ବାରିପଦା ପିଆରଏମ୍‌ରେ ଶିଶୁ ଅଦଳବଦଳ ଘଟଣା – ହେବ ଡିଏନ୍‌ଏ ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରିପଦା ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ହୋଇଛି। ଟିକା ନେବାକୁ ଆସିଥିବା ୧୭ଦିନର ଏକ ଶିଶୁ ବଦଳରେ ହସ୍ପିଟାଲରେ ଏକ ମୃତ ଶିଶୁକୁ ବଦଳ କରାଯାଇଥିବା...

ମୟୂରଭଞ୍ଜରେ ପୁଣି ଜଣେ ପଜିଟିଭ୍, ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଏଥିସହ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଆଜି ମୟୂରଭଞ୍ଜ ଜିଲ୍ଲାରେ ୩ ଜଣ ସୁରତ...

ରେଡ୍ ଜୋନରେ ଗଞ୍ଜାମ – ଜଗତସିଂହପୁର ଓ ମୟୂରଭଞ୍ଜ ଅରେଞ୍ଜ ଜୋନ୍ ଘୋଷିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କଲେ ରାଜ୍ୟ ସରକାର। ଜିଲ୍ଲାରେ ପଜିଟିଭ୍ କେସ୍ ଦ୍ରୁତଗତିରେ ବୃଦ୍ଧି ପାଉଥିବା କାରଣରୁ ଏହାକୁ ରେଡ୍ ଜୋନରେ ସାମିଲ କରାଯାଇଛି। ଏଥିସହ...

ମୟୁରଭଞ୍ଜକୁ ବ୍ୟାପିଲା କରୋନା – ୩ ପଜିଟିଭ୍ ଚିହ୍ନଟ, ସମସ୍ତେ ସୁରତ ଫେରନ୍ତା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ୧୮ ତମ ଜିଲ୍ଲା ଭାବେ ମୟୁରଭଞ୍ଜକୁ ବ୍ୟାପିଲା କରୋନା ଭାଇରସ। ଗୁରୁବାର ଜିଲ୍ଲାର ୩ ଜଣ ସୁରତ ଫେରନ୍ତା କରୋନା ପଜିଟିଭ୍ ଥିବା ଜଣାପଡ଼ିଛନ୍ତି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ...

ବଜ୍ରପାତ ନେଇଗଲା ୩ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ବଜ୍ରପାତ ନେଇଗଲା ୩ ଯୁବକଙ୍କ ଜୀବନ। ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଶୁକ୍ରବାର ଏଭଳି ଏକ ଦୁର୍ଘଟଣା ଘଟିଛି। ଉଦଳା ଖୁଣ୍ଟା ଥାନା ନିକଟରେ ଥିବା ବଡ଼କଥରା ଗାଁର ତିନି ଜଣ ଯୁବକ...

ଓଡ଼ିଶାର ମାଣବସା, ଛଉ ନୃତ୍ୟ ଓ ରାବଣ ଛାୟାକୁ ଜାତୀୟ ଐତିହ୍ୟ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପାଇଁ ଆସିଛି ଏକ ଖୁସି ଖବର। ଓଡ଼ିଶାର ୩ଟି ମହାନ ସାଂସ୍କୃତିକ ପରମ୍ପରାକୁ ମାନ୍ୟତା ପ୍ରଦାନ କଲେ ଭାରତ ସରକାର। ‘ଇନଟାଞ୍ଜିବଲ୍ କଲଚରାଲ୍ ହେରିଟେଜ’ ତାଲିକାରେ ମାଣବସା ଗୁରୁବାର, ଛଉ...

ମୟୂରଭଞ୍ଜ ସୋନ ନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସୋନ ନଦୀ କୂଳରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସୁଣ୍ଡଳ ଗ୍ରାମର ବିଜୟ ଖଣ୍ଢେଇ। ଗତ ଶୁକ୍ରବାର...

ମୟୂରଭଞ୍ଜ: ଲକ୍‌ଡାଉନ୍‌ ନିୟମ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ: ଲକ୍‌ଡାଉନ୍‌ ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି ମୟୂରଭଞ୍ଜ ପୋଲିସ। ବିଭିନ୍ନ ସ୍ଥାନରେ ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କଠାରୁ ୮୭ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରିଛି। ଗୁରୁବାର...

ବାରିପଦା: ଲକ୍‌ଡାଉନ୍‌ ବେଳେ ଘର ପାଖରେ ପହଞ୍ଚୁଛି ତଟକା ପରିବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ: କରୋନା ଭାଇରସ୍‌ ପାଇଁ ସାରା ଦେଶ ଲକ୍‌ଡାଉନ୍‌। ଏଥିରୁ ବାରିପଦା ବି ବାଦ୍‌ ପଡ଼ିନି। ଦୋକାନ ବଜାର ବନ୍ଦ ଥିବାରୁ ଲୋକେ ତଟକା ପରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ।...

ଲକ୍‌ଡାଉନ୍‌ ବେଳେ ଗ୍ରୋସରୀ ଦୋକାନରୁ ଜବତ ହେଲା ମଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ: ସମଗ୍ର ଜିଲ୍ଲାରେ ଲକ୍‌ଡାଉନ୍‌ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗ୍ରୋସେରି ଦୋକାନରୁ ମଦ ଜବତ କରିଛି ମୟୂରଭଞ୍ଜ ପୋଲିସ। ଚାନ୍ଦୁଆ ଥାନା ଅନ୍ତର୍ଗତ ନୋଧନା ଗ୍ରାମରେ ଥିବା...