ମୟୂରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା – ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ଲାଗି ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରାଜ୍ୟ...
ସାବାସ ପୋଲିସ ବାବୁ! ଦୁଷ୍କର୍ମ ପୀଡ଼ିତା ମଲା ପରେ ନିଦ ଭାଙ୍ଗିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଞ୍ଚିଥିବା ବେଳେ ଅଧ୍ୟାପିକାଙ୍କୁ ନ୍ୟାୟ ଦେଇ ପାରିଲାନି ପୋଲିସ।
ପୋଲିସ ଶୁଣିଲାନି। ନ୍ୟାୟକୁ ଚାହିଁ ଚାହିଁ ଶେଷରେ ଜୀବନ ହାରିଦେଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା।...
ମୟୂରଭଞ୍ଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା – ଆଇଆଇସି ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ରାଇରଙ୍ଗପୁର କଲେଜର ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ତତ୍ପରତା ଦେଖାଇଛି ରାଜ୍ୟ ପୋଲିସ୍। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଝାରପୋଖରିୟା ଥାନା ଆଇଆଇସି ଶରତ ମହାଳିକଙ୍କ ନିଲମ୍ବନ କରାଯାଇଛି।
ଆଇଆଇସି ନିଲମ୍ବିତ...
ଶିକାରୀଙ୍କ ଧନୁଶର ମାଡ଼ରେ ସମ୍ବର ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ଗୁଡ଼ିଆଲବନ୍ଧ ନିକଟରୁ ଏକ ଆହତ ସମ୍ବରକୁ ବନବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିଲେ। ସମ୍ବର ଛୁଆଟି ଶିକାରୀମାନଙ୍କ ଧୁନଶର ମାଡ଼ରେ ଆହତ ହୋଇ ଜଳାଶୟ ଭିତରକୁ...
ହୋମଗାର୍ଡରେ ୮୪ଟି ପଦବୀ ପାଇଁ ନିଯୁକ୍ତି, ଡିସେମ୍ଵର ୩୧ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
୮୪ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ଡିସେମ୍ଵର ୩୧।
ରାଜ୍ୟ ଗୃହରକ୍ଷୀ ନିର୍ଦ୍ଦେଶାଳୟ ତରଫରୁ ମୟୂରଭଞ୍ଜ ଜିଲ୍ଲାରେ ୮୪ଟି ହୋମଗାର୍ଡ ସ୍ଵେଚ୍ଛାସେବୀ ପଦବୀ ପାଇଁ...
ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ପ୍ରଶାସନ ତତ୍ପର- ଅଭିଯୁକ୍ତ ଗିରଫ, ବଦଳିଲେ ଥାନା ବାବୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଛୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଶନିବାର ହଷ୍ଟେଲରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ଏହା ଏକ ହତ୍ୟାକାଣ୍ଡ...
ବାରିପଦାକୁ କିଭଳି ବିଜୁଳି ଆସିଲା?
ଜ୍ଞାନରଞ୍ଜନ ଦାଶ
୧୯୪୯ ମସିହା ପର୍ଯ୍ୟନ୍ତ ମୟୁରଭଞ୍ଜ ଗୋଟିଏ ସ୍ଵତନ୍ତ୍ର ଦେଶ ଥିଲା। ଭାରତ ପରି ତାର ସବୁକିଛି ନିଜସ୍ଵ ଥିଲା। ପଡ଼ୋଶୀ ବିହାର, ପଶ୍ଚିମବଙ୍ଗ ଏବଂ ଓଡିଶା ସହିତ ତାର ସୁସମ୍ପର୍କ ରହିଥିଲା।
ଓଡିଶାର...
କରଞ୍ଜିଆରେ ହାତୀପଲଙ୍କ ଉପଦ୍ରବ: ଆତଙ୍କିତ ଅବସ୍ଥାରେ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲାରେ ହାତୀପଲଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାତିରେ କରଞ୍ଜିଆ ଏନ୍ଏସି ମଧ୍ୟରେ ୨୨ରୁ ଅଧିକ ହାତୀପଲ ପଶି ଆତଙ୍କ ଖେଳାଇଛନ୍ତି। ହାତୀପଲଙ୍କ ଉପଦ୍ରବରେ ଏନ୍ଏସିର ୧୫ ନମ୍ବର...
ବାରିପଦା ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରିପଦା ମେଡିକାଲ କଲେଜରେ ଚିକିତ୍ସାରେ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଷ୍ଟ ମର୍ଟମ...
ମୟୂରଭଞ୍ଜ: କୋଦାଳରେ ଛେଚି ଶ୍ରମିକଙ୍କୁ ଜଘନ୍ୟ ଭାବେ ହତ୍ୟା କଲା ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): କୋଦାଳରେ ଛେଚି ଶ୍ରମିକଙ୍କୁ ହତ୍ୟା ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା କୈଳାସଚନ୍ଦ୍ରପୁରରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।
କୈଳାସଚନ୍ଦ୍ରପୁରରେ ଥିବା ମନରେଗା ଯୋଜନାରେ ୨୨ ଜଣ ଚାଷୀ...




















