ପୁଲଓ୍ୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି: ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ପଦଯାତ୍ରା କଲା ଏବିଭିପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲଓ୍ୱାମା ଆକ୍ରମଣର ଏକ ବର୍ଷ ପୂର୍ତ୍ତି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୦୦ ଫୁଟ ଲମ୍ବା ଏକ ତ୍ରିରଙ୍ଗା ପଦଯାତ୍ରା କରାଯାଇଥିଲା। ଏହି ପଦଯାତ୍ରାରେ...

ବୈପାରୀଗୁଡ଼ାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୈପାରୀଗୁଡ଼ା ପୋଲିସକୁ ଏକ ବଡ଼ ସଫଳତା ମିଳିଛିl କୋଟିଏରୁ ଅଧିକ ଟଙ୍କାର ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକଙ୍କ...

କୋରାପୁଟ: ହାର୍ଡଲି ଛକରେ ବାଇକ-ଟିପର ମୁହାଁମୁହିଁ, ୩ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ହାର୍ଡଲି ଛକ ନିକଟରେ ଶୁକ୍ରବାର ଗୋଟିଏ ଟ୍ରକ ଓ ବାଇକ୍ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ତିନିଜଣ ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି। ମୃତ ତିନି...

କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଦେବଦୂତ ସାଜି ଉଦ୍ଧାର କଲେ ଦୁଇ ବାଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେବଦୂତ ସାଜି ପ୍ରଖର କେନାଲ ପାଣିରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଦୁଇଜଣ ବାଳକ। ଏହି ଘଟଣା ଘଟିଛି କୋରପୁଟ ଜିଲ୍ଲା ଜୟପୁର ସହରରେ। ବାଳକଙ୍କର ଏଭଳି ସାହସ ପାଇଁ...

ଭରା ନଈରେ ଲୋକଙ୍କ ଏକମାତ୍ର ଭରସା ଦେଶୀ ଡଙ୍ଗା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲାରେ ବହୁଥିବା ବିଭିନ୍ନ ନଦୀ ତଥା ଜଳଭଣ୍ଡାରେ ମୋଟର ଚାଳିତ ଡଙ୍ଗା ବ୍ୟବସ୍ଥା ନଥିବାରୁ ଲୋକଙ୍କ ସାହାରା ପାଲଟିଛି ଦେଶୀ ଡଙ୍ଗା। ଏହି ଦେଶୀ ଡଙ୍ଗାକୁ ସରକାର ବେଆଇନ ଘୋଷଣା...

କୋରାପୁଟ ବୁଡ଼ି ଅଞ୍ଚଳବାସୀଙ୍କୁ ସାହା ଦେଶୀ ଡଙ୍ଗା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟର ବିଭିନ୍ନ ସ୍ଥାନରେ ନଦୀ ପାର୍‌ ହେବାକୁ ଲୋକମାନେ ଦେଶୀ ଡଙ୍ଗାର ସହାୟତା ନେଉଛନ୍ତି। ଦେଶୀ ଡଙ୍ଗାକୁ ସରକାର ବେଆଇନ ଘୋଷଣା କରିଥିଲେ ମଧ୍ୟ ଏହାକୁ ମାନୁନାହନ୍ତି ଡଙ୍ଗା ମାଲିକ। ଅନ୍ୟପକ୍ଷରେ...

ଜେଲରେ ସ୍ପିରିଟ୍‌ ପିଇ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁର ଉପକାରାଗାରରେ ଜଣେ କଏଦୀ ସ୍ପିରିଟ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କଏଦୀଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କଏଦୀ ଜଣକ ହେଲେ ପ୍ରଶାନ୍ତ ସେଠିଆ। ପ୍ରଶାନ୍ତ...

ବସା ବାନ୍ଧିଛି ଅନ୍ଧବିଶ୍ୱାସ – ରାୟଗଡ଼ାରେ ଗୁଣି ଗାରେଡ଼ି ସନ୍ଦେହରେ ଦୁଇ ମହିଳାଙ୍କୁ ନିସ୍ତୁକ ମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଗୁଣି ଗାରେଡ଼ି ସନ୍ଦେହରେ ଦୁଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ଉପଖଣ୍ଠରେ ଥିବା ମାଙ୍କଡ଼ଝୁଲା...

ଜୟପୁରରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରବିବାର ଜୟପୁର ମୁଖ୍ୟ ରାସ୍ତାରେ ଉପଖଣ୍ଡସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତ୍ତୋଳନ କରିଥିଲେ। ଏହାପରେ...

ପିଲାଙ୍କ ପାଇଁ ପତାକା କିଣି ଫେରୁଥିଲେ ପ୍ରଧାନ ଶିକ୍ଷକ, ଟ୍ରାକ୍ଟର ଧକ୍କାରେ ଚାଲିଗଲା ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତନ୍ତ୍ର ଦିବସ ପାଇଁ ବଜାରରୁ ଚକୋଲେଟ ଓ ପତାକା ଧରି ଫେରୁଥିଲେ ପ୍ରଧାନ ଶିକ୍ଷକ। ବାଟରେ ଟ୍ରାକ୍ଟର ଧକ୍କାରେ ଚାଲିଗଲା ଜୀବନ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା...