ମୟୁରଭଞ୍ଜ ଜିଲ୍ଲାରେ ଲକଡାଉନର ପ୍ରଭାବ, ଫାଷ୍ଟଫୁଡ ଦୋକାନ ଉପରେ ଚଢାଉ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ଓ ବାରିପଦା ଅଞ୍ଚଳରେ ଲକ୍‌ଡାଉନର ପ୍ରଭାବ ଦେଖିବାକୁ ମିଳିଛି। ସହରର ସାପ୍ତାହିକ ହାଟରେ ଫାଷ୍ଟ ଫୁଡ ଦୋକାନ ଉପରେ ଚଢ଼ାଉ କରାଯାଇ ବନ୍ଦ କରାଯାଉଛି। ବିଭିନ୍ନ...

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ – ମେଡିକାଲରେ ଭଙ୍ଗାରୁଜା କଲେ ପରିବାର ଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ମୟୁରଭଞ୍ଜ ଜିଲ୍ଲା ବାରିପଦାର ପିଆରଏମ୍ ମେଡିକାଲରୁ ଏଭଳି ଏକ ଘଟଣା ସାମ୍ନାକୁ ଆସଛି। ଘଟଣାକୁ କେନ୍ଦ୍ର କରି...

ନବୀନଙ୍କ ମହିଳା କାର୍ଡ – ମୟୂରଭଞ୍ଜରୁ ରାଜ୍ୟସଭା ଯିବେ ମମତା

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ରାଜ୍ୟସଭା ନିର୍ବାଚନ ପାଇଁ ମହିଳା କାର୍ଡ ଖେଳିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସବୁ ପ୍ରସଙ୍ଗରେ ମହିଳାମାନଙ୍କୁ ଗୁରୁତ୍ୱ ଦେଉଥିବା ନବୀନ ରାଜ୍ୟସଭା ନିର୍ବାଚନରେ ମଧ୍ୟ ସେହି...

ବସ୍‌କୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବସ୍‌କୁ ଧକ୍କା ଦେଇ ଘାଟି ତଳକୁ ଖସିଗଲା ଆଇରନ୍‌ ବୋଝେଇ ଟ୍ରକ। ଏଥିରେ ବସ୍‌ ଭିତରେ ଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ୫ ଜଣ...

ଆମ୍ବ ତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆମ୍ଵ ତୋଟାରୁ ଉଦ୍ଧାର ହେଲା ଯୁବକଙ୍କର ଝୁଲନ୍ତା ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପେଡ଼ାଗଡ଼ି ଗ୍ରାମ ଆମ୍ବତୋଟାରେ। ଯୁବକ...

ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ନିଲମ୍ଵିତ ହେଲେ ଫରେଷ୍ଟ ଗାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାମାନ୍ୟ କାଠ ଚୋରିକୁ କେନ୍ଦ୍ର କରି ଜଣେ ଗର୍ଭବତୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ ଫରେଷ୍ଟ ଗାର୍ଡ। ଏନେଇ ଅଭିଯୋଗ ହେବା ପରେ ଏବେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ଵନ କରିଛନ୍ତି ବନଖଣ୍ଡ...

ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ୨୫ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ। ମୟୂରଭଞ୍ଜ ଜିଲ୍ଲାର ୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରିନଥିବା ଜଣାପଡ଼ିଛି। ଆଜି ମୁକ୍ତ ବିଦ୍ୟାଳୟ ପିଲାଙ୍କର ଇଂରାଜୀ ପରୀକ୍ଷା ଥିବା...

ମଦ ପିଇ ମାତାଲ ହେବା ପଡ଼ିଲା ମହଙ୍ଗା – ଗିରଫ ହେଲେ କନଷ୍ଟେବଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲିସ କନଷ୍ଟେବଲଙ୍କୁ ମହଙ୍ଗା ପଡ଼ିଲା ମଦ ପିଇ ମାତାଲ ହେବା। କାର୍ଯ୍ୟରତ ଅବସ୍ଥାରେ ମଦ ପିଇ ସାଧାରଣ ଲୋକଙ୍କୁ ଗାଳିଗୁଲଜ କରିବା ଯୋଗୁଁ ତାଙ୍କୁ ପଦରୁ ନିଲମ୍ଵିତ କରାଯାଇଛି। ଏହାସହ ଗିରଫ...

ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ଘଟିଛି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗାଁରେ। ପାରିବାରିକ କଳହରୁ ଏହି ମୃତ୍ୟୁକାଣ୍ଡ...

ଜମି ବିବାଦରୁ ବିଭତ୍ସ ହତ୍ୟାକାଣ୍ଡ – ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମି ବିବାଦକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ। ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଜାମପାଣି ଗାଁରେ। ତାଙ୍କୁ ସେହି...