Mayurbhanj Rajmata

ମୟୁରଭଞ୍ଜ ରାଜମାତା ଶ୍ରୀମତି ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୁରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୯୪ ବର୍ଷ ହୋଇଥିଲା। ବାରିପଦା ବେଲଗଡ଼ିଆସ୍ଥିତ ନିଜ ରାଜପ୍ରାସାଦରେ ସେ ଦେହ ତ୍ୟାଗ କରିଛନ୍ତି। ନେପାଳ ରାଜା ତ୍ରିଭୁବନ...
nanduram soren

ସହିଦ ନନ୍ଦୁରାମଙ୍କୁ ଝୁରୁଛି ଓଡ଼ିଆ ମାଟି, ବେସାହାରା ହୋଇଗଲା ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ପରିବାରକୁ ଆଜି ହଠାତ୍ ଏକା କରି ଚାଲିଗଲେ ନନ୍ଦୁରାମ ସୋରେନ୍। ଝୁରୁଛି ଓଡ଼ିଶା ମାଟି, ଝୁରୁଛନ୍ତି ତିନି ଝିଅ, ସାଙ୍ଗରେ ଝୁରୁଛନ୍ତି ପୂରା ମୟୁରଭଞ୍ଜବାସୀ। ଗତ ସୋମବାର ଲଦାଖ ଗଲଓ୍ୱାନ...
CHAKIRI

ମୟୂରଭଞ୍ଜ ଜିଲ୍ଲାରେ ଲଞ୍ଚ ଡ୍ରାଇଭର୍ ଏବଂ ଲଞ୍ଚ ଖଲାସୀ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାରେ ଲଞ୍ଚ ଡ୍ରାଇଭର୍ ଏବଂ ଲଞ୍ଚ ଖଲାସୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ୨୫ ତାରିଖ ଯାଏଁ ଆବେଦନ କରିପାରିବେ।...
chakiri 4

MSFPCL: CEO ଏବଂ ଅନ୍ୟ ପଦବୀ ପାଇଁ ଜୁନ୍ ୧୦ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ   ମୟୂରଭଞ୍ଜ ସବାଇ ଫାର୍ମର୍ସ୍ ପ୍ରଡ୍ୟୁସର କମ୍ପାନି ଲିମିଟେଡ୍ (MSFPCL) ଅଧୀନରେ ଚିଫ୍ ଏକ୍ସିକ୍ୟୁଟିଭ୍ ଅଫିସର ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ୧୦...
odisha sasana

MSFPCL: CEO ଏବଂ ଅନ୍ୟ ପଦବୀରେ ନିଯୁକ୍ତି, ଜୁନ୍ ୧୦ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୁରଭଞ୍ଜ ସବାଇ ଫାର୍ମର୍ସ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ (MSFPCL) ଅଧୀନରେ ଚିଫ୍ ଏକ୍ସିକ୍ୟୁଟିଭ୍ ଅଫିସର ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଁଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ୧୦...

ମୟୂରଭଞ୍ଜରେ ଅଘଟଣ – କ୍ଵାରେଣ୍ଟିନ୍‌ ସେଣ୍ଟରରେ ଆତ୍ମହତ୍ୟା କଲେ ତାମିଲନାଡୁ ଫେରନ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ଵାରେଣ୍ଟିନ୍‌ ସେଣ୍ଟରର ପରିସରର ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କଲେ ତାମିଲନାଡୁ ଫେରନ୍ତା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଅଁଳା ପଞ୍ଚାୟତର କ୍ଵାରେଣ୍ଟିନ୍‌...

ବାରିପଦା ପିଆରଏମ୍‌ରେ ଶିଶୁ ଅଦଳବଦଳ ଘଟଣା – ହେବ ଡିଏନ୍‌ଏ ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରିପଦା ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ହୋଇଛି। ଟିକା ନେବାକୁ ଆସିଥିବା ୧୭ଦିନର ଏକ ଶିଶୁ ବଦଳରେ ହସ୍ପିଟାଲରେ ଏକ ମୃତ ଶିଶୁକୁ ବଦଳ କରାଯାଇଥିବା...

ମୟୂରଭଞ୍ଜରେ ପୁଣି ଜଣେ ପଜିଟିଭ୍, ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଏଥିସହ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଆଜି ମୟୂରଭଞ୍ଜ ଜିଲ୍ଲାରେ ୩ ଜଣ ସୁରତ...

ରେଡ୍ ଜୋନରେ ଗଞ୍ଜାମ – ଜଗତସିଂହପୁର ଓ ମୟୂରଭଞ୍ଜ ଅରେଞ୍ଜ ଜୋନ୍ ଘୋଷିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କଲେ ରାଜ୍ୟ ସରକାର। ଜିଲ୍ଲାରେ ପଜିଟିଭ୍ କେସ୍ ଦ୍ରୁତଗତିରେ ବୃଦ୍ଧି ପାଉଥିବା କାରଣରୁ ଏହାକୁ ରେଡ୍ ଜୋନରେ ସାମିଲ କରାଯାଇଛି। ଏଥିସହ...

ମୟୁରଭଞ୍ଜକୁ ବ୍ୟାପିଲା କରୋନା – ୩ ପଜିଟିଭ୍ ଚିହ୍ନଟ, ସମସ୍ତେ ସୁରତ ଫେରନ୍ତା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ୧୮ ତମ ଜିଲ୍ଲା ଭାବେ ମୟୁରଭଞ୍ଜକୁ ବ୍ୟାପିଲା କରୋନା ଭାଇରସ। ଗୁରୁବାର ଜିଲ୍ଲାର ୩ ଜଣ ସୁରତ ଫେରନ୍ତା କରୋନା ପଜିଟିଭ୍ ଥିବା ଜଣାପଡ଼ିଛନ୍ତି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ...