ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା – ହରିଦ୍ୱାର ଯାତ୍ରାକଲେ ମୟୂରଭଞ୍ଜର ୨୪୫ ଜଣ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମୟୂରଭଞ୍ଜରୁ ବାହାରିଲେ ୨୪୫ ଜଣ ଯାତ୍ରୀ। ମୟୂରଭଞ୍ଜ: ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୪୫ ଜଣ ବରିଷ୍ଠ ନାଗରିକମାନଙ୍କୁ...

ସ୍କୁଲ ଯିବାକୁ ଘରେ ବାଧ୍ୟ କରିବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଛାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଲ ଯିବେନି ବୋଲି ଘରେ ଅଳି କରିଥିଲେ। ହେଲେ ଘର ଲୋକ ବାଧ୍ୟ କରିଥିଲେ ସ୍କୁଲ ଯିବାକୁ। ଏଥିରେ ରାଗିଯାଇ ଛାତ୍ର ଜଣକ ଦେହରେ ନିଆଁ ଲଗାଇ କରିଥିଲେ ଆତ୍ମହତ୍ୟା। ଏଭଳି...

ସୋର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ସୋର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଅଜୟ...

ମୟୂରଭଞ୍ଜ: ଜଙ୍ଗଲରୁ ମୃତ ହାତୀ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଅନ୍ତର୍ଗତ ଜେନାବିଲ ରେଞ୍ଜର ଦେବକୁଣ୍ଡ ନିକଟରେ ମୃତ ହାତୀ ଠାବ। ଅଭୟାରଣ୍ୟର ନିଷିଦ୍ଧାଞ୍ଚଳ ପରିସୀମା ଭିତରେ ଏହି ମୃତ ହାତୀକୁ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ତେବେ...

ମୟୂରଭଞ୍ଜରେ ନାବଳିକାକୁ ଦୁଷ୍କର୍ମ, ନାବାଳକ ଅଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣାଘଟିଛି। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି ତଦନ୍ତ...

ଗୁଣିଗାରେଡ଼ି ସନ୍ଦେହରେ ମୟୂରଭଞ୍ଜରେ ମହିଳାଙ୍କୁ ଗୁଳିମାଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଗୁଣି ଗାରେଡ଼ିକୁ ସନ୍ଦେହ କରି ରାତି ଅଧରେ ମହିଳାଙ୍କୁ ଗୁଳିମାଡ଼ ହୋଇଛି। ଏପରି ଘଟଣା ଶନିବାର ରାତିରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଘଟିଛି। ଥାନାରେ...

ଓଡ଼ିଶାରେ ୮୪ଟି ହୋମଗାର୍ଡ ପଦବୀରେ ନିଯୁକ୍ତି – ଡିସେମ୍ଵର ୩୧ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୮୪ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ଡିସେମ୍ଵର ୩୧। ରାଜ୍ୟ ଗୃହରକ୍ଷୀ ନିର୍ଦ୍ଦେଶାଳୟ ତରଫରୁ ମୟୂରଭଞ୍ଜ ଜିଲ୍ଲାରେ ୮୪ଟି ହୋମଗାର୍ଡ ସ୍ଵେଚ୍ଛାସେବୀ ପଦବୀ ପାଇଁ...

ମୟୁରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଦୁଷ୍କର୍ମ ପରେ ଅଧ୍ୟାପକଙ୍କ ଆତ୍ମହତ୍ୟା ଘଟଣାରେ ଶନିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପୂର୍ବରୁ...

ମୟୁରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା ମାମଲା – ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଆଇଜି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୁରଭଞ୍ଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାର ଅନୁଧ୍ୟାନ ପାଇଁ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ବୁଧବାର ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ଆଇଜି ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା କରିବା...

ମୟୁରଭଞ୍ଜ: ଲୁଇପା କଲେଜ୍‌ରେ ୫ ଦଫା ଦାବି ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଢୋ ଲୁଇପା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା। କଲେଜରେ ରୌପ୍ୟ ଜୟନ୍ତୀକୁ ବନ୍ଦ କରାଯିବା ସହିତ କଲେଜର ବିଭିନ୍ନ ସମସ୍ୟା ପ୍ରତି କଲେଜ କର୍ତ୍ତୃପକ୍ଷ ଅଣଦେଖା...