ଜୟପୁରରୁ ବିସ୍ଫୋରକ ବୋଝେଇ ଟ୍ରକ ଜବତ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜୟପୁରରୁ ସୋମବାର ସକାଳେ ଏକ ବିସ୍ଫୋରକ ବୋଝେଇ ଟ୍ରକ ଜବତ ହୋଇଛି। ହାଇଦ୍ରାବାଦରୁ ମାଲକାନଗିରି ଟ୍ରକ ଯାଉଥିଲା ବେଳେ ଜୟପୁର ଟାଉନ ଥାନା ପୋଲିସ ଏହି ଟ୍ରକ୍‌ ଜବତ କରିଛି। ଟ୍ରକ୍‌...

କୋଲାବରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ୩ କଲେଜ ଛାତ୍ର। ଜଣେ ବନ୍ଧୁଙ୍କ ଜନ୍ମ ଦିନ ପାଳନ କରିବାକୁ ୭ ଜଣ ସାଙ୍ଗ ଶନିବାର କୋଲାବ ଡ୍ୟାମ୍‌ ନିକଟକୁ ଯାଇଥିଲେ। କିନ୍ତୁ, ସେଠାରେ...

ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁନି ବିଦ୍ୟୁତ୍, ମୋବାଇଲ୍ ଲାଇଟରେ ଚାଲିଛି ପାଥୋଲୋଜି ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସହରର ଜଗଧାତ୍ରୀପୁର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ସ୍ୱାସ୍ଥ୍ୟକେନ୍ଦ୍ରରେ ମୋବାଇଲ୍ ଲାଇଟ୍ ଜାଳି ପାଥୋଲୋଜି ବିଭାଗ ରିପୋର୍ଟ ପ୍ରସ୍ତୁତ କରୁଥିବା ଭଳି ଘଟଣା ନଜରକୁ ଆସିଛି। ଜୟପୁରରେ ସହରରେ...

ଟିପର ଧକ୍କାରେ ବାଇକ ଚାଳକ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିପର ଧକ୍କାରେ ବାଇକ ଚାଳକ ମୃତ। ଜୟପୁର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତ ଭାତଡଙ୍ଗର ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନ୍ଦୁଗୁଡା ପଞ୍ଚାୟତ ପିଆଲକାନି ଗ୍ରାମର ଡମୁରୁ ପାଳିଗୁଡ଼ିଆଙ୍କ...

ନାଲ୍‌କୋରେ କ୍ରସର ଓ କନ୍‌ଭେୟର ସିଷ୍ଟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର କୋରାପୁଟ ଦାମନଯୋଡ଼ି ନାଲ୍‌କୋର କ୍ରସର ଏବଂ କନ୍‌ଭେୟରର ସିଷ୍ଟମ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରଣାଳି ଦ୍ୱାରା କମ୍ପାନୀର ଆଲୁମିନା...

‘ହର ହର ମହାଦେବ’ ଧ୍ଵନିରେ କମ୍ପିଲା ଗୁପ୍ତେଶ୍ଵର ପୀଠ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପବିତ୍ର ମହାଶିବରାତ୍ରୀ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ। ସେହିପରି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ପୀଠରେ ମଧ୍ୟ ପାଳନ ହେଉଛି ମହାଶିବରାତ୍ରୀ। ପ୍ରତି...

ଦିନକ ପରେ ଶିବରାତ୍ରୀ, ଚଳଚଞ୍ଚଳ ଗୁପ୍ତେଶ୍ୱର ପୀଠ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ଦିନକ ପରେ ଜାଗର। ଏବେଠାରୁ ଗୁପ୍ତେଶ୍ଵର ପୀଠରେ ଜାଗର ମେଳା ଆରମ୍ଭ ହୋଇଯାଇଛି। ଏନେଇ ଗୁପ୍ତେଶ୍ଵର ପୀଠ ଚଳଚଞ୍ଚଳ ହୋଇ ଉଠିଛି। ଆସନ୍ତା ଫେବ୍ରୁଆରି ୨୧ ତାରିଖରେ ମହାଶିବରାତ୍ରୀ ପଡୁଥିବାରୁ...

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏବେ ଏଣ୍ଟ୍ରାନ୍ସ ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ପଢ଼ିବାକୁ ହେଲେ ଏବେ ଛାତ୍ରଛାତ୍ରୀଙ୍କୁ କମନ ଏଣ୍ଟ୍ରାନ୍ସ ଟେଷ୍ଟ ଦେବାକୁ ହେବ। କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ୟୁନିଭରସିଟି କମନ ଏଣ୍ଟ୍ରାନ୍ସ ଟେଷ୍ଟ କନସୋରସିଅମରେ ଯୋଗ ଦେବା ପରେ...

ଆଇଟିଆଇ ଛାତ୍ର ତିଆରି କଲେ “ଇଲେକ୍ଟ୍ରିକାଲ୍ ଫେଜ୍ ଡିଟେକ୍ଟର୍”

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଆଇଟିଆଇ ଛାତ୍ରଙ୍କ ନୂଆ ଉଦ୍ଭାବନ। ଛାତ୍ର ଜଣକ ଉଦ୍ଭାବନ କରିଥିବା ଯନ୍ତ୍ରର ନାଁ “ଇଲେକ୍ଟ୍ରିକାଲ୍ ଫେଜ୍ ଡିଟେକ୍ଟର୍”। ଏହି ଯନ୍ତ୍ର ଦ୍ଵାରା ତାର ଓ ବୋର୍ଡରେ କରେଣ୍ଟ ପ୍ରବାହ ହେଉଛି...

ବିଦ୍ୟୁତ ରେଗୁଲେଟାରୀ କମିସନ୍‌ ତରଫରୁ ଖାଉଟି ଅଭିଯୋଗ ଶୁଣାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ   କୋରପୁଟ ଜିଲ୍ଲା ଜୟପୁରଠାରେ ବିଦ୍ୟୁତ ରୋଗୁଲେଟାରି କମିସନଙ୍କ ରାଜସ୍ୱ ଆଦାୟ ବୃଦ୍ଧି ଏବଂ ଖାଉଟିଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ବିଦ୍ୟୁତ ଦର ସ୍ଥିର କରିବା ପୂର୍ବରୁ ଲୋକଙ୍କ...