ବାହାଘରର ମାସେ ପରେ ଯୌତୁକ ପାଇଁ ନାବାଳିକା ନବବଧୂକୁ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାହାଘରର ମାତ୍ର ମାସେ ପରେ ନୂଆବୋହୂର ମୃତ୍ୟୁ। ଯୌତୁକ ପାଇଁ ଶାଶୂଘର ଲୋକେ ବୋହୂକୁ ମାରିଦେଇଥିବା ବୋହୂର ବାପଘର ଲୋକେ କରିଛନ୍ତି ଅଭିଯୋଗ। ମୟୂରଭଞ୍ଜ କପ୍ତିପଦା ଥାନା ଉପରଖୁଣ୍ଟା...

ବ୍ରିଜ ତଳକୁ ଖସିଗଲା ଧାନ ବୋଝେଇ ଟ୍ରକ, ୩ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଧାନ ବୋଝେଇ ଟ୍ରକ। ଫଳରେ ଡ୍ରାଇଭର ସହ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜଶୀପୁର ରରୁଆଁ...

ମଦ ପିଇ ଗଡୁଥିଲେ ପୋଲିସ ସବ୍‌-ଇନ୍ସପେକ୍ଟର, ହେଲେ ନିଲମ୍ଵିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହଙ୍ଗା ପଡ଼ିଲା ମଦ ପିଇ ମାତାଲ ହେବା। ନିଲମ୍ବିତ ହେଲେ ମଦୁଆ ପୋଲିସ ସବ-ଇନ୍ସପେକ୍ଟର। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନାରେ କାର୍ଯ୍ୟରତ ଥିବା ପୋଲିସ ସବ-ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଷାନଙ୍କୁ ଗତକାଲି ରାତିରେ...

ମୟୂରଭଞ୍ଜ ଲ’ କଲେଜ୍‌ରେ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ପଦବୀରେ ନିଯୁକ୍ତି – ଏବେ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଲ’ କଲେଜ୍‌ରେ ଗୋଟିଏ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୦ ଯାଏଁ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା: ଅତିକମ୍‌ରେ...

ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୋକାନ ଭିତରେ ପଶି ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ। ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ...

ମୟୂରଭଞ୍ଜରେ ପାଳିତ ହେଲା ୭୧ତମ ସାଧାରଣତନ୍ତ୍ର ଦିବସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ଦେଶରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ପରେଡ ପଡ଼ିଆଠାରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ। ଓଡିଶା...

ଶିମିଳିପାଳ ଅଭୟାରଣ୍ୟରୁ ସ୍ଥାନାନ୍ତରିତ ହେଲେ ୧୧୦ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ବାସ କରୁଥିବା ଖେଜୁରୀ ଗ୍ରାମର ବାସିନ୍ଦାମାନଙ୍କୁ ଆଜି ଜଙ୍ଗଲ ବାହାରକୁ ସ୍ଥାନାନ୍ତର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଗୁରୁଗୁଡ଼ିଆ ଗ୍ରାମ...

ମୟୂରଭଞ୍ଜରେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ୬୧ନଂ ରାଜ୍ୟ ରାଜପଥର ଶଙ୍ଖାଭଙ୍ଗା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ବୃଦ୍ଧ ଜଣକ...

ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ – ଯୁବକଙ୍କ ମାରି ପୋଖରୀରେ ଫୋପାଡ଼ି ଦେଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଦ ନିଶା ହେଲା କାଳ। ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ। ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନୃଶଂସ ଭାବେ ହତ୍ୟାକଲେ ଦୁର୍ବୃତ୍ତ। ଏଭଳି ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା...

ମୟୂରଭଞ୍ଜରେ ଯୁବକଙ୍କୁ ତଣ୍ଟି କାଟି ନିର୍ମମ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୁବକଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଛକ ନିକଟରେ। ଛକ ପାଖରେ ଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର...