଣସି ସୂତ୍ରରୁ...

ଜୟପୁର: ବଜାରରେ ବିକ୍ରି ହେଉନି ମାଟି ତିଆରି ସାମଗ୍ରୀ, ଦାଦନ ଖଟିବାକୁ ଯାଉଛନ୍ତି କୁମ୍ଭାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଧୁନିକ ଯୁଗର ଏ ସମାଜରେ ମାଟିପାତ୍ରର ଚାହିଦା ଧିରେ ଧିରେ କମିବାରେ ଲାଗିଛି। ମାଟିପାତ୍ର ତିଆରି କରି ପେଟ ପୋଷୁଥିବା କୁମ୍ଭାରମାନେ ମଧ୍ୟ ନିଜ କୌଳିକ ବୃତ୍ତିକୁ ଛାଡ଼ିବା ଆରମ୍ଭ କରିଦେଲେଣି।...

ବୈପାରୀଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା, ମୃତଦେହ ନିକଟରୁ ମିଳିଲା ସୁଇସାଇଡ୍‌ ନୋଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡ଼ାସ୍ଥିତ ଆଦର୍ଶ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ବୈପାରୀଗୁଡ଼ା ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ରହି ପଢୁଥିବା ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ଘଟଣା...

ବିସ୍ଫୋରକ ବୋଝେଇ ଟ୍ରକ ଜବତ ଘଟଣା – ୩ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁର ସହରରୁ ବିସ୍ଫୋରକ ବୋଝେଇ ଟ୍ରକ ଜବତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ସାମ୍ଵାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି ଜୟପୁର ଏସ୍‌ଡିପିଓ ଧିରେନ କୁମାର...