ଉତ୍ତରପ୍ରଦେଶର ଡ୍ରାଇଭରଙ୍କୁ କୋରାପୁଟରୁ ଅପହରଣ: ୫ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳର ଡ୍ରାଇଭର ଅବଦୁଲ ମାନଙ୍କୁ କୋରାପୁଟରୁ ଅପହରଣ କରାଯିବା ଘଟଣାର ପର୍ଦ୍ଦାଫାସ କଲା କୋରାପୁଟ ପୋଲିସ। ଅପହରଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ...

କୋରାପୁଟ: ଏଣିକି ଗାଁ ଗାଁରୁ ଅଳିଆ ଉଠାଇବ ସଫେଇ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଏଣିକି ସ୍ୱଚ୍ଛ ହେବ ଗାଁ ପରିବେଶ। ସହରଗୁଡ଼ିକ ଭଳି ଏବେ ଗାଁରେ ମଧ୍ୟ ପହଞ୍ଚିବ ଅଳିଆ ଉଠା ଗାଡ଼ି। ଗାଁଗୁଡ଼ିକରେ ଘରୁ ଘରୁ ଅଳିଆ ଉଠାଇବାକୁ ଗାଡ଼ି ପହଞ୍ଚିବ। ଏଥିପାଇଁ...

କୋରାପୁଟ: ଜାଗର ପାଇଁ ଗୁପ୍ତେଶ୍ୱରପୀଠରେ ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ମହାଶିବରାତ୍ରି ଅବସରରେ କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱରପୀଠରେ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। କୋଭିଡ ମହାମାରୀର ଦୁଇବର୍ଷ ପରେ ମନ୍ଦିରକୁ ଯାଇ ପୂଜା କରିବାକୁ ସୁଯୋଗ ମିଳିଥିବାରୁ ଆଜି...

ଜୟପୁର ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜୟପୁର ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିବା କମଳ ଲୋଚନ ଦଣ୍ଡସେନାଙ୍କର ଶୁକ୍ରବାର ଦିନ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ସିଆଡ଼ିମାଳ ଗାଁର କମଳ...

କୋରାପୁଟ: ବାଲଡ଼ା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ୩୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟି ନେଇ ଏଟିଏମକୁ ଜାଳି ଦେଇଛନ୍ତି...

ଜୟପୁରଠାରେ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ...

କୋରାପୁଟ: ଦମ୍ପତିଙ୍କଠାରୁ ଲୁଟ ହୋଇଥିବା ଟଙ୍କା ଜବତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଟ୍ରାଫିକ୍ ଛକ ନିକଟ ମାର୍କେଟରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ଟାଉନ ଥାନା ପୋଲିସ। ଗତ ଜାନୁଆରି ୩୧ ତାରିଖରେ କୋରାପୁଟ ସଦର...

ଜୟପୁର ବିକ୍ରମଦେବ ମହାବିଦ୍ୟାଳୟରେ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେଜରେ ୧୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ ପାଇଁ ଖର୍ଚ୍ଚ ହେବ ୮ କୋଟି ଟଙ୍କା ...

ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମ ଦେବ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି। ଫେବ୍ରୁଆରି ୩ ତାରିଖରେ ବିକ୍ରମ ଦେବ ମହାବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ...

କୋରାପୁଟ: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଖଣ୍ଡ ଖଣ୍ଡ କଲା ସ୍ଵାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ସ୍ତ୍ରୀକୁ ଅତି ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ଖଣ୍ଡ ଖଣ୍ଡ କରି ହତ୍ୟା କରିଛି ସ୍ଵାମୀ। ଏହିଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା...